ଅନୁଗୋଳରେ ଅଭାବନୀୟ ଘଟଣା, ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ଅନୁଗୋଳ ଜିଲ୍ଲା ଶରଧାପୁର ଗାଁରେ ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

ଅନୁଗୋଳ ଜିଲ୍ଲା ଶରଧାପୁର ଗାଁରେ ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶରଧାପୁର ଗାଁର ଗୁରୁ ନାୟକ ଓ ଛେଳିଆପଡ଼ାର ଅଇଁଠୁ ପ୍ରଧାନ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ବନବିଭାଗ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.