ଭାରତ ସହ ୭୦ ବର୍ଷ ସମ୍ପର୍କକୁ ନେଇ ଇଣ୍ଡୋନେସିଆ କରିବାକୁ ଯାଉଛି ସ୍ୱତନ୍ତ୍ର ଡାକ ଟିକେଟ,ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ଜାକର୍ତା: ଭାରତ ସହ ଇଣ୍ଡୋନେସିଆର ୭୦ ବର୍ଷ ସମ୍ପର୍କ ପୁରା ହେବା ଅବସରରେ ଇଣ୍ଡୋନେସିଆ ପ୍ରସ୍ତୁତ କରିବାକୁ ଯାଉଛି ଏକ ବିଶେଷ ଆୟୋଜନ । ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ଡାକ ଟିକେଟରେ ଭାରତର ରାମାୟଣର ଛବି ରହିବାକୁ ଯାଉଛି । ଜାକର୍ତାରରେ ଥିବା ଭାରତୀୟ ଦୁତାବାସ ତରଫରୁ ଏହି ସୂଚନା ଦିଆଯାଇଛି…

ଆସୁଛି ନୂଆ ୫୦୦ ଓ ୨୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କଣ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୬ ମସିହାର ବିମୁଦ୍ରାକରଣ ପରେ ସରକାରଙ୍କ ତରଫରୁ ନୂଆକରି ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରାଯାଇଥିଲା । ଏବେ ପୁଣିଥରେ ଆର.ବି.ଆଇ ଏହି ୫୦୦ଓ ୨୦୦ଟଙ୍କିଆ ନୋଟରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଟ୍ବିଟ କରି ସୂଚନା ଦେଇଛି । କଣ ପରିବର୍ତ୍ତନ ହେବ…

ମସୁଦ ପାଇଁ ଟ୍ରମ୍ପ ସରକାରଙ୍କ ଚାଲ୍‌, ଇରାନ୍‌ରୁ ତେଲ କିଣିବାରୁ ଭାରତ ଉପରେ ରୋକ ଲଗାଇଲା ଆମେରିକା, ଭାରତର ବିକଳ୍ପ…

ଇରାନ ଠାରୁ ତେଲ କିଣିବା ଚୁକ୍ତିର ସମୟ ସୀମା ନବଢାଇ ଭାରତର ଚିନ୍ତା ବଢାଇ ଦେଇଛି ଆମେରିକା । ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଇରାନ ଉପରେ ତେଲ ବିକିବାର ରୋକ ଲଗାଇ ଦେଇଛନ୍ତି ଟ୍ରମ୍ପ ସରକାର। ପୂର୍ବରୁ ଆମେରିକା ଦ୍ବାରା ଦିଆଯାଇଥିବା ଅଶୋଧିତ ତୈଳର ରିହାତି ଅବଧି ୨ ମଇରେ…

ମୋଦିଙ୍କ ବିଦେଶୀ ଭୋଟର କମିଲେ, କମିଛିକି କ୍ରେଜ ?

ଗତ ୨୦୧୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିବା ପାଇଁ ବିଦେଶରୁ ଭାରତକୁ ଆସିଥିଲେ ୮ ହଜାର ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ। ଚଳିତ ନିର୍ବଚନରେ ମାତ୍ର ୧୦୦୦ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଭାରତ ଆସିଛନ୍ତି ମୋଦିଙ୍କୁ ଭୋଟ ଦେବା ପାଇଁ । ସୂଚନା ଅନୁସାରେ ଯେଉଁ…

ଆଗାମୀ ୧୦୦ ବର୍ଷ ଭିତରେ ଚେନ୍ନାଇ ସମୁଦ୍ର ଆଁରେ ଲୀନ ହୋଇପାରେ ! ସର୍ଭେ ଦେଲା ଏମିତି ଭୟଙ୍କର ତଥ୍ୟ

ବୈଜ୍ଞାନିକମାନେ ଏକ ସର୍ଭରୁ ଜାଣିବାକୁ ପାଇଛନ୍ତି ଆଗାମୀ ୧୦୦ ବର୍ଷ ଅର୍ଥାତ ୨୧୦୦ ବେଳକୁ ଚେନ୍ନାଇ ସହର ମଧ୍ୟକୁ ସମୁଦ୍ର ପଶି ଆସିବ । । ଦକ୍ଷିଣ ଚେନ୍ନାଇ ତଟ ତିରୁବନ୍ନିୟୋର ଠାରୁ ଅଡ୍ୟାର ନଦୀର ମୁହାଣ ପର୍ଯ୍ୟନ୍ତ ଯାଗା ସମୁଦ୍ର ପାଣିରେ ମିଶି ପାରେ । ଆଜି ଯେଉଁଠି ସମୁଦ୍ର ତଟ ଅଛି ସେହି…

ନୋଟ ଭରା ଟ୍ରକରେ ଲାଗିଲା ନିଆଁ, ପାଉଁଶ ହେଲା କୋଟି କୋଟି ଟଙ୍କା

ଜାମ୍ମୁ କାଶ୍ମୀର ଅନ୍ତନନାଗ ଜିଲ୍ଲାରେ ନୋଟ ନେଇ ଯାଉଥିବା ଏକ ଟ୍ରକରେ ନିଆଁ ଲଗି ଯାଇ କୋଟି କୋଟି ଟଙ୍କାର ନୋଟ ପାଉଁଶ ହୋଇ ଯାଇଛି । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହି ଟଙ୍କା ନିର୍ବାଚନ ପ୍ରଚାର ପାଇଁ ଆସିଛି କି ନାହିଁ ଓ ଏହା ଯଦି ନିର୍ବାଚନ ପ୍ରଚାରରେ ଆସିଥାଏ ତାହା କେଉଁ ଦଳର…

ବିଜେପିକୁ ଭୋଟ ନଦେଲେ ନିର୍ବାଚନ ପରେ ଜଣ ଜଣଙ୍କୁ ଦେଖି ନେବି, ଦେଖନ୍ତୁ ନେତାଙ୍କ ଦବଙ୍ଗଗିରି

ଯଦି ବିଜେପିକୁ ଭୋଟ ନଦେବ ତେବେ ମେ ୨୩ ପରେ ଜଣ ଜଣଙ୍କୁ ଦେଖିନେବି । ଏକ ଜନସଭାରେ ଭୋଟର ମାନଙ୍କୁ ଏପରି କହିଛନ୍ତି  ୟୁପିର କୌସମ୍ବି ଲୋକସଭା ପ୍ରାର୍ଥୀ ବିନୋଦ ସେନକର ।  ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିରାଥୁ ତହସିଲର ଦେବିଗଞ୍ଜ ବଜାରରେ ଏକ…

ଟଙ୍କା ଚାଲାଣର ନୂଆ ଫଣ୍ଡା, ଗାଡି ଷ୍ଟେପିନରୁ ମିଳିଲା ୨.୩୦କୋଟି

ଲୋକସଭା ନିର୍ବାଚନ ପାଇଁ ପୁରା ଜାଗ୍ରତ ହୋଇ ପଡିଛନ୍ତି ଆୟକର ବିଭାଗ ଓ ନିର୍ବାଚନ କମିଶନ । ଆଉ ପ୍ରତିଟି ନେତା ଓ କର୍ମୀ ମାନଙ୍କ ଗତିବିଧିକୁ ନଜର କରି ନିର୍ବାଚନରେ କଳାଟଙ୍କାର କାରବାରକୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏତେ କଟକଣା ଥାଇ ମଧ୍ୟ କଳା ଟଙ୍କାର କାରବାର ଏପରି ଢଙ୍ଗରେ…

ଗରମ ଦିନେ ପାଖରେ ରଖନ୍ତୁ କଟା ଲେମ୍ବୁ, ପାଇବେ ଏହି ସବୁ ସମସ୍ୟାରୁ ମୁକ୍ତି

ଲେମ୍ବୁ ଏକ ଏମିତି ଫଳ ଯାହା ମଣିଷ ପାଇଁ ଏକ ଔଷଧୀୟ ବରଦାନ ଭାବେ ପ୍ରକୃତି ଦେଇଛି । ଲେମ୍ବୁର ଉପକାରିତା ଆପଣ ମାନେ ବହୁତ ମାତ୍ରରେ ଜାଣିଥିବେ ।ହେଲେ କଟା ଲେମ୍ବୁ ଖଣ୍ଡେ ଯଦି ଆପଣଙ୍କ ପାଖରେ ଥାଏ ତେବେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି କଟା ଲେମ୍ବୁର…

ଦୁଃଖ ଜଣାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଜେଟ କର୍ମଚାରୀ , ଏମିତି କଲେ ଅନୁରୋଧ

ଗୋଟିଏ ମାସର ଦରମା ଦେବା ପାଇଁ ଜେଟ ଏୟାରୱେଜର କମର୍ଚାରୀ ମାନେ ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ କର୍ମଚାରୀମାନେ ସରକାରଙ୍କ ତରଫରୁ କୁହାଯାଇଥିବା ଏୟାର ଲାଇନ ପ୍ରକ୍ରିୟା ତୁରନ୍ତ ପୁରା କରିବା ସହ ସେମାନଙ୍କୁ ପାଖାପାଖି ଗୋଟିଏ ମାସର…

ମୁସଲିମ ଝିଅର ବାହାଘର କାର୍ଡରେ ସ୍ଥାନ ପାଇଲେ ରାମ ସୀତା, ଲୋକ କହିଲେ ଏମିତି କଥା

ଅନେକ ଜାଗାରେ ଜାତିବାଦକୁ ନେଇ ଉଠୁଥିବା ବିବାଦକୁ ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ।ବିଶେଷ କରି ରାଜନୈତିକ କ୍ଷେତ୍ରରେ ଏହି ଧର୍ମୀୟ ଭେଦକୁ ବହୁଳ ଭାବରେ ବ୍ୟବହାର ହେଉଥିବାର ଆପଣ ମାନେ ଦେଖୁଥିବେ । ହେଲେ ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ସବୁ ରାଜନୈତିକ ଲୋକ ମାନଙ୍କ ଏକ…

ବୈଜ୍ଞାନିକଙ୍କ ବିରଳ ଆବିଷ୍କାର, ମୃତ୍ୟୁ ପରେବି ଜୀବିତ କରାଯାଇ ପାରିବ ବ୍ରେନ, ଜାଣନ୍ତୁ କେମିତି ?

ମୃତ୍ୟୁ ହୋଇଥିବା ଲୋକର ବ୍ରେନକୁ ବି ପୁନର୍ବାର ଜୀବିତ କରାଯାଇପାରିବ । ଆମେରିକାର ୟେଲ ୟୁନିଭରସିଟିର ଗବେଷକମାନେ ଏହାକୁ ପ୍ରମାଣିତ କରିଛନ୍ତି । ଚାରିଘଣ୍ଟା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଗୋଟିଏ ଘୁଷୁରୀର ମସ୍ତିଷ୍କକୁ ଏକ ବିଶେଷ ରସାୟନର ସାହଯ୍ୟରେ ଜୀବିତ କରିବାରେ ସଫଳ ହୋଇଛନ୍ତି ।…