ଅନୁଗୋଳରେ ଅଭାବନୀୟ ଘଟଣା, ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ଅନୁଗୋଳ ଜିଲ୍ଲା ଶରଧାପୁର ଗାଁରେ ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶରଧାପୁର ଗାଁର ଗୁରୁ ନାୟକ ଓ ଛେଳିଆପଡ଼ାର ଅଇଁଠୁ ପ୍ରଧାନ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ବନବିଭାଗ ପହଂଚି ବୁଝାସୁଝା…

ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ

କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରବାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଯେ.ଏମ କୋର୍ଟ। ସୌରୀନ ଦୀର୍ଘ…

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ। କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ। ରାୟ ଦେଲେ କଟକ ଆଡ଼ହକ ପୋକସୋ କୋର୍ଟ। ଅଭିଯୁକ୍ତ ଗୁଡୁ ସାହୁ ଦୋଷୀ ସାବ୍ୟସ୍ତ। ୨୦୧୭ ମସିହାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ…

ସଂସଦରେ କିସ୍ ର ଭୂୟସୀ ପ୍ରଶଂସା, କିସ୍ ର ଉଦାହରଣ ପାଇଁ ଗୃହର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଷ୍ଠାତା ଶ୍ରୀ…

ସଂସଦରେ କିସ୍ ର ଭୂୟସୀ ପ୍ରଶଂସା । ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ସଂସଦରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛି । ଗୁରୁବାର ସଂସଦରେ ତେଲେଙ୍ଗାନା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍ ଆଗତ ସମୟରେ ଓଡ଼ିଶାରେ ମୁକ୍ତ…

୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୯ ପ୍ରକଳ୍ପକୁ ଅନୁମୋଦନ

ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୪,୮୦୪.୩୫ କୋଟିର ୧୯ ପ୍ରକଳ୍ପକୁ LSWCAର ଅନୁମୋଦନ ମିଳିଛି । ଫଳରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧୭ହଜାର ୫୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।…

ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହି ନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ସାମନାକୁ ଆସିଛି ।…

ଆୟକର ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼, ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ

ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼। ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ । ତାଜୁବ୍ ଆୟକର ବିଭାଗ । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଦୁଇ ଦିନ ହେବ ଆୟକର ବିଭାଗ ରେଡ୍ କରିଛି ।…

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ

ଧରା ପଡିଲା ଜେଲରୁ ଚମ୍ପଟ ମାରିଥିବା କଏଦୀ । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସଞ୍ଜୀବ କିଶାନକୁ ଧରିଛନ୍ତି ପୋଲିସ । ସମ୍ବଲପୁର ସିଟି ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ପୋଲିସ ମାଡ଼ି ବସିଥିଲା । ବାଥରୁମ ଯିବା…

୪ ଅନାଥ ଝିଅଙ୍କୁ ସାହା ହେଲା କିସ ଫାଉଣ୍ଡେସନ, ଶିକ୍ଷାଦାନ ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ଦୀର୍ଘ ଦୁଇବର୍ଷ ତଳେ ବାପା ଓ ମାଆ ହାତ ଧରାଧରି ହୋଇ ୭ ଦିନ ଭିତରେ ଆରପାରିକୁ ଚାଲିଗଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡିଆ ପଞ୍ଚାୟତ ଅନ୍ତର୍ଗତ ଦୁଗଧା ଗ୍ରାମର ଜୁନା ହେମ୍ରମ ଓ ଛିତା ହେମ୍ରମଙ୍କ ମୃତ୍ୟୁ ପରେ ଏବେ ୪ ଝିଅ ଅନାଥ। ଦୁଇ ବର୍ଷ ଧରି ବହୁ କଷ୍ଟରେ ବଡ଼ ଭଉଣୀ ଆର୍ସୁ…

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା, ଗାର୍ଡ ଅଫ୍ ଅନର ସହ ସରିଲା ଅନ୍ତିମ ସଂସ୍କାର

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା କାନ୍ଦିଲେ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ଙ୍କ ପାର୍ଥିବ ଶରୀର ରେମୁଣା ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ନିଜ ଗାଁ ମଶାଣିରେ ସରିଛି ଅନ୍ତିମ ସଂସ୍କାର । ରଞ୍ଜନ ଛତିଶଗଡର…

ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ୧୨ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମିଗଜୋମ ବାତ୍ୟା ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରଭାବିତ ହୋଇଛି ଫସଲ। ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ। ଉଭୟ କୃଷି ବିଭାଗ ଅଧିକାରୀ ଏବଂ ରାଜସ୍ବ…

ବିଶୁଦ୍ଧ ରହିବ ଦୟା ନଦୀର ଜଳ, ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ବରରେ ବିଶୁଦ୍ଧ ରହିବ ଦୟା ନଦୀର ଜଳ । ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ । 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୟାନଦୀର ପାଣିକୁ ପ୍ରଦୂଷଣମୁକ୍ତ ରଖିବାକୁ ଗୁରୁତ୍ବ ଦିଆଯାଇଛି । ଦୁଇ ନଦୀର…