ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଜିଲ୍ଲା ପ୍ରଶାସନ l ବୁଦ୍ଧଙ୍କ ମୂର୍ତ୍ତି ଆଗରେ ଧ୍ୟାନ ମୁଦ୍ରାରେ ବସି ପ୍ରାର୍ଥନା କରିଥିଲେ l ତିବ୍ବତୀୟମାନେ ଗତ ୮…

ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ପଦ୍ମ ସମ୍ଭବରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଜ଼ିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ , କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ l ସନ୍ଧ୍ୟାରେ ବୌଦ୍ଧ ମନ୍ଦିର…

କିଟରେ ପ୍ରାକ୍ ବଜେଟ୍ ଆଲୋଚନା

ଭୁବନେଶ୍ୱର : କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଫାଇନାନ୍ସ ଏକ୍ସଚେକର୍ ଟିମ୍ କ୍ରାୟା ଓ କୁବେରଙ୍କ ସହଯୋଗରେ ଆସୋସିଏଟ୍ ପ୍ରଫେସର ଶିକ୍ତା ସିଂହଙ୍କ ତତ୍ତ୍ୱାବଧାନରେ 'ବଜେଟ୍ ୨୦୨୪ର ଏକ ଝଲକ' ଶୀର୍ଷକରେ ପ୍ରାକ୍ ବଜେଟ୍ ଆଲୋଚନା ହୋଇଛି । ପ୍ରାକ୍ ବଜେଟ୍ ଆଲୋଚନାରେ କେସୋମ୍ ଡିନ୍ ପ୍ରଫେସର…

ଚଳିତ ରେଳ ବଜେଟରେ ଓଡ଼ିଶାକୁ ଗତ ବର୍ଷ ଠାରୁ ୫୨୪ କୋଟି ଟଙ୍କା ଅଧିକ ଅନୁଦାନ : ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଚଳିତ ରେଳ ବଜେଟରେ ଓଡ଼ିଶାକୁ ଗତ ବର୍ଷ ଠାରୁ ୫୨୪ କୋଟି ଟଙ୍କା ଅଧିକ ଅନୁଦାନ। ୨୦୨୪-୨୫ ଆର୍ଥିକ ବର୍ଷ ରେଳବାଇରେ ଓଡ଼ିଶାକୁ ୧୦ହଜାର ୫୩୬ କୋଟି ଟଙ୍କା ଅନୁଦାନ ମିଳିଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୨୦୨୩-୨୪ରେ ଏହା ୧୦ହଜାର ୧୨କୋଟି ଓ ୨୦୨୨-୨୩ରେ ୯ହଜାର ୭୩୪ କୋଟି ଟଙ୍କା…

ନବରଙ୍ଗପୁର ଏଟିଏମ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ

ନବରଙ୍ଗପୁର ଏଟିଏମ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଜବତ ହେଲା ପ୍ରାୟ ୧୬ଲକ୍ଷ ଟଙ୍କା। ଏହା ସହ ଏଟିଏମ ଲୁଟରେ ବ୍ୟବହୃତ କାର, ଗୋଟିଏ ଦେଶୀ ପିସ୍ତଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ହାଇଦ୍ରାବାଦ ସ୍ଥିତ ଏସବିଆଇ ହେଡକ୍ୱାର୍ଟର ଆଇଭିଆରଏସ ତରଫରୁ ରାତି ତିନିଟାରେ…

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା । ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି। ଆଇଆଇଏମର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ l କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପରେ ରେମେଡ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେବେ…

ଉଦଯାପିତ ହେଲା ରିଜିଓନାଲ୍ ପଲିଫେଷ୍ଟ ୨୦୨୪

ଉଦଯାପିତ ହେଲା ରିଜିଓନାଲ୍ ପଲିଫେଷ୍ଟ ୨୦୨୪। ୩ ଦିନ ଧରି ଭୁବନେଶ୍ବର ଜୋନକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥଲା। ଏଥିରେ ୧୨ଟି ପଲିଟେକନିକ୍ କଲେଜରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ୨୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ମେଡାଲ ଦିଆଯାଇଛି । ଏଥିରେ ଭଲ ପଦର୍ଶନ…

୩ ରୁ ଭୁବନେଶ୍ବର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଫେବ୍ରୁଆରୀ ୩ ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ । ଏଥିରେ ତିନିଦିନ ଧରି ଓଡ଼ିଆ ଭାଷାର ଉନ୍ନତି ପାଇଁ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ । କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ…

ସ୍କୁଲକୁ ଯାଇ ଫେରିଲାନି ଛାତ୍ରୀ, ଏତଲା ଦେଲେ ପରିବାର ଲୋକେ

ରାୟଗଡା : ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଫେରିଲାନି ଛାତ୍ରୀ । ରାୟଗଡା ଜିଲ୍ଲାର କୋଲନରା ବ୍ଲକର କେଉଟଗୁଡ଼ା ରେଳବାଇ ଷ୍ଟେସନ୍ ନିକଟସ୍ତ ପାତ୍ରପୁଟ ଗ୍ରାମର ବିଜୟ କୌଶଲ୍ୟାଙ୍କ ୧୪ ବର୍ଷର ଝିଅ ବର୍ଷା କୌଶଲ୍ୟା ଗତକାଲି ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଘରକୁ ଫେରି ନଥିଲେ। ପରିବାରବର୍ଗ…

ବାଇକ ଉପରେ ଚଢିଗଲା ହାଇୱା, ଯୁବକ ମୃତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହିରି ନିକଟରେ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଯୁବକ ଜଣକ ହେଲେ ହାଟଭରାଣ୍ଡି ଗ୍ରାମର ରାଜୁରାମ ଗଣ୍ଡ ଓ ସେ ନିଜ ଭଣଜାଙ୍କ ସହିତ ବାଇକ ଯୋଗେ ପାଉରବେଲା ଗ୍ରାମରୁ ଘରକୁ ଫେରୁଥିଲେ l ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକ ମୃତ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଷଣ୍ଢପଲି ଗ୍ରାମରେ ବିଜୁଳି ତାର ସଂସ୍ପର୍ଶ ରେ ଆସି ହାଇୱା ଚାଳକ ମୃତ୍ୟୁ ବରଣ କରିଛନ୍ତି l କେନ୍ଦ୍ରାପଡ଼ା ବାଲିଆ ଭାଗବତପୂର ଗାଁର ଜୟନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇରେ ରହି ନିଜର ହାଇଵା ଗାଡି ଚଳାଉଥିଲେ l  ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ

ପୁରୀ : କିଟ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି l ପ୍ରତି ମାସର ଏକ ତାରିଖରେ ଡ. ସାମନ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥାନ୍ତି l ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ…