Below header

ଇରାନ ଉପରେ ଆମେରିକା କଲା ସାଇବର ଆଟାକ୍, ଖୁବଶୀଘ୍ର ଦୁଇ ଦେଶ ହୋଇପାରନ୍ତି ଯୁଦ୍ଧ ମୁହାଁ

ଆମେରିକା: କିଛିଦିନ ତଳେ ଇରାନ ସେନା ତରଫରୁ ଆମେରିକାର ମାନବ ବିହୀନ ଗୁଇନ୍ଦା ଡ୍ରୋନ ଖସାଇବା ପରେ ଆକ୍ରମଣାତ୍ମକ ହୋଇପଡିଛି ଆମେରିକା ଓ ପ୍ରତିବଦଳରେ ଇରାନର ମିସାଇଲ ନିୟନ୍ତ୍ରଣ ପ୍ରଣାଳୀ ଓ ଏକ ଗୁଇନ୍ଦା ନେଟୱର୍କକୁ ସାଇବର ଆଟାକ୍ କରିଛି। ଆମେରିକାର ଖବର କାଗଜ ୱାସିଂଟନ ପୋଷ୍ଟ ଏହି ଖବର…

ମାଗିଥିଲେ ଇଚ୍ଛାମୃତ୍ୟୁ, କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦେଲା ୩୦ ଲକ୍ଷ ଟଙ୍କାର ସହାୟତା, ଜାଣନ୍ତୁ କାହିଁକି

ଆଗ୍ରା: ନିଜ ରୋଗିଣା ଝିଅର ଚିକିତ୍ସା କରାଇପାରୁନଥିବାରୁ ବାପା ଓ ପୁରା ପରିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଚ୍ଛାମୃତ୍ୟୁର ଆବେଦନ କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁକମ୍ପା ମୂଳକ ୩୦ ଲକ୍ଷଟଙ୍କା ସହାୟତା ରାଶି ପରିବାରକୁ ମିଳିଛି। ପିଏମ କାର୍ଯ୍ୟାଳୟ ଏହି…

ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନର ସ୍ଥିତ ବେହାଲ, ଆଣ୍ଠୁଏ ପାଣିରେ ବୁଡୁଛି ସମଗ୍ର ପରିବେଶ

ବାଲେଶ୍ବର: ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନାର ପରିବେଶ ସମ୍ପୁର୍ଣ୍ଣ ବେହାଲ ହେଉଛି। ପ୍ରକ୍ ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେତୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମା ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ମେଡିକାଲର ବାହାର ନୁହେଁ ଭିତର…

ପାକିସ୍ତାନକୁ ଧୂଳି ଚଟାଇବା ପରେ ନୂଆ ଲୁକରେ ଚୁଟି କାଟିଲେ ଭାରତୀୟ କ୍ରୀକେଟ ଖେଳାଳି, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲଣ୍ଡନ: କ୍ରିକେଟ ବିଶ୍ବକପର ଲଢେଇରେ ଭାରତର ପଦର୍ଶନ ଏପର୍ଯ୍ୟନ୍ତ ଦମଦାର ରହି ଆସିଛି। ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିବାକୁଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ। ତିନୋଟି ଦେଶ ସହ ମ୍ୟାଚରେ ବିଜୟ ହାସଲ କରି ସାରିଛି ଭାରତ। ତେବେ ସବୁଠାରୁ ରୋଚକ ମ୍ୟାଚ ଥିଲା ପାକିସ୍ତାନ ସହ ଭାରତର।…

ପୁଣି ଟିକଟକ୍ ନିଶାରେ ଘାଇଲା ହେଲେ ଯୁବକ, କରୁଥିଲେ ଏପରି କାମ

ବେଙ୍ଗାଲୁରୁ: ଦିନକୁ ଦିନ ଟିକଟକର କ୍ରେଜ୍ ଯେତିକି ଲୋକପ୍ରିୟ ହେବାରେ ଲାଗିଛି ସେତିକି ପ୍ରାଣଘାତି ମଧ୍ୟ ପାଲଟିଛି। ବିଶେଷକରି ଯୁବ ପିଢିଙ୍କ ଭିତରେ ଏହି ଟିକଟକର ଭୂତ ଏପରି ସବାର ହେଇଛି ଯେ, ସେମାନେ କୌଣସି ଦୁଃସାହସିକ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଫଳସ୍ବରୂପ ପ୍ରତିଦିନ ଏହି…

ଆଉଦେବାକୁ ହେବନି ଇଲେକ୍ଟ୍ରି ଯାନବାହନର ରେଜିଷ୍ଟ୍ରେସନ ଫି, ପରିବହନ ବିଭାଗ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ : ଇଲେକ୍ଟ୍ରି ଯାନବାହନ କିଣିବାକୁ ଯୋଜନା କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁସି ଖବର ! କାରଣ ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଇଲେକ୍ଟ୍ରି କାର ଓ ବାଇକକୁ ଲୋକପ୍ରିୟ କରିବା ଲକ୍ଷ୍ଯରେ ରେଜିଷ୍ଟ୍ରେସନ ଓ ରି-ରେଜିଷ୍ଟ୍ରେସନ ଫିକୁ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି।…

ବର୍ଷା ଦିନ ପାଇଁ ଆସିଗଲା ଓ୍ଵାଇପର ହେଲମେଟ୍‌, ମୂଲ୍ୟ ୯୯ ଟଙ୍କାରୁ ଆରମ୍ଭ

ବର୍ଷାଦିନମାନଙ୍କରେ ବାଇକ ଚାଳକମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥାଏ ହେଲମେଟ । କାରଣ ବର୍ଷା ସମୟରେ ହେଲମେଟ ସାମ୍ନା କାଚରେ ପାଣି ଲାଗିଲେ ଚାଳକଙ୍କୁ ଆଗ ରାସ୍ତା କିଛି ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ । ଯାହା ଫଳରେ ଚାଳକଙ୍କୁ ବହୁତ ସମସ୍ୟା ଭୋଗିବାକୁ ପଡେ। କିନ୍ତୁ ଏହି ସମସ୍ୟା ପାଇଁ…

କେଟିଏମ ଲଞ୍ଚ କଲା ନୂଆ ବାଇକ୍, ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ଫିଚର୍ସ

ୟୂରୋପର ମୋଟରସାଇକେଲ କମ୍ପାନୀ କେଟିଏମ ଭାରତୀୟ ବଜାରରେ ନୂଆ ମୋଟରସାଇକେଲ ଆରସି ୧୨୫ ଏବିଏସ ଲଞ୍ଚ କରିବା ପାଇଁ ଘୋଷଣା କରିଛି। ଯାହାର ଦିଲ୍ଲୀରେ ପ୍ରରମ୍ଭିକ ମୂଲ୍ୟ ୧,୪୭,୨୧୩ଟଙ୍କା ରହିଛି। କମ୍ପାନୀ ତରଫରୁ ଜାରି ହୋଇଥିବା ତଥ୍ୟରେ କୁହାଯାଇଛି ଯେ, ନୂଆ ମୋଟର ସାଇକେଲରେ ସିଙ୍ଗିଲ…

ଜଳ ସଙ୍କଟ ସାଜିଛି ଚେନ୍ନାଇର ଦୁଃଖ, ପାଣି ପାଇଁ ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ

ଚେନ୍ନାଇ: ଦିନକୁ ଦିନ ଚେନ୍ନାଇର  ଅବସ୍ଥା ସଂଘାତିକ ହେବାରେ ଲଗିଛି। ଗ୍ରୀଷ୍ଣ ପ୍ରବାହାମାତ୍ରା ଏତେ ମାତ୍ରାରେ ପ୍ରଖର ହୋଇଛି ଯେ, ସବୁ ନଦୀ ଓ ହ୍ରଦର ଜଳ ସ୍ଥର ହ୍ରାସ ପାଇବାରେ ଲାଗିଛି।  ଯେଉଁଥିପାଇଁ ଚେନ୍ନାଇ ବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି। ଯେଉଁଠି ଦିନେ ଫୋନ କଲରେ ନିମିଷକ…

ଏଣିକି ମୋବାଇଲ ଚୋରି ହେବ ନାହିଁ ସହଜ, ଏହି ଟେକ୍ନୋଲୋଜି ମାଧ୍ୟମରେ ଧରାହେବ ଚୋର

ଯଦି ଆପଣ ପକେଟରେ ମୋବାଇଲ ରଖିଛନ୍ତି ଓ ଗହଳି ଯାଗାକୁ ଯଉଥିାନ୍ତି ତେବେ ଏହା ନିଶ୍ଚିତ ହୋଇଯାଆନ୍ତୁ ଆଗଭଳି ଆପଣଙ୍କ ମୋବାଇଲକୁ କେହି ଚୋରି କରିପାରିବେ ନାହିଁ। କାରଣ ସ୍ୱିଡେନର ଏରିକ୍ସନ କମ୍ପାନୀ ଏକ ଏମିତି ଟେକ୍ନୋଲୋଜିର ଆବିଷ୍କାର କରିଛି ଯାହାଦ୍ୱାରା ଚୋର ଚୋରିକଲା ବେଳେ ମୋବାଇଲଟି ଏତେ…

ସୋସିଆଲ ମିଡିଆରେ ବ୍ଲୁ କ୍ୟାମ୍ପେନ କଲେ ସୁଦାନ ବାସୀ, ଏମିତି ଦେଲେ ସ୍ଲୋଗାନ

ଉତ୍ତର ଆଫ୍ରିକାର ସୁଦାନ ବାସୀ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବ୍ଳୁ ଅଭିଜାନ ଚଳାଇଛନ୍ତି। ବ୍ୟବହାରକାରୀ ଲୋକତନ୍ତ୍ର ଓ ଦେଶ ପକ୍ଷରେ ହାସ ଟ୍ୟାଗ୍ କରି ବ୍ଲୁ ଫର ସୁଦାନ ଲେଖି ଫଟୋ ସେୟାର କରୁଛନ୍ତି। ଟ୍ବିଟରରେ ବ୍ୟବହାର କାରୀ ମଧ୍ୟ ନିଜ ପ୍ରୋଫାଇଲ ଫଟୋରେ ନୀଳ ରଙ୍ଗର ଫଟୋ ଅପଲୋଡ…