କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୀରଗାଥା 3.0 ପ୍ରତିଯୋଗିତା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ । କରତାଳି ଦେଇ ବର୍ଣ୍ଣାଳିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରତିରକ୍ଷା…

ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ

ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ ORHDC ଦୁର୍ନୀତି ମାମଲାରେ ୩ ବର୍ଷ କାରାଦଣ୍ଡ ଦେଲେ ଭିଜିଲାନ୍ସ କୋର୍ଟ । ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଛି । ଜରିମନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ।…

ଫେବ୍ରୁଆରୀ ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁ‌ବନେଶ୍ବର: ଫେବ୍ରୁଆରୀ ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ। ପରେ ଝାରସୁଗୁଡାରେ ଏକ ପାୱାର ପ୍ଲାଣ୍ଟ ଓ ରେଳବାଇର କିଛି ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ଅନ୍ୟ କିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର…

ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ

ଦାରିଙ୍ଗବାଡି : ସ୍ତ୍ରୀକୁ ମାରି ପାହାଡ଼ରେ ଫିଙ୍ଗିଦେଲା ମଦ୍ୟପ ସ୍ବାମୀ। ନିଖୋଜ ମହିଳାଙ୍କୁ ଖୋଜାଖୋଜି ବେଳେ ପାହାଡରୁ ଉଦ୍ଧାର ହେଲା ମୃତଦେହ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବି. ଡକେବାଡ଼ିର ବଡଧାଡ଼ି ଗାଁରେ ଅଭାବନୀୟ ଘଟଣା। ବଡ଼ଧାଡି ଗାଁର ମିଥୁନ ପ୍ରଧାନଙ୍କ ପତ୍ନୀ ସାନ୍ତ୍ବନା…

ନୟାଗଡ଼ରେ ହାତୀ ଦାନ୍ତ ଜବତ, ୪ଗିରଫ

ନୟାଗଡ଼(କେନ୍ୟୁଜ):  ନୟାଗଡ଼ରେ ହାତୀ ଦାନ୍ତ ଜବତ । ୪ଗିରଫ । ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣା ସ୍ଥଳ ରେ ନୟାଗଡ D.F.O , D.C.F, ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହାତୀକୁ କରେଣ୍ଟ ଦେଇ ମାରିଥିବା…

ଏଥର ସାଧାରଣ ନିର୍ବାଚନରେ ଲାଗୁ ହେବ ନୂଆ ବ୍ୟବସ୍ଥା, ହୋମ ଭୋଟିଂ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ):  ଏଥର ସାଧାରଣ ନିର୍ବାଚନରେ ଲାଗୁ ହେବ ନୂଆ ବ୍ୟବସ୍ଥା । ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ସେମାନଙ୍କର ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର…

କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି

ଭୁବନେଶ୍ୱର : କମିସନରେଟ ପୋଲିସର ବଦଳିଲେ ଦୁଇ ଜୋନ ଏସିପି | ଭୁବନେଶ୍ୱର ଜୋନ 3ଏସିପି ପ୍ରଦୀପ ରାଉତଙ୍କୁ କଟକ ଜୋନ ୩ କୁ ବଦଳି କରାଯାଇଥିବା ବେଳେ କଟକ ଜୋନ ୩ ଏସିପି ତାପସ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ଜୋନ ୩ କୁ ବଦଳି କରାଯାଇଛି | ସେହିପରି ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କୁ…

ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୁବଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଏ ନେଇ ଗଜପତିରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୂଚନା ଦେଇଛନ୍ତି । ସେହିପରି ୭ ମାସରେ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା । ପାରଳାଖେମୁଣ୍ଡି ଚାରି…

ମାଟି ଅତଡ଼ା ଖସି ୨ ଶ୍ରମିକ ମୃତ, ପାଇପ୍ ଲାଇନ୍ କାମ କରୁଥିବା ବେଳେ ଦୁର୍ଘଟଣା

ଯୋଡା: ମାଟି ଅତଡ଼ା ଖସି ୨ ଜଣ ଶ୍ରମିକ ମୃତ । ଯୋଡା ଥାନା କମାରଯୋଡ଼ା ନିକଟରେ ଠିକାଦାର ପାଇପ୍ ଲାଇନ୍ କାମ କରୁଥିବା ବେଳେ, ଉପରୁ ମାଟି ଅତଡ଼ା ଖସିବାରୁ ମାଟି ତଳେ ଚାପି ହୋଇ ୨ଜଣ ଶ୍ରମିକ ମୃତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କେନ୍ଦୁଝର ଜିଲ୍ଲା…

ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା, ଏଥର ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମ

କଟକ ରାଜନୀତିରେ ଗୁଞ୍ଜରଣ । ପୁଣି ସିନେଷ୍ଟାର ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା । ମାସ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କୁ ଭେଟିବା ପରେ ଆଜି କଟକରେ ବିଧାୟକ ମହମ୍ମଦ ମୋକିମଙ୍କ ସହ ଅରିନ୍ଦମଙ୍କୁ ଏକାଠି ଏକ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ୨୪ ନିର୍ବାଚନ ପାଖଉଥିବା ବେଳେ ଅରିନ୍ଦମଙ୍କ…

ଗୋପାଳପୁରରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ, ମିଳିବ ୩ ହଜାର ୭୦୦ ନୂଆ ନିଯୁକ୍ତି

ଗୋପାଳପୁରରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ। ପ୍ଲାଣ୍ଟ ନିର୍ମାଣରେ ୬୦ ହଜାର କୋଟି ନିବେଶ ହେବ । ACME ଗ୍ରୁପ ଓ ଜାପାନର କମ୍ପାନୀ IHIର ମିଳିତ ଉଦ୍ୟମରେ ପ୍ଲାଣ୍ଟ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ୩୪୦ ଏକର ଜମି ପ୍ରଦାନ କରିଛନ୍ତି । ପ୍ଲାଣ୍ଟ ନିର୍ମାଣ ହେଲେ ୩ ହଜାର…

ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ, ଇନୋଭା ଗାଡ଼ି ସହ ମଦ ଜବଡ

ଆଠଗଡ଼ : ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ । ଚନ୍ଦକା ପାଖରେ ମାଡି ବସିଲ ବସିଲା ଏକ୍ସସାଇଜ୍ ମୋବାଇଲ ସ୍କୁଆର୍ଡ । ୮୫୦ ଲିଟର ମଦ ସହ ଇନୋଭା ଗାଡ଼ି ଜବଡ । ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ । ଇନଫୋସିଟୀ ଥାନା ଅଂଚଳରେ ଗାଡ଼ି ଛାଡ଼ି ପଳେଇ ଗଲା ଡ୍ରାଇଭର । ଗାଡି…