Browsing Tag

gundicha temple

ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ହେବ ବୃଦ୍ଧି, ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ

ପୁରୀ : ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ବୃଦ୍ଧି କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି । ରୋଷଘର ଉଚ୍ଚତା ବୃଦ୍ଧି ସହ ଆନୁସଙ୍ଗିକ ସମସ୍ତ ସୁବିଧା କରାଯିବ। ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ପୁରୀ…

ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର, ଏହା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କଲେ ଜଷ୍ଟିସ ରଥ ଓ ଅରବିନ୍ଦ ପାଢ଼ୀ

ପୁରୀ : ପ୍ରତୀକ୍ଷାର ଅନ୍ତ  । ୪୬ ବର୍ଷ ପରେ ଆଜି ଖୋଲିବ ରତ୍ନଭଣ୍ଡାର ।  ଶୁଭ ସମୟ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।  ଦିନ ୧୦ଟାରେ ବସିବ ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ…

ଆଜି ପବିତ୍ର ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ : ଆଜି ପବିତ୍ର ହେରାପଞ୍ଚମୀ ନୀତି । ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜ୍ଜିତ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର…

ଗୋଟି ପହଣ୍ଡି ବେଳେ ଅଘଟଣ କିଛି ଅଶୁଭ ସଙ୍କେତ ନୁହେଁ ତ ? ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ରହିଛି ଏପରି କିଛି କଥା…

ପୁରୀ : ପୁରୀରେ ଆଡପ ପହଣ୍ଡି ବେଳେ ଅଘଟଣ ନେଇ ସବୁଠି ଚର୍ଚ୍ଚା । ଭକ୍ତଙ୍କ ମଧ୍ୟରେ ଭୟ ଓ ଆଶଙ୍କା । ଏହା କିଛି ଅଶୁଭ ସଙ୍କେତ ଦେଉଛି କି? କାହିଁକି ଏଭଳି ପଡ଼ି ଗଲେ ମହାପ୍ରଭୁ ବଳଭଦ୍ର ? ଅଘଟଣକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଭିନ୍ନଭିନ୍ନ ପ୍ରତିକ୍ରିୟା । ସେହିପରି ଯଦି ଆମେ ପୁରାଣ…

ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ପୁରୀ : ଜନ୍ମବେଦୀରେ ତିନି ଠାକୁର । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ବିଜେ କରିଛନ୍ତି । ଆଜିଠାରୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ । ଆଜି…

ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସଫେଇ କାର୍ଯ୍ୟକ୍ରମ, ଝାଡ଼ୁ ମାରି ସଫା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ସହ ମିଶି ରଥ ଦାଣ୍ଡରେ ସେ ସଫେଇ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ଆଇନ ମନ୍ତୀ ପୃଥ୍ବୀରାଜ ହରିଚନ୍ଦନ,…

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର ପାର୍ଶ୍ଵରେ ଥିବା ଫାଇବର ବ୍ୟାରିକେଡରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୋର…

ସାଢେ ତିନି ବର୍ଷ ପରେ ବି ଖୋଲିଲାନି ଗୁଣ୍ଡିଚା ମନ୍ଦିର, ହଜାର ହଜାର ଜଗନ୍ନାଥପ୍ରେମୀ ନିରାଶ

ସାଢେ ତିନି ବର୍ଷ ପରେ ବି ଖୋଲିଲାନି ଗୁଣ୍ଡିଚା ମନ୍ଦିର। ପ୍ରଥମେ ମରାମତି ପାଇଁ ବନ୍ଦ ରହିଥିଲା। ପରେ ଗୁଣ୍ଡିଚା ମନ୍ଦିର ନିଲାମ ଦିଆଯିବ କି ନାହିଁ ସେହି ଦ୍ୱନ୍ଦ୍ୱରେ ମଧ୍ୟ ବନ୍ଦ ରହିଲା। ଏହାରି ଭିତରେ ସାଢେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗୁଣ୍ଡିଚା ମନ୍ଦିର ବନ୍ଦ ରହିବା ଘଟଣା ନିରାଶ…

ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ(କେନ୍ୟୁଜ୍): ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗୁଣ୍ଡିଚା ମନ୍ଦିର ଜଗମୋହନର ତିନିଟି ସ୍ତମ୍ଭର ବିମ୍‌ ଓ କଲମ୍‌ କ୍ୟାପିଟାଲରେ ଫାଟ ଥିବା ନେଇ ସେ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ…

ଭକ୍ତ ପଚାରୁଛନ୍ତି ପ୍ରଶ୍ନ : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ତ ଖୋଲା, ଗୁଣ୍ଡିଚା ମନ୍ଦିର ବନ୍ଦ କାହିଁକି ?

ପୁରୀ (କେନ୍ୟୁଜ୍‌) : ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ଖୋଲିଲା ନାହିଁ ପୁରୀ ଗୁଣ୍ଡିଚା ମନ୍ଦିର। ମରାମତି ପାଇଁ ଏବର୍ଷ ମଧ୍ୟ ଖୋଲିବ ନାହିଁ । ଯାହା ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି। ପ୍ରଚାର, ପ୍ରସାର ଅଭାବରୁ ପ୍ରତିଦିନ ସହସ୍ରାଧିକ ପର୍ଯ୍ଯଟକ ଗୁଣ୍ଡିଚା ମନ୍ଦିର ଆସି ନିରାଶ…

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା, ଟୋକନ ଦେଖାଇ ମହାପ୍ରସାଦ ପାଉଛନ୍ତି ଶ୍ରଦ୍ଧାଳୁ

ପୁରୀ(କେନ୍ଯୁଜ୍): ବାହାରିଲା ଆଡପ ଅବଢା। ସକାଳ ଧୂପ ପରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା। ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଅବଢା ପାଇପାରିବେ ସେଥିପାଇଁ ଗୁଣ୍ଡିଚା ମନ୍ଦିରଠାରେ ସ୍ୱତନ୍ତ୍ର ବ୍ୟବସ୍ଥା…

ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ଦୁଇ ଛଦ୍ମବେଶୀ ସେବାୟତ ଅଟକ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଭକ୍ତ ପ୍ରବେଶ କରିବା ସମୟରେ ଅଟକ। ସେବାୟତଙ୍କ ବିରୋଧ ପରେ ଦୁଇ ଜଣ ଭକ୍ତଙ୍କୁ ଅଟକ ରଖାଯାଇଛି। ଭକ୍ତ ଦୁଇ ଜଣ ସେବାୟତଙ୍କ ଛଦ୍ମବେଶରେ ମନ୍ଦିରରେ ପ୍ରବେଶ କରିଥିଲେ। ତେବେ ବିରୋଧ ପରେ ଦୁଇ ଜଣଙ୍କୁ ଅଟକ…