ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ

ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ ।

ଭୁବନେଶ୍ୱର(କେନ୍ୟୁଜ୍‌ ଓଡ଼ିଶା): ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୫ ତାରିଖରୁ ୧୩ ତାରିଖ ଯାଏ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୫ ତାରିଖ ସକାଳ ୧୦ଟା ୧୫ରେ ବସିବ ବିଜେଡି ବିଧାୟକ ଦଳ ବୈଠକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.