ସାଢେ ତିନି ବର୍ଷ ପରେ ବି ଖୋଲିଲାନି ଗୁଣ୍ଡିଚା ମନ୍ଦିର, ହଜାର ହଜାର ଜଗନ୍ନାଥପ୍ରେମୀ ନିରାଶ

ସାଢେ ତିନି ବର୍ଷ ପରେ ବି ଖୋଲିଲାନି ଗୁଣ୍ଡିଚା ମନ୍ଦିର। ପ୍ରଥମେ ମରାମତି ପାଇଁ ବନ୍ଦ ରହିଥିଲା। ପରେ ଗୁଣ୍ଡିଚା ମନ୍ଦିର ନିଲାମ ଦିଆଯିବ କି ନାହିଁ ସେହି ଦ୍ୱନ୍ଦ୍ୱରେ ମଧ୍ୟ ବନ୍ଦ ରହିଲା।

ସାଢେ ତିନି ବର୍ଷ ପରେ ବି ଖୋଲିଲାନି ଗୁଣ୍ଡିଚା ମନ୍ଦିର। ପ୍ରଥମେ ମରାମତି ପାଇଁ ବନ୍ଦ ରହିଥିଲା। ପରେ ଗୁଣ୍ଡିଚା ମନ୍ଦିର ନିଲାମ ଦିଆଯିବ କି ନାହିଁ ସେହି ଦ୍ୱନ୍ଦ୍ୱରେ ମଧ୍ୟ ବନ୍ଦ ରହିଲା। ଏହାରି ଭିତରେ ସାଢେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗୁଣ୍ଡିଚା ମନ୍ଦିର ବନ୍ଦ ରହିବା ଘଟଣା ନିରାଶ କରିଛି ହଜାର ହଜାର ଜଗନ୍ନାଥପ୍ରେମୀଙ୍କୁ। ପ୍ରତିଦିନ ସହସ୍ରାଧିକ ବଙ୍ଗୀୟ ପର୍ଯ୍ୟଟକ ଗୁଣ୍ଡିଚା ମନ୍ଦିର ଆସି ନିରାଶ ହୋଇ ଫେରୁଛନ୍ତି। ରଥଯାତ୍ରା ସମୟରେ ବର୍ଷକୁ ମାତ୍ର ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲା ରହୁଛି।

Leave A Reply

Your email address will not be published.