Below header

ଷ୍ଟାର୍ଟଅପ କମ୍ପାନୀ ନିର୍ମାଣ କଲା ଉଡନ୍ତା କାର, ଜାଣନ୍ତୁ କେମିତି କରିବ କାମ

ଆମେରିକାନ ଷ୍ଟାର୍ଟଅପ କମ୍ପାନୀ ନେକ୍ସଟ ଫ୍ୟୁଚର ମୋବିଲିଟି ଏକ ଏମିତି କାର ନିର୍ମାଣ କରିବାକୁ ଯାଉଛି ଯାହ ଦେଖିବା ପାଇଁ ଷ୍ଟାଣ୍ଡାର୍ଡ ଏକ୍ସୟୂଭି (XUV)ଭଳି ହେବ। କିନ୍ତୁ ଏହା ନିଜର ଫୋଲଡିଂ ଡେଣା ସାହାଯ୍ୟରେ ମଧ୍ୟ ଉଡାଣ ଭରିପାରିବ। କମ୍ପାନୀ ଏହି ଫୋଲ୍ଡିଂ କାରର ନାମ ଦେଇଛି ‘ଆସ୍କା’।…

ମୁହଁ ଲୁଚାଇ କାନ୍ଦୁଛି ପାକିସ୍ତାନ,  ୨୦୦ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ଦିନକୁ ଦିନ ସଂଘାତିକ ହେବାରେ ଲଗିଛି। ବଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଉଚ୍ଚା ଦର ପାଇଁ ଅଜି ପାକ୍ ସରକାରଙ୍କ ଚିନ୍ତା ବଢିଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖିବାକୁ ମିଳିଥିଲା ତା ସହ ବିଜୁଳୀ ଦର ମଧ୍ୟ ବଢିବା ସହିତ କ୍ଷୀର…

ଗରିବଙ୍କ ଭଗବାନ ଡାକ୍ତର ଅରବିନ୍ଦ, ମାତ୍ର ୨୫ ଟଙ୍କା ଫିସରେ କରୁଛନ୍ତି ରୋଗୀ ସେବା

ଆଜିର ଦୁନିଆରେ ମଣିଷ ଟଙ୍କା ପାଇଁ ସବୁକିଛି କରିପାରେ। ନିଜର ବୁଦ୍ଧି ବିବେକ ମଧ୍ୟ ହଜାଇ ଦିଏ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। କିନ୍ତୁ ଏସୁବୁର ଉର୍ଦ୍ଧକୁ ଯାଇ ଆଜିବି ଅନେକ ଲୋକ ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥାନ୍ତି। ସେହିଭଳି ବ୍ୟକ୍ତିତ୍ବ ହେଉଛନ୍ତି ପାଟନାର ଡାକ୍ତର…

୨୦ଜୁନରେ ବସିବାକୁ ଯାଉଛି ଅର୍ଥ ବିଭାଗର ଗୁରୁତ୍ବପୁର୍ଣ୍ଣ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ…

ନୂଆଦିଲ୍ଲୀ : ପ୍ରଧାନ ମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଅର୍ଥ ବିଭାଗର ଅନେକ ପଦାଧିକାରୀ ଅଫିସରଙ୍କ ସହ ବୈଠକ କରିବାକୁ ଯାଉଛିନ୍ତି। ବୈଠକରେ ଦେଶର ବିକାଶ ଓ ରୋଜଗାର ପନ୍ଥା ବଢାଇବାପାଇଁ ଆଲୋଚନା ହୋଇପାରେ। ବିଭିନ୍ନ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ମୋଦିଙ୍କ ବୈଠକକୁ ନଜରେ ରଖି ୨୦ଜୁନରେ…

ଝାରସୁଗୁଡା: ବଜ୍ରପାତ ନେଲା ଜୀବନ, ଜଣଙ୍କର ମୃତ୍ୟୁ

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରଂପେଲା ପଞ୍ଚାୟତ ଅଧିନସ୍ଥ ନୂଆପଲ୍ଲି ଗାଁର ୫୫ ବର୍ଷିୟ ଉପେନ୍ଦ୍ର ଭୋଇ।

ସବୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର, ଏଣିକି ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଏଟିଏମରେ ଟଙ୍କା ନରହିଲେ ବ୍ୟାଙ୍କ…

ବ୍ୟାଙ୍କ ମାନଙ୍କ ମନମୁଖି କାମକୁ ଦେଖି ଆରବିଆଇ ଆଣିଛି ନୂଆନିୟମ। ଏଣିକି ବ୍ୟାଙ୍କର ଏଟିଏମ ଗୁଡିକ ଆଉ ଗ୍ରାହକଙ୍କୁ ହନ୍ତସନ୍ତ କରିପାରିବେନାହିଁ । ଅନେକ ସମୟରେ ଦେଖାଯାଇଛି ଯେ, ଏଟିଏମ ଗୁଡିକରେ ଟଙ୍କା ନଥିବା ଲେଖା ଝୁଲାଯାଇ ଏଟିଏମକୁ ବନ୍ଦ କରିଦିଆଯାଉଛି। ଯେଉଁଥିପାଇଁ ଲୋକମାନଙ୍କ…

ଜଣଙ୍କ ସାଙ୍ଗେ ପ୍ରେମ ସମ୍ବନ୍ଧ ରଖି ଅନ୍ୟଜଣକୁ ବାହାହେଉଥିଲେ ବର, ବେଦୀ ଉପରେ ପ୍ରେମିକା କଲା ଏଭଳି କାଣ୍ଡ

ଉତ୍ତରାଖଣ୍ଡ:  ବିକାଶନଗରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। କାରଣ ଏକ ବାହାଘର ମଣ୍ଡପରେ ଜଣେ ଯୁବତୀ ହଠାତ ପଶିଆସି ବରକୁ ପିଟିବାକୁ ଲଗିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର କାରଣ ଯେତେବେଳେ ପଦାକୁ ଆସିଲା ସମସ୍ତଙ୍କୁ…

ଧୋନିଙ୍କ ଦୋକାନରେ ଭୋଜନ କରିବାକୁ ଚାହୁଁଛନ୍ତି କି?, ତେବେ ଆସନ୍ତୁ ଏହି ଯାଗାକୁ ଆଉ ଫ୍ରୀରେ ଖାଆନ୍ତୁ

କ୍ରିକେଟ ଜଗତର ବାଦଶାହା ମହେନ୍ଦ୍ର ସିଂ ଧୋନି ତଥା କ୍ୟାପଟେନ କୁଲଙ୍କର ଅନେକ ପ୍ରସଂଶକ ଅଛନ୍ତି। ଦେଶଠୁ ନେଇ ଦୁନିଆ ପର୍ଯ୍ୟନ୍ତ ଧୋନିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। କିନ୍ତୁ ସେହି ପ୍ରସଂଶକ ମଧ୍ୟରୁ ପଶ୍ଚିମବଙ୍ଗର ଏହି ପ୍ରସଂଶକ ଟିକେ ନିଆରା କାରଣ ତାଙ୍କର କିଛି ଏମିତି କାମ ତାଙ୍କୁ ଏବେ…

ଟିକଟକ୍ ଭିଡିଓ କରିବାକୁ ବାରଣ କଲେ ସ୍ବାମୀ, ଏମିତ ରିପ୍ଲାଇ ଦେଇ ସ୍ତ୍ରୀ କଲେ ଆତ୍ମହତ୍ୟା

ବର୍ତ୍ତମାନ ସମୟରେ ଛୁଆ ଠାରୁ ଆରମ୍ଭ କରି ପରିଣତ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏବେ ଟକଟକ୍ ମୋହରେ ପଡିଯାଇଛନ୍ତି । ଆଉ ଏଥିପାଇଁ ଟକଟକ୍ ବ୍ୟବହାର କାରୀମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି। ଟିକିଏ ଲାଇକ ପାଇଁ ଦୁଃସାହାସିକ ଓ ଆତ୍ମଘାତି କାମ କରିବାକୁ ମଧ୍ୟ ପଛାଉନାହାନ୍ତି । କିଛି…

ମୋ ଭାଇ ବିଧାୟକ . . . ସିନେମାର ଦୃଶ୍ୟ ପରି ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ ପଞ୍ଜାବ କଂଗ୍ରେସ ବିଧାୟକଙ୍କ ଭାଇ

ନିଜର ବିଧାୟକ ଭାଇ ବଳରେ ବଳିୟାନ ହୋଇ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ରାକେଶ ଚୌଧୁରୀଙ୍କ ଭାଇ ଓ ତାଙ୍କ ସହଯୋଗୀ । ଯହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତଳେ ପଡିଥିବା ବେଳେ ତାଙ୍କୁ ବିଧାୟକଙ୍କ ଭାଇ…

କାଲିଫର୍ଣ୍ଣିୟାର ଏକ ରେସ୍ତୋରାଁ ଦେଲା ଏମିତି ଲୋଭନୀୟ ଅଫର, ଯାହା ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ ମୋବାଇଲ ଆମପାଇଁ ଏକ ନିଶା ଦ୍ରବ୍ୟ ଭଳି କାମ କରୁଛି। ପ୍ରତ୍ୟକଟି ମଣିଷ ଏହି ମୋବାଇଲ ସହିତ ଏତେ ଅଭ୍ୟସ୍ତ ହୋଇଯାଇଛି ଯେ, ମୋବାଇଲ ବିକିରଣ ସ୍ବସ୍ଥ୍ୟ ପ୍ରତି ହାନୀକାରକ ଜାଣି ମଧ୍ୟ ଏହାକୁ କିଛି ମୂହୂର୍ତ୍ତ ପାଇଁ ନିଜ ପାଖରୁ ଦୁରରେ ରଖିପାରୁ ନାହିଁ। ଖାସ୍ ଏଥି ପାଇଁ ଅନେକ…

ସହିଦଙ୍କ ଭଉଣୀକୁ ଭାଇର ଅଭାବ କରାଇଦେଲେନି ଅନ୍ୟ ଯବାନ ମାନେ, ଚଟାଣରେ ପାଦ ଦେବା ପୂର୍ବରୁ ରଖିଲେ ନିଜ ହାତ

ବିହାର : ଭାଇ ଭଉଣୀର ସମ୍ପର୍କ ଏକ ଏମିତି ସମ୍ପର୍କ ଯାହା ସବୁଠାରୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । ସେଥିପାଇଁ ତ ଝିଅଟିଏ ଶାଶୁଘର…