ପାରିବାରିକ ବିବାଦରୁ ଗଣ୍ତଗୋଳ : ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ଜଳେଶ୍ବର : ପାରିବାରିକ ବିବାଦର କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଗଣ୍ତଗୋଳ ଘଟି ଆକ୍ରମଣରେ  ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର । ବାଲେଶ୍ବର ଜିଲ୍ଲା  ସିଂଲା ଥାନା ଅନ୍ତର୍ଗତ କାଦରାୟାଁ ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ । ସୂଚନା…

ଓଡ଼ିଶା ସରକାର କ୍ରୀଡ଼ାକୁ ଗାଁରେ ଗାଁରେ ପହଞ୍ଚାଇଛନ୍ତି : ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଓଡ଼ିଶା ସରକାର କ୍ରୀଡ଼ାକୁ ଗାଁରେ ଗାଁରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଥିବାରୁ କ୍ରୀଡ଼ା ଆଜି ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶା ଆଜି କ୍ରୀଡ଼ାରେ…

କିମସରେ ବିରଳ ଅସ୍ତ୍ରୋପଚାର, ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର

କିମସରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର। ଉନ୍ନତ ଏବଂ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ କିମ୍ ସକୁ ମିଳିଛି ଆଉ ଏକ ସଫଳତା। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ ସେସ-କିମସର ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଅସ୍ତ୍ରୋପଚାର ଜରିଆରେ ଜଣେ…

ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ, ୬ଜଣ ମାଓବାଦୀ ନିପାତ

ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟରେ ୩ଯବାନ ସହିଦ। ଛତିଶଗଡ଼ ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ ଟେକେଲଗୁଡା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୬ଜଣ ମାଓବାଦୀ ନିପାତ…

ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ

ବ୍ରହ୍ମପୁର : ଛୁରୀ ଭୁସି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ। ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ କୈରାଶୀ ଗାଁର ରାଜେଶ ଦାସ। ନିଜ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ…

ଧରାପଡିଲେ ବାଇକ ଚୋରି ଗ୍ୟାଙ୍ଗ, ୩ଜଣଙ୍କୁ ଗିରଫ କଲା ପୋଲିସ

ଧରାପଡିଲେ ବାଇକ ଚୋରି ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କଲା ବାଲେଶ୍ବର ଜିଲ୍ଲା ଔପଦା ପୋଲିସ । ସେମାନଙ୍କ ଠାରୁ ୨୨ଟି ବାଇକ ଜବତ ହୋଇଛି। ଏହାସହ ଗୋଟିଏ କାର୍, ଗୋଟିଏ ଲାପଟପ୍, ୧୬ଟି ଗାଡି ଚାବି, ୨ଟି ମୋବାଇଲ, ୨ଟି ନକଲି ସାମ୍ବାଦିକ କାର୍ଡ ଓ ନଗଦ ୫୬ ହଜାର ୯୭୦ ଟଙ୍କା ଜବତ କରିଛି ପୋଲିସ ।…

କୋଟିପତି କନିଷ୍ଠ ଯନ୍ତ୍ରୀ : ୧୧ଟି ପ୍ଲଟ, ୧୦ ହଜାର ବର୍ଗଫୁଟର ୩ ମହଲା କୋଠା

କୋଟିପତି କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଂଜୟ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ଠାବ ହେଲା ମାଳ ମଳ ପ୍ଲଟ୍ । ଗୋଟିଏ କି ଦୁଇଟି ନୁହେଁ, ୧୧ଟି ପ୍ଲଟ ରଖିଛନ୍ତି ସଞ୍ଜୟ ମହାନ୍ତି । ଜଳେଶ୍ବର ଟାଉନର ବିଭିନ୍ନ ସ୍ଥାନରେ…

ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା

କେନ୍ୟୁଜ(ବ୍ୟୁରୋ): ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଛାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷର…

ଲ୍ୟାଣ୍ଡମାଇଁନ ବିସ୍ପୋରଣରେ ୩ ଯବାନ ସହିଦ, ୧୪ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା  ଏବଂ ବିଜାପୁର ଜିଲ୍ଲା ସୀମାନ୍ତବର୍ତି ଟେକେଲଗୁଡମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।   ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣରେ ୩ ଯବାନ ସହିଦ ହୋଇଥିବା ବେଳେ ୧୪ ଯବାନ ଗୁରୁତର ହୋଇଛନ୍ତି । ନୂଆ ସୁରକ୍ଷା…

ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର(କେନ୍ୟୁଜ୍‌ ଓଡ଼ିଶା): ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ…

ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ

ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ । ଚୁନରା ସେବକଙ୍କ ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ସିଂହଦ୍ୱାର…

ଆସନ୍ତାକାଲି ୩ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

(କେନ୍ୟୁଜ୍‌ ବ୍ୟୁରୋ ):  ଆସନ୍ତାକାଲି ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି । ସେଥିପାଇଁ ସାଧାରଣ ଦର୍ଶନ ୩ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା ୬ ଟାରୁ ରାତି ୯ଟା ଯାଏ ବନ୍ଦ ରହିବ ଭକ୍ତଙ୍କ ଲାଗି ଦର୍ଶନ ।