ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଲାଗି ସ୍ଥାନ ଅନୁଧ୍ୟାନ କଲେ ଟିମ

ଭବ୍ୟ ହେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଯଜ୍ଞ ସ୍ଥଳ ଓ ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ଟିମ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଅନୁଧ୍ୟାନ କରିଛନ୍ତି l ଯଜ୍ଞ ସ୍ଥଳ ଏବଂ…

ହଳଦୀ ବେପାର ନାଁରେ ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ, କମ୍ପାନୀ ଏମଡି ନାଁରେ ମାମଲା ଦାୟର

ହଳଦୀ ବେପାର ନାଁରେ ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ। ଠକାମୀର ଶିକାର ହେବା ପରେ ଥାନାର ଦ୍ବାରସ୍ଥ ହେଲେ ଏସଏଚଜି ମହିଳା। ସୁବର୍ଣ୍ଣପୁର ସମେତ ୧୧ଟି ଜିଲ୍ଲାରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପାଇରିସସ ଏଗେ୍ରା ଇଣ୍ଡିଆ ନାମକ କଂପାନୀ ଠକାମୀ କରିଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ…

ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରୁ ଗିରଫ

ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡ ଏସକେ ଜମିରୁଦ୍ଧିନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଗିରଫ ପରେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ STF। ଓଡ଼ିଶାରେ ପହଞ୍ଚିବା ପରେ ତାକୁ ଭୁବନେଶ୍ବର SDJM…

ସରିଲା କଟକ ଐତିହାସିକ ବାଲିଯାତ୍ରା, ବ୍ୟବସାୟୀ ଖୁସି, ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ

ସରିଲା କଟକ ଐତିହାସିକ ବାଲିଯାତ୍ରା - ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି।  ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ। ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସରେ ମଧ୍ୟ…

ଆସନ୍ତାକାଲି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ, ବଦଳିବ ଘର ଠିକଣା

ହାଇକୋର୍ଟରୁ ଜାମିନ ପରେ ଆସନ୍ତାକାଲି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ । ଏବେ ସେ ରହିବେ କେଉଁଠି । ଭୁବନେଶ୍ବର ସତ୍ୟବିହାର ଘରେ ନା ଆଉ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ED ମାମଲାରେ ହାଇକୋର୍ଟରୁ ମିଳିଥିବା ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଜେଲରୁ ବାହାରିବା ପରେ…

ରେଳ ଧାରଣା ଉପରେ ପଥର ପଡ଼ି ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରେଳ ଧାରଣା ଉପରେ ପଥର ପଡ଼ି ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ-କୋତାୱାଲସା ଶିବଲିଙ୍ଗପୁରମ ନିକଟରେ ପଥର ଧସି ମାଲବାହୀ ଟ୍ରେନରେ ମାଡ଼ ହୋଇଥିଲା । ମାଲବାହୀ ଟ୍ରେନର ଇଂଜିନ ଓ ଗୋଟାଏ ବଗି ଲାଇନଚ୍ୟୁତ ହୋଇଛି । ଫଳରେ ସେହି ରୁଟରେ ରେଳ ଚଳାଚଳ ବନ୍ଦ ରହିଛି । ୪ ଟି ଟ୍ରେନ ବାତିଲ କରାଯାଇଛି…

କଟକରୁ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା…

ବ୍ରିଜ ଉପରୁ ଖସିଲା ବାଇକ, ଦୁଇ ବାଇକ ଆରୋହୀ ମୃତ

ବ୍ରିଜ ଉପରୁ ଖସିଲା ବାଇକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ ଆରୋହୀ।  ଭାରସାମ୍ୟ ହରାଇ ପଢେଲ ବ୍ରିଜରୁ ତଳକୁ ଖସିପଡ଼ିଲା ବାଇକ। ଖବର ପାଇ ପାଟଣାଗଡ଼ ଦମକଳ ବାହିନୀ ଉଦ୍ଧାର କରିବାକୁ ପହଞ୍ଚିଥିଲା। ବ୍ରିଜ ତଳୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

୧୦ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ଲାଣ୍ଡ ସେଟଲମେଣ୍ଟ ନିୟମ-୧୯୮୩ ସଂଶୋଧନକୁ ମଞ୍ଜୁରୀ ମିଳିଛି। ପୁରୀ ପୌରପାଳିକାରେ ଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନ ସହ ଭୁବନେଶ୍ବର ଓ ଜଟଣୀ ତହସିଲ୍ ରେ ଥିବା ଲିଜ୍ ଜମିର ହେବ ସମାଧାନ ହେବ । ଗୋପାଳପୁର ୟୁଟିଲିଟି କରିଡର ପ୍ରକଳ୍ପକୁ ମଞ୍ଜୁରୀ…

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ ( ଆୟ ବର୍ହିଭୁତ ସମ୍ପତ୍ତି ଠୁଳ) ମାମଲା ହୋଇଛି।…

ତ୍ରିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

ତ୍ରିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ। ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖାରଜ। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ବିବାହିତା। ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଛି। ସେ ନେଇ କାଗଜପତ୍ର ଓ…

୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ

ଆସନ୍ତା ୧୭ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ। ବିସିଆଇ ସଦସ୍ୟ ପଦ ନିର୍ବାଚନ କରାଇବାକୁ ବାର କାଉନସିଲ ଅଫ ଇଣ୍ଡିଆର ଚିଠି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ବିସିଆଇ। ସେହି ନିର୍ବାଚନ ପାଇଁ ଅନିୟମିତତା ଅଭିଯୋଗ…