ପୁରୀ ସମୁଦ୍ରରେ ବୁଡିଗଲା ବେଳେ ୪ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମୁଦ୍ରରେ ବୁଡିଗଲା ବେଳେ ୪ ପର୍ଯ୍ୟଟକ ଉଦ୍ଧାର । ସମସ୍ତଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ ।

ପୁରୀ ସମୁଦ୍ରରେ ବୁଡିଗଲା ବେଳେ ୪ ପର୍ଯ୍ୟଟକ ଉଦ୍ଧାର । ସମସ୍ତଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ହେଲେ ବିହାର ପାଟନାର ଚନ୍ଦ୍ରଶେଖର,ଝାଡ଼ଖଣ୍ଡର ଅରୁଣ କୁମାର, ରାଜ ମଣ୍ଡଳ ଓ ସୂଚୀ ମଣ୍ଡଳ। ଏବେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ହେଉଛି । ଆଜି ସମୁଦ୍ରରେ ଗାଧୋଉଥିବାବେଳେ ୪ଜଣ ଭାସିଯାଇଥିଲେ । ସେମାନଙ୍କ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.