କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୀରଗାଥା 3.0 ପ୍ରତିଯୋଗିତା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବୀରଗାଥା 3.0 ପ୍ରତିଯୋଗିତା କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଭାଷଣ ଦେଲେ ଓଡ଼ିଶାର ଝିଅ ବର୍ଣ୍ଣାଳି ସାହୁ । କରତାଳି ଦେଇ ବର୍ଣ୍ଣାଳିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପସ୍ଥିତ ସେନାବାହିନୀର ବ୍ୟକ୍ତିବିଶେଷମାନେ ।

defense

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.