କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି

କଂଗ୍ରେସରେ ଯୋଗ ଦେଲେ ଜୟରାମ ପାଙ୍ଗି। ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି। ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ। ଜୟରାମ…

ପୂର୍ବୋଦୟ ପର୍ସପେକ୍ଟିଭ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବରରେ ପୂର୍ବୋଦୟ ପର୍ସପେକ୍ଟିଭ ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଭାରତର ପୂର୍ବ ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ…

ନଦୀ ଘାଟରେ ବୁଡ଼ି ଗଲେ ଦୁଇ ନାବାଳକ ଛାତ୍ର, ସାଙ୍ଗଙ୍କ ସହ ଯାଇଥିଲେ ଗାଧୋଇବାକୁ

ରାଉରକେଲା : ରାଉରକେଲା ପ୍ରଧାନ ପାଲି କୋଏଲ ନଦୀ ଘାଟରେ ବୁଡ଼ି ଗଲେ ଦୁଇ ନାବାଳକ ଛାତ୍ର । ଜଣକର ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ଆଉ ଜଣେ ନଦୀରେ ନିଖୋଜ ଅଛନ୍ତି। ନିଖୋଜ ନାବାଳକକୁ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ । ମୃତ ନାବାଳକ ହେଉଛନ୍ତି ପ୍ରୀୟାଂସୁ ଭୋଳ। ନିଖୋଜ ନାବାଳକର ନାମ ପ୍ରିୟ…

ପୁରୀ ନରେନ୍ଦ୍ର କୋଣରେ ଛୁରାମାଡ, ପୋଲିସର ଛାନଭିନ ଆରମ୍ଭ

ପୁରୀ : ପୁରୀ ନରେନ୍ଦ୍ର କୋଣରେ ଛୁରା ମାଡ। ଛୁରା ମାଡରେ ସୀତାକାନ୍ତ ମହାପାତ୍ର ଗୁରୁତର। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୀତାକାନ୍ତଙ୍କ ଛାତିକୁ ଦୁର୍ବୁତ୍ତମାନେ କରିଛନ୍ତି ଛୁରାମାଡ। କୁମ୍ଭାରପଡ଼ା ଥାନା ପୋଲିସର ଛାନଭିନ ଆରମ୍ଭ। ସୂଚନା ମୁତାବକ ସଂସ୍କୃତ ଶ୍ଳୋକ…

ହତ୍ୟା ଉଦ୍ୟମ କରି ଯୁବକ ଗିରଫ, କୋର୍ଟ ଚାଲାଣ କଲା ପୋଲିସ

ପୁରୀ : ଖଜା ଦୋକାନରେ ଆତଙ୍କ ସୃଷ୍ଟି କରିବା ପରେ ହତ୍ୟା ଉଦ୍ୟମ କରି ପୁରୀ ଟାଉନ ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ମୂଷା ଓରଫ ବାବୁଲି କୁମାର ସ୍ବାଇଁ । ଗତ ୨୯ ତାରିଖ ଅପରାହ୍ନରେ ଆଚାରୀ ମଠ ନିକଟରେ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଘର ସମ୍ମୁଖରେ ଏକ ଅଟୋ ପାର୍କିଂ କରିଥିବା ବେଳେ ଅଭିଯୁକ୍ତ…

ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ପରଲୋକ

କଟକ : ରାଜ୍ୟର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ , କଣ୍ଠଶିଳ୍ପୀ , କି ବୋର୍ଡ ବାଦକ ଓ ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା।…

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ସରପଞ୍ଚଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ସରପଞ୍ଚଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଗତକାଲି ସଂଧ୍ୟାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁର ବାବୁଲା ଦେହୁରୀଙ୍କର ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ଏବେ ବାବୁଲାଙ୍କ ପରିବାର ଗାଁ ସରପଞ୍ଚଙ୍କ ଦ୍ବାରା ଗାଡ଼ି ମଡ଼ାଇ ହତ୍ୟା…

ପାରାଦୀପ : ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍, NCB କରୁଛି ଖୋଳତାଡ଼

ପାରାଦୀପ ପୋର୍ଟରେ ଏମଭି ଦେବୀ ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍ ? ଓଡ଼ିଶା ପାଇଁ ଆସିଥିଲା ନା ଆଉ କୁଆଡ଼େ ପଠାଯାଉଥିଲା । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଖୋଳତାଡ଼ କରୁଛି । NCB ଭୁବନେଶ୍ବର ଟିମ୍ ତଦନ୍ତ କରୁଛି। NCB ଭୁବନେଶ୍ବର ୟୁନିଟର ଆସିଷ୍ଟାଣ୍ଟ ଡାଇରେକ୍ଟର…

ନର୍ସଙ୍କ ସରକାରୀ କ୍ଵାଟରରୁ ଶିଶୁ ଉଦ୍ଧାର କଲା ପୋଲିସ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ନର୍ସଙ୍କ ସରକାରୀ କ୍ୱାଟରରୁ ଶିଶୁ ପୁତ୍ର ଉଦ୍ଧାର । କାର୍ଯ୍ୟରତ ନର୍ସ ବାସନ୍ତୀ ସାହୁଙ୍କ କ୍ୱାଟରରୁ ଉଦ୍ଧାର। ଉଦ୍ଧାର କଲା ମନମୁଣ୍ଡା ପୋଲିସ । ଶିଶୁଟିର ବୟସ ୭ ବର୍ଷ । ୨୦୧୬ ରେ ବଉଳପୂର୍ ଗ୍ରାମର ଏକ ଶିଶୁ ନିଖୋଜ ନେଇ…

ବାଲେଶ୍ବରରେ ଡକାୟତ ଗ୍ୟାଙ୍ଗର ୫ ଗିରଫ, ବିଭିନ୍ନ ଥାନାରେ ରହିଛି ମାମଲା

ବାଲେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ। ଗ୍ୟାଙ୍ଗର ୫ ଡକାୟତ ଗିରଫ ହୋଇଥିବା ବେଳେ ୩ଜଣ ଅଛନ୍ତି ନାବାଳକ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ। ଏହି ନାବାଳକଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଗତ କିଛିଦିନ ଧରି ଏମାନେ ବାଲେଶ୍ଵର ସହର ଓ…

ଡିସେମ୍ବର ୩୧ ସୁଦ୍ଧା ସରିବ ବରମୁଣ୍ଡା ବସ୍ ଟର୍ମିନାଲ୍, ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଫାଇଭ୍ ଟି ଅଧ୍ୟକ୍ଷ ଭି. କେ…

ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ବର ବରମୁଣ୍ଡା ବସ୍ ଟର୍ମିନାଲ୍ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ । ନିର୍ମାଣ କାମର ସମକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀ ବିଶ୍ରାମାଗାର,…

ଝାରସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ITI ପ୍ରତିଷ୍ଠା ପାଇଁ ୨୪.୪୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ। ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ଏକ…