୬ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ , ସାୟୋନାଙ୍କ ହାତ ଧରିଲେ ଓଲିଉଡ୍ ହିରୋ ସମ୍ବିତ

କଟକ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍ ହିରୋ ସମ୍ବିତ। କଟକର ଝିଅ ସାୟୋନାଙ୍କ ହାତ ଧରିଛନ୍ତି ଏହି ହାଣ୍ଡସମ୍ ହିରୋ । ଦୀର୍ଘ ୬ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ସମ୍ବିତ୍ ନିଜ ପ୍ରେମିକାଙ୍କୁ ଜୀବନ ସାଥୀ ଭାବେ ପାଇଛନ୍ତି । ସମ୍ବିତଙ୍କ ବରଯାତ୍ରୀରେ ବହୁ ନାମୀଦାମୀ କଳାକାର ଓ ତାଙ୍କ ବନ୍ଧୁ, ବାନ୍ଧବୀମାନଙ୍କୁ ବିଭିନ୍ନ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.