ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା…

ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ, ସ୍କୁଲ ପରିସରରେ ଉତ୍ତେଜନା

ଏନଏମଏମଏସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ । ଯାହାକୁ ନେଇ ଯାଜପୁର ଜିଲ୍ଲା ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନପତ୍ର ତୃଟି ଯୋଗୁ ଠିକ୍ ସମୟରେ ପରୀକ୍ଷା ହୋଇ ପାରି ନଥିବା ବେଳେ କେବଳ…

ଯେଉଁଠି ଅନ୍ୟର ଆଶା ଶେଷ ହୋଇଥାଏ ସେଠାରେ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ : ପ୍ରଧାନମନ୍ତ୍ରୀ

ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜିର ବିଜୟକୁ ଐତିହାସିକ ବୋଲି କହିଛନ୍ତି ମୋଦି। ଏହା ସବ କା ସାଥ, ସବ କା ବିକାଶ ଭାବନାର ବିଜୟ।…

ବାଇକକୁ ପିଟିଲା ଟ୍ରକ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ବାଇକକୁ ପିଟିଲା ଟ୍ରକ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ନୂଆପଡା ଜିଲ୍ଲା କୋମନା ଥାନା ମାନିଗୁଡ଼ି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅପରାହ୍ନରେ ମୋଟରସାଇକେଲରେ ଏକ ଦମ୍ପତି କୋମନା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ବାମୀଙ୍କ…

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ, kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ବାହାରିଲା ୱାକାଥାନ

ଆଜି ହେଉଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ l ଏହି ଅବସରେ  ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ ନିକଟରେ ଏହି ୱାକାଥାନ ବାହାରି kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ଭିନ୍ନକ୍ଷମ…

ତେଲଙ୍ଗାନାରେ କଂଗ୍ରେସ ବାଜି ମାରିଲା କେମିତି

କୁହାଯାଏ କି ରାଜନୀତିରେ ବେଳେ ବେଳେ ପୂର୍ବରୁ କିଛି ଆକଳନ କରିବା ମୁସ୍କିଲ ହୋଇଯାଏ । ଯାହା ଆକଳନ ହୋଇଥାଏ ଠିକଣା ବେଳକୁ ତାହା ପଲଟିଯାଏ । ଏଇ ଯେମିତି ଆଜି ତେଳଙ୍ଗାନା କଥା ଦେଖଇବା । ଏଠି ବିଧାନସଭା ନିର୍ବାଚନରେ ବାଜି ମାରିନେଲା କଂଗ୍ରେସ । ଜଳକା ଭଳି ଚାହିଁ ରହିଲେ ବିଜେପି ଓ ବିଆରଏସ୍‌…

ରାଜସ୍ଥାନରେ ବିଜେପି ଗଢ଼ିବ ସରକାର, ମହିଳାଙ୍କ ଉପରେ ଫୋକସ ଥିଲା ବିଜୟର ବଡ କାରଣ

ରାଜସ୍ଥାନରେ ବିଜେପି ବହୁ ମତ ପାଇ ସରକାର ଗଠନ କରିବାକୁ ଯାଉଛି | ଏଠାରେ ମୋଟା 199 ଆସନରୁ ବିଜେପି 117, କଂଗ୍ରେସ 67 ଓ ଅନ୍ୟାନ୍ୟ 15 ଆସନରେ ଆଗୁଆ ଥିବା ବେଳେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି | ତେବେ ଏଠାରେ ବିଜେପି ଶାସନକୁ ଆସିବାରେ କେବଳ ମୋଦି ମ୍ୟାକିକ ଯେ କାମ କରିଛି…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଶାମୁକ୍ତ ଅଭିଯାନ

ବେଗୁନିଆ : ବେଗୁନିଆ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆୟୋଜନରେ ନିଶାମୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମବାସୀଙ୍କ ସହିତ ସରପଞ୍ଚ, ବୁଦ୍ଧିଜୀବୀ ପ୍ରମୂଖ ପଞ୍ଚାୟତ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ପରେ ଗାଁକୁ…

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୬

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ। ୭.୬ ତୀବ୍ରତାରେ ଥରିଲା ମିନ୍ଦାନାଓ ସହର। ମାଟି ତଳେ ୩୨କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରିଛି ୟୁଏସ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ। ଗତ ମାସରେ ଦକ୍ଷିଣ ଫିଲିପାଇନସରେ ୬.୭ ତୀବ୍ରତାର ଭୂମିକମ୍ପରେ…

ଅପେରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୪  ଆହତ

ବାଂଶପାଳ :  କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି । ସେମାନେ ହେଲେ ଝୁଣ୍ଟୁ ମୁଦୁଲି, ପଶ୍ଚିମବଙ୍ଗ,ଦୁର୍ଜନ ମାଝି, ପୁରି,କାହ୍ନା ପାତ୍ର ବାଲେଶ୍ବର, ବାଦଲ ମାଝି…

କିସ୍ ମଡେଲ୍ ଆବାସିକ ଅନୁଷ୍ଠାନ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ

ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି । କିସ୍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ । ଏଥିପାଇଁ ସେ ଫିଲିପାଇନ୍ସ ସଂସଦରେ ଏକ ସ୍ୱତନ୍ତ୍ର ବିଲ୍ ଆଗତ କରିବେ ବୋଲି କହିଥିଲେ…

ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଉଦ୍ଧାର ହେଲେ ଡ୍ରାଇଭର

ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଚାପି ହୋଇ ରହିଲେ ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁହାପଥର ବୋଝେଇ ଟ୍ରକ ଘାଟି ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପଥରରେ ପିଟି ହୋଇଥିଲା ଟ୍ରକ। ଟ୍ରକ ଚାଳକ ଟ୍ରକ ଭିତରେ ଦୀର୍ଘ ସମୟ ଧରି…