ଶେଷ ହେଲା ଅପେକ୍ଷା , ଆରମ୍ଭ ହେଲ KGF-୨ର ସୁଟିଂ

ମୁମ୍ବାଇ : ଗତ ବର୍ଷ ରିଲିଜ୍‌ ହୋଇଥିବା ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍‌- ୧ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲାା ଫିଲ୍ମଟି ନିଜ ସଫଳତା ନେଇ ଅନେକ ପ୍ରକାରର ରେକର୍ଡ ମଧ୍ୟ ବ୍ରେକ୍‌ କରିଥିଲା । କେଜିଏଫ୍‌ ଫିଲ୍ମର ପ୍ୟାନ୍ସଙ୍କ ପାଇଁ ଆମେ ଆଣିଛୁ ଏକ ଖୁସି ଖବରା ପ୍ରଥମ ପାର୍ଟର ସଫଳତା ପରେ ଏବେ ଆରମ୍ଭ ହୋଇଛି ଏହାର ଦ୍ୱିତୀୟ ପାର୍ଟର ସୁଟିାଂ ଯାହାକୁ ନେଇ ଅଭିନେତା ୟଶ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତିା

ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ଅଭିାନେତା ୟଶ ଟ୍ଵିଟ କରିଛନ୍ତି , ଆଉ ଏବେ ଏହା ଆରମ୍ଭ ହୋଇଗଲାା କେଜିଏଫ୍‌-୧ରେ ସମସ୍ତଙ୍କ ଭଲ ପାଇବା ପାଇବା ପରେ ଏବେ କେଜିଏଫ୍‌-୨ ଡବଲ ଧମାକା କରିବାକୁ ଯାଉଛିା ଏଥିପାଇଁ ପ୍ରତିଥର ଭଳି ଆପଣଙ୍କ ଭଲ ପାଇବାର ଆବଶ୍ୟକ ରହିଛିା


ସୂଚନା ଅନଯାୟୀ ସବୁ କିଛି ସଠିକ୍‌ ସମୟରେ ଯଦି ହୁଏ ତେବେ ଫିଲ୍ମର ଦ୍ୱିତୀୟ ପାର୍ଟ ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍‌ ହୋଇପାରୋ ତେବେ କେଜିଏଫ୍‌ –୨ରେ ଯଶଙ୍କ ବ୍ୟତିତ ଅଭିନେତା ସଂଞ୍ଜୟ ଦତ୍ତଙ୍କ ସହ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.