ସ୍ଥଳଭାଗ ଛୁଇଁଲା ସାଇକ୍ଲୋନ୍, ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ

ସ୍ଥଳଭାଗ ଛୁଇଁଲା ସାଇକ୍ଲୋନ୍ । ସ୍ଥଳଭାଗକୁ ପ୍ରବେଶ ସହ ପ୍ରକୋପ ଦେଖାଉଛି ବାତ୍ୟା ମିଗଜୋମ୍ । ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଅତିକ୍ରମ କରିବ । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ । ଧୀରେ ଧୀରେ…

ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ମଦ୍ୟପ ସ୍ୱାମୀ

ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ମଦ୍ୟପ ସ୍ୱାମୀ। ଢେଙ୍କାନାଳ ସଦର ଥାନା ସରଖିଆ ଗାଁରେ ବିବତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ଵାଇଁ ହତ୍ୟା ପରେ ଗାଁ ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଗିରଫ କରିଛି ସଦର ଥାନା ପୋଲିସ । କଲ୍ୟାଣୀ ସ୍ଵାଇଁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ…

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଦୁଇଜଣ ଜୁନାଗଡ଼ ରୁ ନିଜ ଗାଁ କୁ ଯାଇଥିବା ବେଳେ କଲମପୁର ରୁ କଟକ ,ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଲକି ନାମକ ଏକ ଘରୋଇ ବସ କଲମପୁର ପଟୁ…

ବାରିପଦା ସହୀଦ ସ୍ମୃତି ଭବନ ଠାରେ ତୃତୀୟ ଶିଶୁ କଳା ମହୋତ୍ସବ

ମୟୂରଭଞ୍ଜ କଲଚୁରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ (ଏମସିଡିଏଫ୍) ଆନୁକୂଲ୍ୟରେ ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ଠାର ଦୁଇ ଦିନ ଧରି ତୃତୀୟ ଶିଶୁ କଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ନର୍ସରୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କଳାକୁ ନେଇ ଏଠାରେ ପ୍ରତିଯୋଗିତାମାନ ଆୟୋଜିତ…

ଓଡ଼ିଶା ପଡ଼ିବନି ବାତ୍ୟାର ପ୍ରଭାବ, ୭ତାରିଖ ଯାଏ ପ୍ରବଳ ବର୍ଷିବ

ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ। କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ। କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ କାଲି ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପୂର୍ବତଟ ରେଳପଥର ୬୦ଟି ଟ୍ରେନର ଚଳାଚଳକୁ ବାତିଲ…

ମାମୁଁଙ୍କ ମୃତ୍ୟୁ ଖବର ଶୁଣି ଧାଇଁ ଆସିଥିଲା ଭାଣେଜି, ଅଧାବାଟରେ ମାମୁଁ ପଛେ ପଛେ ଆରପାରିକୁ ଚାଲିଗଲା

ଉଦଳା: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର । ଯେତେ ବୁଝାଇଲେ ବି ବୁଝୁନି ମା’ର ମନ । ଆଜି ସିଏ ଅବୁଝା ହୋଇଯାଇଛି । କାରଣ ଗୋଟିଏ ପଟେ ଭାଇର ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଚାଲିଯାଇଛି ଝିଅ । ଆପଣ କୁହନ୍ତୁ କୋଉ ମା’ ବି ସହିବ ଏ ଦୁଃଖ । ସେଥିପାଇଁ ତ ଛାତି ଫଟାଇ କାନ୍ଦୁଛି ଏ…

କିଟ୍‍ ଓ କିସ୍‍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ୍‍ ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍କୁ ସମ୍ମାନଜନକ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଙ୍ଘ (ସିଆଇଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଆଇଆଇ କ୍ରୀଡ଼ା…

ଶ୍ରୀଜିଉଙ୍କ ପାଇଁ ଆସୁଛି ପ୍ରଥମାଷ୍ଟମୀ ଭାର, ଢୋଲ ଓ ମହୁରି ବାଦ୍ୟରେ କମ୍ପୁଛି ପରିବେଶ

ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର। ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର। ସେଥି ମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅ ମାନେ ନବ ବସ୍ତ୍ର ପରିଧାନ…

ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବଢିଲା ବାଲିଯାତ୍ରା ଅବଧି। ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ଆୟୋଜନ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ…

ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ହସ୍ପିଟାଲ ସମ୍ମୁଖରେ ଥିବା ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଗ୍ୟାସ କଟର ଦ୍ୱାରା ଏଟିଏମ…

ଜେଲରୁ ବାହାରିବେ ନାଗ, ଏବେ ମିଳିଲା ଜାମିନ୍

ଅର୍ଚ୍ଚନା ନାଗଙ୍କୁ ଜାମିନ୍ । ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍ ମିଳିଥିଲା । ଏବେ ସେ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଜୟ ଦୀପ ପାଲ।

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା…