ବାଇକ୍‌ କିଣିଲେ ହେଲମେଟ୍ କିଣିବା ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ନିୟମରେ

ବହୁ ସଂଖ୍ୟାରେ ଲୋକମାନେ ହେଲମେଟକୁ ନିଜର ସୁରକ୍ଷା ପାଇଁ ନୁହେଁ ବରଂ ପୋଲିସର ଫାଇନ ଭୟରେ ପିନ୍ଧନ୍ତି । ଅନେକ ଲୋକ ତ ହେଲମେଟ ବି କଣନ୍ତି ନାହିଁ । ହେଲେ ଏବେ ଆଉ ତ୍ରାହି ନାହିଁ । କାରଣ ତାମିଲନାଡୁ ଟ୍ରାନ୍ସପୋର୍ଟ କମିଶନର ବାଇକ ରାଇଡରମାନଙ୍କ ପାଇଁ ନୂଆ ନିର୍ଦେଶନାମା ଜାରି କରିଛନ୍ତି ।…

ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ, ଏହି କାରଣରୁ କାମୁଡ଼ି ଦେଲେ ପ୍ରେମିକାର ନାକ

ଗୁଜରାଟର ଅହମ୍ମଦାବାଦରେ ଏକ ତରଫା ପ୍ରେମକୁ ନେଇ ଯୁବକ ଘଟାଇଛନ୍ତି ତୁମୁଳକାଣ୍ଡ । ଦୁଇ ବର୍ଷ ହେବ ନିଜ ପ୍ରେମିକା ସହ କଥା ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ପାଖରେ ପାଇଥିବା ପ୍ରେମିକାର ନାକ କାମୁଡି ଦେଇଛନ୍ତି ଯୁବକ । ପୋଲିସ କହିବା ମୁତାବକ ରାଜସ୍ଥାନ ଉଦୟପୁର ଜିଲ୍ଳା ଅନ୍ତର୍ଗତ…

ଭୁବନେଶ୍ବର : ବନ୍ଦ ଥିବା ଫାଷ୍ଟଫୁଡ୍‌ ଦୋକାନରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର (କେ ନ୍ୟୁଜ୍‌) : ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଏକ ଫାଷ୍ଟ ଫୁଡ ଦେକାନ ଭିତରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । ପାଞ୍ଚଦିନ ହେବ ଏହି ଫାଷ୍ଟ ଫୁଡ ଦୋକାନଟି ବନ୍ଦ ଥିଲା । ହେଲେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ଦୋକନ ଭିତରୁ ଦୁର୍ଗନ୍ଧ ବାରି…

ମୁଁ ଗଧ ଓ ମୂର୍ଖ, ଏମିତି କହି ପ୍ରାର୍ଥିପତ୍ର ଦାଖଲ କଲେ ଏହି ନେତା, ଜାଣନ୍ତୁ କାହିଁକି ଏମିତି କହିଲେ ?

ରାଜସ୍ଥାନ ଜୟପୁର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଖା ଦେଇଥିଲା ଏକ ଭିନ୍ନ ଧରଣର ଦୃଶ୍ୟ । ଜଣେ ଆଶୟୀ ପ୍ରାର୍ଥୀ ନିଜକୁ ମୂର୍ଖ ଓ ଗଧ ବୋଲି ସମ୍ବୋଧନ କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ସାବଧାନ ! ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ହେବେ ବଳାତ୍କାରୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଦିନ ଏକ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି କୌଣସି ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପୁରୁଷ ବନ୍ଧୁ ଶାରୀରିକ ସମ୍ବନ୍ଧ ରଖନ୍ତି ଏବଂ ପରେ ନିଜ ପ୍ରତିଶ୍ରୁତିରୁ ଓହରି ଯାନ୍ତି ତେବେ ତାଙ୍କୁ ବଳାତ୍କାରୀ ବୋଲି ଦର୍ଶାଯିବ । କାରଣ ଏହା ଜଣେ…

ଗାଁର ନାମ ରାଫେଲ ହୋଇଥିବାରୁ ଦୁଃଖରେ ଦିନ କଟୁଛନ୍ତି ଗ୍ରାମବାସୀ, ଜାଣନ୍ତୁ କଣ ରହିଛି ସମସ୍ୟା

ନୂଆଦିଲ୍ଲୀ : ଭାରତର ରାଜନୀତିରେ ରାଫେଲ ନାଁ କୁ ନେଇ ଯେମିତି ତୁମ୍ବ ତୋଫନ । ଏବେ ଏହାକୁ ନେଇ ଏକ ମଜାଦାର ପ୍ରସଙ୍ଗଟିଏ ସାମ୍ନାକୁ ଆସିଛି । ଛତିଶଗଡରେ ରାଫେଲ ନାମରେ ଏକ ଏମିତି ଗାଁ ଅଛି ଯେଉଁ ଗାଁର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏମାନଙ୍କର ସମସ୍ୟାଟି ହେଉଛି ତାଙ୍କର ଗାଁ…

କଂଗ୍ରେସ୍ ନେତା ଶଶି ଥରୁର ଆହତ, ମୁଣ୍ଡରେ ପଡିଲା ୬ଟି ଷ୍ଟିଚ୍

କେରଳର ଥିରୁଅନନ୍ତପୁରମ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶଶି ଥରୁର ସୋମବାର ଦିନ ଏକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଆଉ ଏହି କାରଣରୁ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ ପଡିଥିବାର ଜଣା ପଡିଛି । ସୁଚନା ମୁତାବକ କେରଳର ଥିରୁ ଅନନ୍ତପୁରମର ଏକ ମନ୍ଦିରରେ ପୂଜା କରୁଥିବା ସମୟରେ ତଳେ ପଡି…

ମୋଦିଙ୍କୁ ଭୋଟ୍‌ ଦେବା ଲାଗି ବିଦେଶରୁ ଚାକିରି ଛାଡ଼ିଲେ ଯୁବକ, ଜାଣନ୍ତୁ କଣ କହିଲେ

ବେଙ୍ଗାଲୁରୁର ଜଣକ ଯୁବକ ଯିଏ ଅଷ୍ଟ୍ରେଲିଆରେ ଚାକିରି କରନ୍ତି, ତେବେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ବିଦେଶରେ କରିଥିବା ଚାକିରି ଛାଡ଼ି ଦେଇଛନ୍ତି । ଯୁବକ ଜଣକ ହେଉଛନ୍ତି ସୁଧୀନ୍ଦ୍ର ହିବ୍ବର ନାମକ ଜଣେ ବ୍ୟକ୍ତି ସିଡନରେ ସ୍କ୍ରିନିଙ୍ଗ ଅଫିସର ଭାବେ ଚାକିରି କରିଥିଲେ । ଗତ ଏକ ବର୍ଷ…

ଭିକାରୀଙ୍କୁ ଦାନ ନଦେଇ ଯୁବକ କଲେ ଏମିତି କାମ, ଭିକାରୀ ହୋଇଗଲେ ରୋଜଗାରକ୍ଷମ

ଲକ୍ଷ୍ନୌ: ସଡକରେ ଯେତେବେଳେ ଆମେ ଏକ ଭିକାରୀକୁ ଭିକ୍ଷା ମାଗୁଥିବାର ଦେଖିୁ ସେତେବେଳେ ଦୟା ଦେଖାଇ ଆମେ ତାକୁ କିଛି ପଇସା ଦେଇଥାଉ । କିନ୍ତୁ ଥରେ ଭିବିଲେ ସେମାନଙ୍କୁ ଗୋଟିଏ ଥର ଖାଇବାକୁ ଦବା ବଦଳରେ ଯଦି ସବୁଦିନ ଖାଇବା ପାଇଁ ବ୍ୟବସ୍ଥ କରାଯାଏ ତେବେ କେତେ ପୁଣ୍ୟ ମିଳନ୍ତା । ଏମିତି କିଛି…

୨୧ ବର୍ଷ ପରେ ଭାରତର ଏହି ସ୍ୱାଧୀନତା ସଂଗ୍ରାମୀ ନେଇଥିଲେ ଜଲିୟାଁଓ୍ଵାଲା ବାଗ ନରସଂହାରର ପ୍ରତିଶୋଧ, ଜାଣନ୍ତୁ କିଏ ସେ…

ପଞ୍ଜାବ ଅମୃତସର ଜଲିୟାଁଓ୍ଵାଲା ବାଗ ନରସଂହାର ଘଟଣାକୁ ୧୦୦ ବର୍ଷ ପୂରିଛି । ୧୩ ଅପ୍ରେଲ ଦିନଟ ିଦେଶ ସ୍ବାଧୀନତା ଇତିହାସର ସବୁଠାରୁ ଦୁଃଖଦ ଘଟଣା ଭାବେ ମନେ ରହିଛି । ୧୩ ଅପ୍ରିଲ ୧୯୧୯ରେ ଜଲିୟାଁଓ୍ଵାଲା ବାଗରେ ରୈଲଟ ଆକ୍ଟ ବିରୋଧରେ ଏକ ଶନ୍ତିପୂର୍ଣ୍ଣ ସଭା ହେଉଥିଲା । ଆଉ ସେହି ସମୟରେ…

ଅଭିନୟ ଜଗତକୁ ଅଲବିଦା କହିପାରନ୍ତି ଅନୁଷ୍କା ! ଜଣାନ୍ତୁ କାହିଁକି ?

ମୁମ୍ବାଇ : ଆଉ ବଡ ପରଦାରେ ଦେଖିବାକୁ ମିଳି ନପାରେ ବିଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜଲଓ୍ୱା । କାରଣ ସେ କିଛିବି ସୁଟିଂ କରିବାପାଇଁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି ଜଣା ପଡିଛି । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଜିରୋ’ ଯେଉଁଥିରେ ଲିଡ୍ ରୋଲରେ ଶାହରୁଖ ଖାନ ଓ…

‘ମୁଁ ସନ୍ନ୍ୟାସୀ, ମୋତେ ଭୋଟ ନଦେଲେ ତୁମ ପାପ ତୁମକୁ ଦେଇ ଦେବି ! ଜାଣନ୍ତୁ କାହିଁକି ଏମିତି କହିଲେ ସାକ୍ଷୀ ମହାରାଜ

ଭାରାତୀୟ ଜନତା ପାର୍ଟି ତରଫରୁ ଉନ୍ନାବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଡ. ସଚ୍ଚିଦାନନ୍ଦ ହରି ଓରଫ ସାକ୍ଷୀ ମହାରାଜ । ତେବେ ପୁଣିଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ପ୍ରଚାର ବେଳେ ସାକ୍ଷୀ ମହାରାଜ କହିଛନ୍ତି, ଯଦି ତାଙ୍କୁ ଲୋକ ଭୋଟ ଦେବେ ନାହିଁ ତେବେ ସେ ନିଜ ପାପ…