Below header

କିଡନୀ ରୋଗ ପାଇଁ ରତ୍ନ ପଥର ଚିକିତ୍ସା, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଆମ ଅଜାଣତରେ ଆମେ ଅନେକ ସମୟରେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ଜାଣି ପାରିନଥାଉ । ଆଉ ଜାଣିଲା ବେଳକୁ ପରିସ୍ଥିତି ଅସମ୍ଭାଳ ହୋଇଯାଇଥାଏ । ଯାହା ଫଳରେ ଡାଏଲେସିସ ଭଳି ବ୍ୟୟବହୁଳ ଚିକିତ୍ସା କରିବାକୁ ପଡିଥାଏ । ତେବେ ଏହା ବ୍ୟତୀତ ଅନ୍ୟ ଏକ ଉପାୟରେ ମଧ୍ୟ କିଡନୀ ରୋଗର ସଫଳ ଚିକିତ୍ସା…

ସିଗାରେଟ ପାଇଁ ଫୁଟିଲା ଗୁଳି, ଗରୁତର ହେଲେ ଯୁବକ

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀର ସାଲିମାର ବାଗରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ସିଗାରେଟ ମାଗିଥିଲେ । ହେଲେ ଯୁବକ ଜଣଙ୍କ ସେ ଦୁଇଜଣଙ୍କୁ ଚିହ୍ନିନଥିବାରୁ ସେମାନଙ୍କୁ ସିଗାରେଟ ଦେବାକୁ ମନା କରିଦେଇଥିଲେ । ପରେ ବାଇକ ଆରୋହୀ ସେହି ଯୁବକଙ୍କୁ ଗୁଳି କରି…

ଟିକ୍‌ଟକ୍‌ରୁ ପ୍ରେମ ବିବାହ, ୪୮ ଘଣ୍ଟା ପରେ ବିଚ୍ଛେଦ, ହେଲା କଣ ? ଆପଣ ବି ଜାଣିଲେ ଚକିତ ହେବେ

ଅନେକ ସମୟରେ ଦେଖାଯାଇଛି ସୋସିଆଲ ମିଡିଆ ଜରିଆରେ ଯୁବକ ଯୁବତୀ ପ୍ରେମ କରି ବିବାହ କରୁଥିବାର କିନ୍ତୁ ଗୁଜରାଟରେ ଏମିତି ଏକ ପ୍ରେମ ବିବାହ ଓ ବିଚ୍ଛେଦ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୁଜରାଟର ଅହମ୍ମଦାବାଦରେ ରହୁଥିବା ୨୧ ବର୍ଷୀୟ ରାଜା ନାମକ ଜଣେ ଯୁବକ…

ଦୁଃଖ ଶୁଣିଲେନି ସରକାର, ନିଜ ପରିଶ୍ରମରେ କଲେ ଦୀର୍ଘତମ ରୋଡ, ଆଉ ବନିଗଲେ ଲୋକାଲ ହିରୋ

କଥାରେ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟି ସତ ହୋଇଛି କେନିଆ କାଗଣ୍ଡା ଗାଁର ମୁଚାମି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ । ଗାଁରୁ ବଜାରକୁ ଯିବା ପାଇଁ ନିତିଦିନଆ ରାସ୍ତା ଖଣ୍ଡେ ନଥିବାରୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା ଗ୍ରାମବାସୀଙ୍କୁ । ଏଥିପାଇଁ…

ଏମିତି ଗଛ ଦେଖିଛନ୍ତି କି ଯାହା ଶରୀରରେ ରହିଛି ବାର, ସୁଡଙ୍ଗ ଓ ଜେଲ୍‌ ? ଜାଣନ୍ତୁ ଏହି ଅଦ୍ଭୁତ ଗଛ ସମ୍ପର୍କରେ

ଆପଣ କେବେ ଗଛ ଭିତରେ ବାର୍‌, ସୁଡ଼ଙ୍ଗ ଓ ଜେଲ ଥିବାର ଦୃଶ୍ୟ ଦେଖିଛନ୍ତି କି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ?  ହେଲେ ଏହା ସତ୍ୟ ।  ଦୁନିଆରେ ଏମିତି ୮ ପ୍ରକାର ଅଜବ ଗଛ ଅଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି ତେବେ ଆସନ୍ତୁ ଜାଣିବା ଏହି ୮ଟି ଗଛ ସମ୍ପର୍କରେ ।…

ହାତୀ ନିକଟରୁ ଅଳ୍ପକେ ବର୍ତ୍ତିଲା ଜୀବନ, ପଢନ୍ତୁ କିପରି ଫେରିଲା ନିରଞ୍ଜନ

କୋଲକାତାର ପୁରୁଲିଆ ଗାଁରେ ଥିବା ଅଯୋଧ୍ୟା ପାହାଡ ନିକଟରେ ବୁଧବାର ଦିନ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଘଟଣା । ଦୁନିଆର ହିଂସ୍ର ଜୀବ ଭାବେ ଗଣା ଯାଉଥିବା ବିଶାଳ ପ୍ରାଣୀ ହାତୀ ଠାରୁ ଜୀବନ ବଞ୍ଚେଇ ଫେରି ଆସିଛନ୍ତି ଜଣେ ବ୍ୟକ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ହେଉଛି…

ଏହି କାରଣରୁ ଚାରି ବର୍ଷ ଭିତରେ ୭୩୦୦୦ରୁ ଅଧିକ କିନ୍ନର ଗିରଫ ହୋଇଛନ୍ତି, ଆରଟିଆଇରେ ଆସିଲା ତଥ୍ୟ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟକୁ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ବିଗତ ୪ବର୍ଷ ମଧ୍ୟରେ ପାଖା ପାଖି ୭୩,୦୦୦ରୁ ଊର୍ଦ୍ଧ୍ୱ କିନ୍ନରଙ୍କୁ ଟ୍ରେନରେ ଜବରଦସ୍ତ ପଇସା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏଥିରୁ ଗତ ବର୍ଷ କେବଳ…

କଟକ : ବଡମ୍ବାରେ ବଧୂ ହତ୍ୟା ଅଭିଯୋଗ

କଟକ ଜିଲ୍ଲା ବଡମ୍ବା ବ୍ଲକ ଗଗନା ଗାଁରେ ବଧୂହତ୍ୟା ଅଭିଯୋଗ । ମୃତ ମହିଳା ହେଲେ ସତ୍ୟଭାମା ବେହେରା । ସେ ଗଗନା ଗାଁର ସଞ୍ଜୟ ବେହେରାଙ୍କୁ ବିବାହ କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେବାକୁ ପରିବାର ଲୋକେ ପୋଲିସକୁ…

ଟ୍ରକ ଧକ୍କାରେ ବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡା : ମହାକାଳପଡା ଖରିନାସୀ ଗ୍ରାମରେ ରାସ୍ତା ଅବରୋଧ । ଗାଁର ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ପୁଅର ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ମୃତ ଲିଟୁନଙ୍କ ବାଇକକୁ ଜମ୍ବୁ-ମାର୍ଶାଘାଇ ଛପାଲିଠାରେ ଏକ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ…

କିଛି ଅଘଟଣ ଘଟିବା ପୂର୍ବରୁ ମଳିଥାଏ ଏହି ୬ ସଂକେତ, ଜାଣନ୍ତୁ କଣ ଏହି ସଂକେତ

କୌଣସି ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇ ପ୍ରକାରର ଘଟଣା ଅନେକ ସମୟରେ ଘଟିଥାଏ । ଯେବେବି କିଛି ଅଶୁଭ ଘଟଣା ଘଟିବାର ଥାଏ ତେବେ ତାହା ଅଘଟଣ ଭାବି ଏଡ଼ାଇ ଯିବା ଉଚିତ ନୁହେଁ । ହୁଏତ ଏହି ଭଳି ଘଟଣା ଆମକୁ ଭିବଷ୍ୟତରେ ଆସିବାକୁ ଥିବା ଅନେକ ବିପଦର ସଂକେତ ଦେଇଥାଏ । ଆପଣଙ୍କ ଦୈନନ୍ଦିନ ଜୀବନରେ…

ଭାରତ ସହ ୭୦ ବର୍ଷ ସମ୍ପର୍କକୁ ନେଇ ଇଣ୍ଡୋନେସିଆ କରିବାକୁ ଯାଉଛି ସ୍ୱତନ୍ତ୍ର ଡାକ ଟିକେଟ,ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ଜାକର୍ତା: ଭାରତ ସହ ଇଣ୍ଡୋନେସିଆର ୭୦ ବର୍ଷ ସମ୍ପର୍କ ପୁରା ହେବା ଅବସରରେ ଇଣ୍ଡୋନେସିଆ ପ୍ରସ୍ତୁତ କରିବାକୁ ଯାଉଛି ଏକ ବିଶେଷ ଆୟୋଜନ । ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ଡାକ ଟିକେଟରେ ଭାରତର ରାମାୟଣର ଛବି ରହିବାକୁ ଯାଉଛି । ଜାକର୍ତାରରେ ଥିବା ଭାରତୀୟ ଦୁତାବାସ ତରଫରୁ ଏହି ସୂଚନା ଦିଆଯାଇଛି…

ଆସୁଛି ନୂଆ ୫୦୦ ଓ ୨୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କଣ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୬ ମସିହାର ବିମୁଦ୍ରାକରଣ ପରେ ସରକାରଙ୍କ ତରଫରୁ ନୂଆକରି ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରାଯାଇଥିଲା । ଏବେ ପୁଣିଥରେ ଆର.ବି.ଆଇ ଏହି ୫୦୦ଓ ୨୦୦ଟଙ୍କିଆ ନୋଟରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଟ୍ବିଟ କରି ସୂଚନା ଦେଇଛି । କଣ ପରିବର୍ତ୍ତନ ହେବ…