Below header

ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ

ପୁରୀ : ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର ଦେଖିଥିଲେ । ସେଠି ଉପସ୍ଥିତ ଥିବା ଲୋକେ ଏହାକୁ ଗରୁଡ ପକ୍ଷୀ ବୋଲି କହିଥିଲେ । କେହି…

ବଡ ଭାଇକୁ ସାନ ଭାଇର ଗୁଳି ମାଡ

କେନ୍ୟୁଜ (ବ୍ୟୁରୋ ) :  ସାନ ଭାଇର ଗୁଳିମାଡରେ ବଡ ଭାଇ ଗୁରୁତର | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ କିଞ୍ଜିରିକେଲା ଥାନା ପାଟକିଯୋର ଗାଁରେ | ଘରୋଇ କଳହକୁ ନେଇ ଗୁଳି ମାଡ ହୋଇଥିବା ଜଣାଯାଇଛି | ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ବଡ ଭାଇ ବାସୁଦେବ ସାହାଙ୍କୁ ସାନ ଭାଇ ଗୁଳି କରିଛି |…

ଦେଢଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସେରି କଲଚର ଫିଲଡ ଆସିଷ୍ଟାଣ୍ଟ

ଦେଢଲକ୍ଷ ଟଙ୍କା ଲାଞ୍ଚ ବନ୍ଧା ହେଲେ ସେରି କଲଚର ଫିଲଡ ଆସିଷ୍ଟାଣ୍ଟ। ବାରିପଦା ସେରିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫିସର କ୍ଷେତ୍ରୀୟ ସହାୟକ ବିଭୂତି କୁମାର ମଲିକଙ୍କୁ ଧରିଛି ଭିଜିଲାନ୍ସ। ମୟୂରଭଞ୍ଜ ଟସର ଗ୍ରାମୀଣ ଗବେଷଣା ବିକାଶ ପରିଷଦର ଜଣେ ସଦସ୍ୟଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।…

ରାଜ୍ୟ କ୍ୟାବିନେଟ ବୈଠକରେ ୧୩ ପ୍ରସ୍ତାବ ପାରିତ, ଓଡ଼ିଶା ସିଭିଲ ସର୍ଭିସ ପାଇଁ ବୟସ ସୀମା ୩୮କୁ ବୃଦ୍ଧି

ରାଜ୍ୟ କ୍ୟାବିନେଟ ବୈଠକ ଶେଷ। ୧୦ ଟି ବିଭାଗ ର ୧୩ ଟି ପ୍ରସ୍ତାବ ପାରିତ।  ଓଡ଼ିଶା ସିଭିଲ ସର୍ଭିସ ଆବେଦନ ଲାଗି ବୟସ ସୀମା ୩୮କୁ ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ବିଭିନ୍ନ ଅଞ୍ଚଳରେ ଚାଲିବ ୨୦୦ ବିଦ୍ୟୁତ ଚାଳିତ ବସ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗ୍ରାମାଞ୍ଚଳ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ, ପୁରସ୍କୃତ ହେଲେ ୧୨ ଜଣ କୃତୀ…

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ…

ରେଙ୍ଗାଳିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରର ରେଙ୍ଗାଳିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଦପାଲି ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉଭୟ ଯୋଗଦେଇଛନ୍ତି। ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସରେ ଯୋଗ ଦେଇ ଏହି ଗାଁର ନାଁ ଇତିହାସର…

ପୁରୀରେ ଉଠା ଦୋକାନୀଙ୍କ ପାଇଁ ହେବ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ

ପୁରୀରେ ଉଠା ଦୋକାନୀଙ୍କ ପାଇଁ ହେବ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ। ଏହା ସମଗ୍ର ଦେଶରେ ମଡେଲ ହେବ । ବଡ଼ଦାଣ୍ଡ ସମ୍ପ୍ରସାରଣ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ  ଉଠାଯାଇଛି।ଶ୍ରୀସେତୁ ତଳେ ଉଠା ଦୋକାନୀଙ୍କୁ ଥଇଥାନ ସହ ବିଶ୍ଵସ୍ତରୀୟ ଭେଣ୍ଡିଂ ଜୋନ…

ପୁରୀ ସମୁଦ୍ରରେ ବୁଡିଗଲା ବେଳେ ୪ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମୁଦ୍ରରେ ବୁଡିଗଲା ବେଳେ ୪ ପର୍ଯ୍ୟଟକ ଉଦ୍ଧାର । ସମସ୍ତଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ହେଲେ ବିହାର ପାଟନାର ଚନ୍ଦ୍ରଶେଖର,ଝାଡ଼ଖଣ୍ଡର ଅରୁଣ କୁମାର, ରାଜ ମଣ୍ଡଳ ଓ ସୂଚୀ ମଣ୍ଡଳ। ଏବେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ହେଉଛି । ଆଜି ସମୁଦ୍ରରେ…

ନୂଆବର୍ଷରୁ ଅରୁଣ ଷଡଙ୍ଗୀ ଇନଚାର୍ଜ ଡିଜିପି

ନୂଆବର୍ଷରେ ଇନଚାର୍ଜ ଡିଜିପି । ଅରୁଣ ଷଡଙ୍ଗୀ ହେଲେ ଇନଚାର୍ଜ ଡିଜିପି । ସେ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ସ୍ଥାୟୀ ପୋଲିସ ଡିଜି ଦାୟିତ୍ବ ନନେବା ଯାଏ ଅତିରିକ୍ତ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି…

ଆଉ ୨ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ନିଯୁକ୍ତି । ଆଉ ୨ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମାନଙ୍କ ମଧ୍ୟରେ ୨ ହଜାର ୩୯୨…

ପୁରୀ ଏସସିଏସ ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ

ପୁରୀ : ପୁଣି ପୁରୀରେ ଅଗ୍ନିକାଣ୍ଡ। ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ…

ମାଓ ବନ୍ଧୁକ କାରଖାନା ଠାବ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : BSF 142bn ଯବାନଙ୍କୁ ମିଳିଛି ବଡ଼ ସଫଳତା। ମାଓବାଦୀ ଙ୍କ ବନ୍ଧୁକ ତିଆରି କାରଖାନା ଠାବ କଲା Bsf ଯବାନ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତଇ ଆଲୁରକୋଟା ନିକଟରେ ଯବାନ କୁମ୍ବିଙ୍ଗ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ…