Below header

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା କବାଟଘାଇ ରେଞ୍ଜ ଅଞ୍ଚଳରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଗତକାଲି ପାଟ୍ରୋଲିଂ ବେଳେ ହାତୀର ମୃତଦେହ ଠାବ ହୋଇଥିଲା। ମୃତ ହାତୀର ବୟସ ୧୨ ବର୍ଷ ହେବ ବୋଲି ଜଣାପଡିଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ…

୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଘରେ କାନ୍ଦ ବୋବାଳି

ଆଳି : ୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ। ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନା ଗତ ୭ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମକରିବା ପାଇଁ ଏକ…

କିସ୍ ରେ ଅଭିଭାବକ ସମ୍ମିଳନୀ, ଦେଢ଼ଲକ୍ଷ ଜନଜାତିଙ୍କ ସମାବେଶ

ଭୁବନେଶ୍ୱର : ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ପରିସର ପାଲଟିଛି ଜନସମୁଦ୍ର । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ । ଚଳିତ ବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନେଇ ରବିବାର ଆୟୋଜିତ ହୋଇଥିଲା ମହା ଅଭିଭାବକ…

କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି

କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ ବୈଠକରେ ନିଷ୍ପତ୍ତି ହୋଇଛି।…

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ତେଲେନଡିହି ଛକ ଠାରୁ ଅନତି ଦୂରରେ ଅଟୋକୁ ଧକ୍କା ଦେଲା ହାଇୱା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଧକ୍କା ହେବା ପରେ ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡ଼ିଛି । ଆଉ କେହି ଅଟୋ ତଳେ ଚାପି ହୋଇଥିବା ସନ୍ଦେହ କରି ଜେସିବି…

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍, ଜାନୁଆରୀ ୬ରେ ହାଜର ହେବାକୁ ସମନ୍

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍। ଉତ୍ତର ପ୍ରଦେଶ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ସମନ। ଜାନୁଆରୀ ୬ରେ ହାଜର ହେବାକୁ ସମନ୍ ଜାରି କରିଛି ସୁଲତାନପୁରରMP-MLA କୋର୍ଟ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ। ବିଜେପି ନେତା ବିଜୟ…

ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ସାଙ୍ଗରେ ଶୋଇଥିବା ଡ୍ରାଇଭର ଗୁରୁତର       

କେନ୍ଦୁଝର :  ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ କାର ଚାଳକ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର  ସହଦେବ ମହାନ୍ତ । ସାଙ୍ଗରେ ଶୋଇଥିବା ଡ୍ରାଇଭରଙ୍କ ଘର ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର…

ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀ କଟକ ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ତିଗିରିଆ ଥାନା ଅଞ୍ଚଳରେ ଘଟିଥିଲା ଅପହରଣ ଓ ଦୁଷ୍କର୍ମ…

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ୩ ଦିନିଆ ସମ୍ମିଳନୀ

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ଚାଲିଥିବ ୩ ଦିନିଆ National Transforming Film Education ସମ୍ମିଳନୀ ଉଦଯାପିତ ହୋଇଛି। SRFTI ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ନୀର୍ଜା…

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ?

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ? ୨୦୨୪ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର । ଆଜି ବିଜେଡି କାର୍ଯ୍ୟକ୍ରମ ବେଳେ ଏକଥା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏଥିପାଇଁ ଲୋକଙ୍କ ସମର୍ଥନ ମଧ୍ୟ ଲୋଡ଼ିଛନ୍ତି…

କିସ୍ ପିଲାଙ୍କୁ ସ୍ଵେଟର ବଣ୍ଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କିସ୍ ପିଲାଙ୍କୁ ସ୍ଵେଟର ବଣ୍ଟନ । ପ୍ରତିବର୍ଷ ଶୀତ ଋତୁରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ ପିଲାଙ୍କ ପାଇଁ ଶୀତବସ୍ତ୍ର ବ୍ୟବସ୍ଥା କରିଥାନ୍ତି। ଏହି କ୍ରମରେ ଆଜି ପ୍ରତିଷ୍ଠାତା ଡ. ସାମନ୍ତ କିସ୍ ପିଲାମାନଙ୍କୁ ସ୍ଵେଟର ବଣ୍ଟନ କରିଛନ୍ତି। ନାଲି ରଙ୍ଗର ସ୍ଵେଟର…

ଆସନ୍ତାକାଲି କିସରେ ବିରାଟ ଅଭିଭାବକ ସମ୍ମିଳନୀ, ଦେଢ଼ ଲକ୍ଷ ଜନଜାତିଙ୍କ ହେବ ସମାଗମ

ଆସନ୍ତାକାଲି କିସରେ ବିରାଟ ଅଭିଭାବକ ସମ୍ମିଳନୀ। ଏଥିପାଇଁ କିସ୍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ସମଗ୍ର ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେବେ। ଏଥିପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ…