ଭଦ୍ରକ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ନାଁରେ ଦୁଇଟି ମାମଲା

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ। ତାଙ୍କ ନାଁରେ ଦୁଇଟି ମାମଲା ରହିଛି। ଗୋଟିଏ ମାମଲା ରହିଛି ବାସୁଦେବପୁର ଜେଏମ୍‌ଏଫସି କୋର୍ଟରେ ଓ ଅନ୍ୟଟି ରହିଛି ବାଲେଶ୍ୱର ସ୍ପେସାଲ ଭିଜିଲାନ୍ସ କୋର୍ଟରେ। ବାସୁଦେବପୁର ଜେଏମ୍‌ଏଫସି କୋର୍ଟରେ ଥିବା କେଶ ନମ୍ବର GR-360/10 । ସେହିପରି ବାଲେଶ୍ୱର ସ୍ପେସାଲ ଭିଜିଲାନ୍ସ କୋର୍ଟରେ ଥିବା କେଶ ନମ୍ବର 59/15 ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.