Below header

ବିଶୁଦ୍ଧ ରହିବ ଦୟା ନଦୀର ଜଳ, ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ବରରେ ବିଶୁଦ୍ଧ ରହିବ ଦୟା ନଦୀର ଜଳ । ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ । 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୟାନଦୀର ପାଣିକୁ ପ୍ରଦୂଷଣମୁକ୍ତ ରଖିବାକୁ ଗୁରୁତ୍ବ ଦିଆଯାଇଛି ।

ଦୁଇ ନଦୀର ସଂଯୋଗ ସ୍ଥଳରେ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ ହେବ । ସ୍ବେରେଜ୍ ବ୍ୟବସ୍ଥାରେ ସଂଯୁକ୍ତ ହେବ ସବୁ ଅଞ୍ଚଳର ଘର । ବସ୍ତି ସମେତ ସହରର ସବୁ ଘର ସଂଯୁକ୍ତ ହେବ । ପ୍ରଦୂଷଣ ଉପରେ BMC, SPCB ଓ WATCOର ରହିବ ନଜର । ସହରର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ । ବର୍ଜ୍ୟବସ୍ତୁ ଓ ଜଳର ବିଶୋଧନ ଉପରେ ରହିବ ନଜର । ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପାନୁଷ୍ଠାନ ଉପରେ ରହିବ ତୀକ୍ଷ୍ଣ ନଜର ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.