ଦମଦାର ପ୍ଲାନ ଲଞ୍ଚ କଲା ଭୋଡାଫୋନ, ୯୯୯ ରିଚାର୍ଜରେ ଦେଲା ଏମିତି ଅଫର

ଭୋଡାଫୋନ ତାର କିଛି ନିର୍ଦ୍ଧିଷ୍ଟ ଗ୍ରାହାକଙ୍କ ପାଇଁ ଭାରତରେ ଲଞ୍ଚ କରିଛି ଏକ ନୂ୍ଆ ଲଙ୍ଗଟର୍ମ ରିଚାର୍ଜ ପ୍ଲାନ । ଯେଉଁଥିରେ ଗ୍ରାହାକଙ୍କୁ ୯୯୯ ରିଚାର୍ଜରେ ୩୬୫ ଦିନ ପାଇଁ ମାଗଣା ଭଏସ କଲିଂ(ହୋମ,ରୋମିଂ),ଦୈନିକ ୧୦୦ ଏସଏମଏସ ଓ ଦୈନିକ ଏକ ଜିବି ଡାଟାର ସୁବିଧା ମିଳି ପାରିବ। ଏହା ବ୍ୟତିତ…

ଜାଣନ୍ତୁ ଏହି ୮ଟି ବରଦାନ ବିଷୟରେ ଯାହା ହନୁମାନଙ୍କୁ ଅମର ଓ ଶକ୍ତିଶାଳୀ କରିଥିଲା

ବାଲ୍ମିକୀ ରାମାୟଣ ଅନୁସାରେ, ପିଲାଦିନେ ଯେତେବେଳେ ହନୁମାନ ସୂର୍ଯ୍ୟଦେବଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ ସେତେବେଳେ ଦେବରାଜ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରି ବେହୋସ କରି ଦେଇଥିଲେ । ଏହା ଦେଖି ପବନ ଦେବ କ୍ରୋଧାନ୍ବିତ ହୋଇ ସଂସାରରେ ବାୟୁ ଚଳାଚଳ ବନ୍ଦ କରିଦେଇଥିଲେ । ବିଶ୍ୱ…

ବୋଲ ମାନୁନି ଯୋଗୀଙ୍କ ତୁଣ୍ଡ ! ୭୨ଘଣ୍ଟା ବ୍ୟାନ ପରେ ବି ଦେଲେ ପୁଣି ଏମିତି ବିବାଦୀୟ ବୟାନ

ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ନିର୍ବାଚନ କମିଶନଙ୍କ ତରଫରୁ ଯୋଗୀ ଆଦିତ୍ୟ ନାଥଙ୍କୁ ୭୨ ଘଣ୍ଟା ବ୍ୟାନ ହେବା ପରେ ଆଜି ପୁଣି ଏକ ବିବିଦୀୟ ବୟାନ ଦେଇ ଚର୍ଚ୍ଚାର ଘେରକୁ ଚାଲିଆସିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଥିଲେ ‘ବାବର ର ଛୁଆ ହାତରେ…

ପ୍ୟାଜିଓ ଆଣିଲା ସବୁଠାରୁ କମ ଦାମର ସ୍ପୋର୍ଟସ ସ୍କୁଟର, ଜାଣନ୍ତୁ କଣ ରହିଛି ଫିଚର୍ସ

ପ୍ୟାଜିଓ କମ୍ପାନୀ ଭାରତୀୟ ବଜାରରେ ଲାଟେଷ୍ଟ ଓ ସବୁଠାରୂ ଶସ୍ତା ସ୍କୁଟର ଏପ୍ରିଲିଆ ୧୨୫ କୁ ଲଞ୍ଚ କରିବାର ପ୍ରୟାସ ଜାରି ରଖିଛି । ଏପ୍ରିଲିଆ ଷ୍ଟ୍ରୋମ ୧୨୫ ନାମରେ ଆସିବାକୁ ଥିବା ଏହି ସ୍କୁଟରର ଏକ୍ସ ଶୋରୁମ ମୁଲ୍ୟ ୬୫,୦୦୦ ଟଙ୍କା ରଖାଯାଇଛି। ଷ୍ଟ୍ରେମ ୧୨୫କୁ ୨୦୧୮ର ଅଟୋ ଏକ୍ସପୋରେ…

ସ୍ମାର୍ଟ ଫୋନ କରିପାରେ ଆପଣଙ୍କୁ ଅନ୍ଧ ! ନିସ୍ତାର ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସ୍ମାର୍ଟ ଫୋନ୍‌ ଆମ ଜୀବନର ଏକ ଅଂଶ ବିଶେଷ ହୋଇ ଗଲାଣି । କାରଣ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହି ଜିନିଷଟି ଆମ ପାଖେ ପାଖେି ଥାଏ । ବାରମ୍ବାର ଫୋନକୁ ଦେଖିବା ଆମର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଏମତିରେ ସ୍ମାର୍ଟ ଫୋନ୍‌ ଓ ଅନ୍ୟ ଡିଭାଇସର…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…

ଓପୋ ଆଣିଛି ଫାଣ୍ଟାଷ୍ଟିକ ସେଲ ଅଫର, ଆଜି ହେଉଛି ଶେଷ ଦିନ

ଓପୋର ଫାଣ୍ଟାଷ୍ଟିକ ଡେ ସେଲ ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍‌ ସବୁ ମିଳୁଛି । ସେଲରେ oppo A3s,Oppo A5, oppo A7, Oppo F9Pro, oppo F11 Pro, Oppo R17 ଓ Oppo R17 Pro ଭଳି ସ୍ମାର୍ଟ ଫୋନ୍‌ ଅଫର୍ସ ମଧ୍ୟ ରହିଛି । ଏହାର ଫାଇଦା…

ଜେଟ୍‌ ଏୟାର େଓ୍ଵଜ ନିଜ ଗ୍ରାହକଙ୍କୁ ଦେଲା ବିକଳ୍ପ ସୁବିଧା, ଜାଣନ୍ତୁ କଣ ରହିଛ ଏଥିରେ

ଜେଟ୍‌ ଏୟାର େଓ୍ଵଜ ନିଜେ ସିନା ବନ୍ଦ ହୋଇଯାଇଛି ହେଲେ ଯାତ୍ରୀଙ୍କ ପାଇଁ ଅସୁବିଧା ନକରିବାକୁ ଚେଷ୍ଟା କରୁଛି । ତା ନିଜର ଯାତ୍ରୀମାନେ କିଭଳି ଅନ୍ୟ ଏୟାରଲାଇନ୍ସରେ ଯାଇ ପାରିବେ ସେହି ବ୍ୟବସ୍ଥା କରୁଛି । ତେବେ ବର୍ତ୍ତମାନ ଏହାର ଫାଇଦା କେବଳ ସେହି ଗ୍ରାହକଙ୍କୁ ମିଳିବ ଯିଏ ପ୍ରଥମରୁ…

କେରଳର କଂଗ୍ରେସ ପ୍ରାର୍ଥୀ ଏମିତି ଭିଡିଓ କରି ମହିଳାଙ୍କୁ କଲେ ଅପମାନ, ତାତିଲେ ସାମାଜିକ କର୍ମୀ

ଚଳିତ ନିର୍ବାଚନରେ କେରଳ କନ୍ନୁରରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୁଧାକରନ । ତାଙ୍କ ପ୍ରଚାରରେ ସେ ଏକ ମହିଳା ବିରୋଧୀ ଭିଡିଓ ଫେସବୁକରେ ପୋଷ୍ଟ କରି ବିରୋଧର ଶିକାର ହୋଇଛନ୍ତି । ଏହି ଭିଡିଓରେ ସେ ମାକପା ଆସନରର ମହିଳା ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏହି ଭିଡିଓ ଦ୍ୱାରା ସେ…

ରେସ୍ତୋରାଁରେ ମିଳିଲା ‘ନମୋ ଏଗେନ’ ଲେଖା ବିଲ୍‌, ଜାଣନ୍ତୁ କେଉଁଠି ?

ଉତ୍ତରପ୍ରଦେଶର ରାଇବରେଲିର ଏକ ରେସ୍ତୋରାଁରେ ଗ୍ରାହକଙ୍କୁ ଦିଆଯାଉଥିବା ବିଲ୍‌ରେ ନମୋ ଏଗେନ ୨୦୧୯ ଲେଖା ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । କେବଳ ଏତିକି ନୁହେଁ ପୂର୍ବରୁ ପ୍ରଥମ ପର୍ଯ୍ୟା ନିର୍ବାଚନ ବେଳେ ଗୌତମ ନଗର ଲୋକସଭା ଆସନର ସୁରକ୍ଷା…

ଏବେ ଚେହେରାରେ ଦେଖାଯିବ ନାହିଁ ବୟସର ଛାପ, ଜାଣନ୍ତୁ କଣ ଆବିଷ୍କାର କରିଛନ୍ତି ବୈଜ୍ଞାନିକ

ଯଦି ବଢୁଥିବା ବୟସର ପ୍ରଭାବ ଆପଣଙ୍କ ଚିନ୍ତା ବ ଢ଼ାଉଛି, ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ବୈଜ୍ଞାନିକମାନେ ଏଭଳି କିଛି ଆବିଷ୍କାର କରିଛନ୍ତି ଯାହା ଶରୀରରେ ବୟସର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ କରିବ । ମୂଷା ଉପରେ ହେଇଥିଲା ସଫଳ ପରୀକ୍ଷଣ ବୈଜ୍ଞାନିକମାନେ ମୂଷା ଉପରେ…

ଆଜି ରାତିରୁ ବନ୍ଦ ହେବ ୨୫ ବର୍ଷ ପୁରୁଣା ଜେଟ ଏୟାରୱେଜ୍, ପ୍ରଭାବିତ ହେବେ ୨୫ହଜାର କର୍ମଚାରୀ

ଆଜି ରାତିରୁ ବନ୍ଦ ହେବାକୁ ଯାଉଛି ଭାରତର ୨୫ ବର୍ଷ ପୁରୁଣା ପ୍ରାଇଭେଟ ଏୟାର ଲାଇନ ଜେଟ ଏୟାରୱେଜ୍ । କରଜ ଦାତଙ୍କୁ ୪୦୦କୋଟି ଟଙ୍କା ଏମରଜେନ୍ସି ଫଣ୍ଡ୍ ଦେବା ପାଇଁ ଜେଟ ଏୟାରୱେଜ୍ ମନା କରିଦେଇଥିବାରୁ ଏବେ ଏହାର ବିମାନ ଉଡାଣ ବନ୍ଦ ହେବାକୁ ଯାଉଛି ।ବହୁ ମାତ୍ରାରେ ଫଣ୍ଡ କମିଯିବା କାରଣରୁ…