ଜପକୁଦ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର : ‘ନୂଆ-ଓ’ ବିଶ୍ୱଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଜପକୁଦ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ…

ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ରୁପା ଝାଡୁ ଦାନ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଭକ୍ତଙ୍କ ରୁପା ଝାଡୁ ଦାନ । ଅଖିଳ ଭାରତୀୟ ମଙ୍ଗ ସମାଜ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟକୁ ଏହି ସୁନ୍ଦର ରୁପାର ଝାଡୁ ପ୍ରଦାନ କରିଛନ୍ତି । ରାମଲାଲାଙ୍କ ଗର୍ଭଗୃହକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ପାଇଁ ଏହି ଝାଡୁକୁ ବ୍ୟବହାର କରିବା ନିମନ୍ତେ ଅନୁରୋଧ…

ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ଭଦ୍ରକ : ନିଶାସକ୍ତ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ । ତଣ୍ଟି ଉପରେ ଠିଆ ହୋଇ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ନିଶାସକ୍ତ ସ୍ବାମୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ…

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ

ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବଇଦପାଲିର ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟର…

କିଟ୍‍ ଓ କିସ୍‍ ପକ୍ଷରୁ ମିନି ମରାଥନ, ଶାଢ଼ି ପିନ୍ଧି ଦୌଡ଼ିଲେ ୫ ହଜାର ମହିଳା

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ । ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାରାଥନ ଆୟୋଜନ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ବାନରେ ଚଳିତ ବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା…

ପାକିସ୍ତାନ-ଇରାନ ମଧ୍ୟରେ ପୁଣି ବଢିଲା ଟେନସନ୍, ଆତତାୟୀଙ୍କ ଗୁଳିମାଡ଼ରେ ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନ-ଇରାନ ମଧ୍ୟରେ ପୁଣି ବଢିଲା ଟେନସନ୍ । ଦକ୍ଷିଣ ପୂର୍ବ ଇରାନ ସୀମାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ । ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି । ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଏଥିରେ ୯ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା…

ଅଶ୍ବିନୀ ବୈଷ୍ଣବଙ୍କ ଫୋକସ କଟକ, ଗୋଟିଏ ମାସରେ ତିନି ଥର ଗସ୍ତ

ଅଶ୍ବିନୀ ବୈଷ୍ଣବଙ୍କ ଫୋକସ କଟକ। ଗୋଟିଏ ମାସରେ ତିନି ଥର ଗସ୍ତ କଲେଣି । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଗତକାଲି କଟକ ସ୍ଥିତ ସମାଜ କାର୍ଯ୍ୟାଳୟକୁ ଯାଇଥିଲେ ରେଳମନ୍ତ୍ରୀ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମାଜ…

ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ, ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ରୋଚକ ମୋଡ଼ରେ ବିହାର ରାଜନୀତି । ଭାଙ୍ଗିଯିବ ସରକାରୀ ମହାମେଣ୍ଟ । ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ । ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସନ୍ଧ୍ୟା ସୁଦ୍ଧା ବିଜେପି ସମର୍ଥନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମ୍ଭାବନା। ସେ ନବମ ଥର ଲାଗି…

କେତେ କମିଲା, କେତେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାଣନ୍ତୁ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତୈଳ କମ୍ପାନୀଗୁଡିକ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଆସିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୦୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୫୮ ପଇସା…

କଣ ରହିଛି ଆଜିର ସୁନା ଦର, କିଣିବା ପୂର୍ବରୁ ଚେକ କରି ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ କେତେ ରହିଛି ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ…

ବିଲୁପ୍ତ ଶାଗୁଣା ଉଦ୍ଧାର

ବିଲୁପ୍ତ ଶାଗୁଣା ଉଦ୍ଧାର । ଶାଗୁଣାକୁ ଉଦ୍ଧାର କରିଛି ଫିରିଙ୍ଗିଆ ବନଖଣ୍ଡ ବିଭାଗ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଲାପାଲି ଗାଁ ନିକଟରୁ ଶାଗୁଣାଟିକୁ ଉଦ୍ଧାର କରାଯାଇଛି । ଅସୁସ୍ଥତା କାରଣରୁ ଉଡ଼ି ପାରୁନଥିବାରୁ ଗାଁଲୋକେ ଫିରିଙ୍ଗିଆ ଜଙ୍ଗଲ ବିଭାଗର ରେଞ୍ଜରଙ୍କୁ ଖବର ଦେଇଥିଲେ ।…

ଶୀତରେ ଥରୁଛି ସାରା ଓଡ଼ିଶା, ଆସନ୍ତାକାଲି ଯାଏ ଲାଗି ରହିବ ଶୀତ ଲହରୀ

ଶୀତରେ ଥରୁଛି ସାରା ଓଡ଼ିଶା । ଆସନ୍ତାକାଲି ଯାଏ ଲାଗି ରହିବ ଶୀତ ଲହରୀ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହୁଥିବାରୁ ପାରଦ ଖସୁଛି। କିଛି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି ହୋଇଛି । ୩ ଦିନ ପରେ ରାଜ୍ୟରେ ବାୟୁ ଚଳାଚଳରେ ଧୀରେ ଧୀରେ ପରିବର୍ତ୍ତନ ଘଟିବ। ରାତି…