ଆଫ୍ରିକାର ଗିନି ଓ କିଟ୍‍-କିସ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଫ୍ରିକା ମହାଦେଶର ଅନ୍ୟତମ ରାଷ୍ଟ୍ର ଗିନିରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଖାଦ୍ୟ ସୁରକ୍ଷା ଦିଗରେ ଆବଶ୍ୟକ ବୈଷୟିକ ଦକ୍ଷତା, ସହାୟତା ଓ କୌଶଳଗତ ବ୍ୟବସ୍ଥାପନା ଯୋଗାଇ ଦେବ କିଟ୍‍ । ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମାଙ୍କୁ…

କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାର ୫୫ଟି ସ୍ଥାନରେ ମିନି ମାରାଥନ

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତାକାଲି ଓଡ଼ିଶାର ସମସ୍ତ…

ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ…

ଥାନା ଭିତରେ ଅଭିଯୁକ୍ତର ଉନ୍ମତ୍ତକାଣ୍ଡ, କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର : କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ । ଥାନା ଭିତରେ ଅଭିଯୁକ୍ତର ଉନ୍ମତ୍ତକାଣ୍ଡ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନାରେ ଦୁଇ କନେଷ୍ଟବଳଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ଗିରଫ ଅଭିଯୁକ୍ତ । ଗୁରତର ଅବସ୍ଥାରେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ ବାଲେଶ୍ଵର…

ରାଉରକେଲା ପୋଲିସ ହାତରେ ପିଗ ବୁଚର କ୍ରାଇମ ଗ୍ୟାଙ୍ଗ, ୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି…

ରାଉରକେଲା : ରାଉରକେଲା ପୋଲିସକୁ ବଡ଼ ସଫଳତା। ରାଉରକେଲା ପୋଲିସ ହାତରେ ଧରାପଡ଼ିଲା ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗ। ଭାରତ ସମେତ ସାଉଥ ଏସିଆରେ ଚାଲିଥିଲା ଏହି ନେଟୱାର୍କ। ୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି ମଧ୍ୟ…

ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର

କୋରାପୁଟ : ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଲୋକଙ୍କ ବଂଚିଗଲା ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସଟିକୁ ପାଠାଗାର ଭିତରକୁ ପାଶୈ ଦେଇଥିଲେ । ଫଳରେ ବହୁ ଜୀବନ…

ବାଇକକୁ ପିଟିଲା ଟ୍ରକ, ଦୁଇ ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଉପରବାହାଲ ଛକର 143 ନମ୍ବର ଜାତୀୟପଥ ନିକଟରେ ଟ୍ରକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବାଇକରେ ଜଣେ ପୁରୁଷ ଓ ଜଣେ ମହିଳା ବଣାଇ  ଅଭିମୁଖେ ଯାଉଥିବା ବେଳେ ସ୍ପଞ୍ଜ କାରଖାନାରୁ ବାହାରୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ…

୨୨ ଦିନର ଛୁଆକୁ ଛାଡ଼ି ବାପା ମା’ ଫେରାର, ହସ୍ପିଟାଲରେ ଏକା ରହିଛି ଶିଶୁ

ଭୁବନେଶ୍ବର : ୨୨ ଦିନର ଛୁଆକୁ ଛାଡ଼ି ବାପା ମା' ଫେରାର । ଶିଶୁର ଚିକିତ୍ସା ପାଇଁ ନୟାଗଡରୁ ଭୁବନେଶ୍ବର କ୍ୟାପିଟଲ ହସ୍ପିଟାଲ ଆଣିଥିଲେ ଦମ୍ପତି । କ୍ୟାପିଟଲ ହସ୍ପିଟାଲରେ ଛୁଆକୁ ଛାଡି ଚାଲିଗଲେ ବାପା ମାଆ । ଏବେ ଶିଶୁଟି କ୍ୟାପିଟଲ ହସ୍ପିଟାଲରେ ଏକା ରହିଛି । ହସ୍ପିଟାଲ ପକ୍ଷରୁ ଯୋଗଯୋଗ…

ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ, ୧୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର(କେନ୍ୟୁଜ୍‌) : ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ । ୨୦୧୯ ମସିହା ଠକେଇ ମାମଲାରେ ବାଲେଶ୍ଵର ଓପିଆଇଡି କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ୨…

ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଭିଡିଓ କନଫରେନସ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅନୁକୁଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି…

ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍ ଉଦ୍‌ଘାଟିତ, ଯୋଗଦେଲେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଆଜି କଳିଙ୍ଗ କବାଡ଼ି ଏକାଡ଼େମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୧୪ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍। ଏହି କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୪୬ଟି ଦଳ ଯୋଗଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଆଜି ପ୍ରଥମ…

ଆସିଲାନି ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲେ ଶବ

ନବରଙ୍ଗପୁର : ମିଳିଲାନି ଆମ୍ବୁଲାନ୍ସ l ୨୦ କିଲୋମିଟର କାନ୍ଧରେ ବୁହାହେଲେ ଶବ l ସମ୍ପର୍କୀୟ ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ l କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ 20 କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁ-ବାନ୍ଧବ l ଏଭଳି ଘଟଣା…