Below header

ଖାଆନ୍ତୁ ଏହି ସବୁ ମିଠା ଦ୍ରବ୍ୟ, ରୋଗ ଆଶଙ୍କାରୁ ରହିବେ ଦୂରରେ

ବେଳେ ବେଳେ ଆମେ ଜଳଖିଆ ହେଉ କିମ୍ବା ସନ୍ଧ୍ୟା ସମୟ ଖାଦ୍ୟ ହେଉ କିଛି ମିଠି ମିଶ୍ରିତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ କାରଣ ଏହି ମିଠା ଖାଦ୍ୟ ଆମ ଖାଇବାକୁ ବେଶ ରୁଚିକର କରାଇଥାଏ। ସେଥିପାଇଁ ତ ଭୋଜି ଖାଇବା ବେଳେ ଶେଷକୁ ମିଠା ପରାସା ଯାଏ। ହେଲେ ଅନେକ ଲୋକ ଏହି ମିଠା ଖାଇବା ଦ୍ବାର ରୋଗ …

ଏଚପି କମ୍ପାନୀ ଲଞ୍ଚ କଲା ଦୁଇ ସ୍କ୍ରୀନ ବିଶିଷ୍ଟ ଲ୍ୟାପଟପ୍, ଗେମ ସହ ଏହିସବୁ କ୍ଷେତ୍ରରେ ଦେବ ଫାଇଦା

ଏଚପି ଲ୍ୟାପଟପ କମ୍ପାନୀ ଶୁକ୍ରବାର ଦିନ ଭାରତରେ ତାହର ଦୁଇ ସ୍କ୍ରିନ ବିଶିଷ୍ଟ ଗେମିଙ୍ଗ ଲ୍ୟାପଟପ OMEN X 2S ଲଞ୍ଚ କରିଛି। କମ୍ପାନୀର କହିବା କଥା ହେଲା ଏହି ଡୁଆଲ ସ୍କ୍ରିନ ବିଶିଷ୍ଟ ଲ୍ୟାପଟପ ଦୂନିଆର ପ୍ରଥମ ଗେମିଙ୍ଗ ଲ୍ୟାପଟପ୍ ଅଟେ । ଏହାର ମୂଲ୍ୟ ୨,୦୯,୯୯୦ ଟଙ୍କା ରଖାଯାଇଛି। ଏହା…

ସାବଧାନ ଜଙ୍ଗଲ ଅଞ୍ଚଳରେ କାର ପାର୍କିଙ୍ଗ କରଛନ୍ତି କି?, ତେବେ ଆପଣଙ୍କ ଗାଡିରେ ବି ପଶିପାରେ ସାପ

ଆପଣ ଯିଦି ଜଙ୍ଗଲ ଅଞ୍ଚଳରେ ଗାଡି ପାର୍କିଙ୍ଗ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ କାରଣ ଆପଣଙ୍କ ଅଜାଣତରେ କାର ଇଞ୍ଜିନ ଭିତରେ ସାପ ପାଶିଯାଇପାରନ୍ତି। ଏମିତି ଏକ ଘଟଣା ଘଟଛି ଆନ୍ଧ୍ରପ୍ରଦେଶର ତିରୁମାଲା ସହରରେ । ଏକ ଟ୍ୟାକ୍ସିର ଇଞ୍ଜିନରେ ୮ ଫୁଟର ଏକ ବିଷଧର ସାପ ପଶିଯାଇଥିବାର ଡ୍ରାଇଭର…

୬୨ ବର୍ଷ ପୁର୍ବେ ସିଗାରେଟକୁ ନେଇ ଆସିଥିଲା ଏକ ସଂଘାତିକ ତଥ୍ୟ, ଜାଣନ୍ତୁ ସେହି ବିଷୟରେ

ନୂଆଦିଲ୍ଲୀ: ‘ସିଗାରେଟ  ସ୍ମୋକିଙ୍ଗ ଇଜ ଇଂଜରିୟସ ଟୁ ହେଲଥ୍’ ଏହି ସଚେତନ ବାର୍ତ୍ତାଟି  ସବୁ ସିଗାରେଟ ଖୋଳ ଉପରେ ଲେଖାଥାଇ ମଧ୍ୟ ଏହାର ଅଭ୍ୟସ୍ତ ଥିବା ଲୋକ ସିଗାରେଟ ଟଣିବା ଛାଡି ପାରେ ନାହିଁ। କିନ୍ତୁ ଆପଣ  ଆପଣ ଜାଣିଛନ୍ତି  କି, ଆଜକୁ  ୬୨ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସିଗାରେଟର…

ଦୂନିଆର ସବୁଠାରୁ ଅଦ୍ଭୁତ ଜିଅନ୍ତା ପୋଲ, କେଉଁଠାରେ ଜାଣନ୍ତୁ

ଦୂନିଆରେ ଏମିତ କିଛି ବ୍ରିଜ୍ ଅଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଥାଏ,ସେହି ବ୍ରିଜ୍ ଗୁଡିକ ମନୁଷ୍ୟକୃତ ହୋଇଥାଏ । ହେଲେ ଏମିତି କିଛି ବ୍ରିଜ୍ ଆପଣ ଦେଖିନଥିବେ ଯାହା ପ୍ରକୃତି ତିଆରି କରିଛି ତାହା ପୁଣି ଅନ୍ୟ କେଉଁ ଜାଗା ନୁହେଁ ବରଂ ଭାରତର ମେଘାଳୟରେ ଦେଖିବାକୁ ମିଳିଛି। ଏହି ବ୍ରିଜ୍…

ପ୍ରଥମଥର ପାଇଁ ବେଙ୍ଗାଲୁରୁରେ ଖୋଲିବାକୁ ଯାଉଛି ୨ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ, ଭାରତ ପାଇଁ ଦେବ ଅନେକ ଫାଇଦା

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରି ବେଙ୍ଗାଲୁରୁରେ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବାକୁ ଯାଉଛି। ଭାରତୀୟ ସିଭିଲ ଆଭିଏସନ୍ ରେଗୁଲେଟର (ଡିଜିସିଏ) ବେଙ୍ଗାଲୁରୁରେ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି । ବେଙ୍ଗାଲୁରୁରେ ଅତ୍ୟାଧୁନିକ ଜ୍ଞାନ କୈାଶଳରେ…

ୟୂପିର ଏହି ସ୍କୁଲରେ ଶିକ୍ଷକମାନେ ସଫା କରୁଛନ୍ତି ପାଇଖାନା, ଜାଣନ୍ତୁ ଏହାର କାରଣ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ପହିଲାରୁ ଖୋଲାଯିବାକୁ ଥିବା ସବୁ ବୋର୍ଡ ସ୍କୁଲ ଗୁଡିକୁ ୨୫ ଜୁନରେ ଖୋଲିଦିଆଯାଇଛି। କାରଣ ସ୍କୁଲ ଗୁଡିକ ଭଲ ଭାବରେ ସଫା ସୁତରା କରିବା ପାଇଁ ଶିକ୍ଷକ ମାନେ ଆଗୁଆ ସ୍କୁଲ ଖୋଲିଛନ୍ତି । ଅଧିକାଂଶ ସ୍କୁଲରେ ସଫା…

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି…

BSNLର ଦୟନୀୟ ସ୍ଥିତି, ଜୁନରେ ବନ୍ଦ ହୋଇପାରେ କର୍ମଚାରୀଙ୍କ ଦରମା

ଦିଲ୍ଲୀ : ଭାରତର ସରକାରୀ ନେଟଓ୍ଵର୍କ କମ୍ପାନୀ BSNL ସରକାରଙ୍କୁ ଏକ ରେଡିଓ ଟେଲିଫୋନିକ ସିଗନାଲ(SOS)ରେ ବାର୍ତ୍ତା ପଠାଇଛନ୍ତି । ଯେଉଁଥିରେ କମ୍ପାନୀର କାର୍ଯ୍ୟଧାରା ମାନ୍ଦା ହେବା ନେଇ କୁହାଯାଇଛି। କମ୍ପାନୀ କହିଛ ଯେ, କ୍ୟାସ କମ କାରଣରୁ ଜୁନ ମାସରେ ୮୫୦ କୋଟି ଟଙ୍କାର ଦରମା ଦେବାକୁ…

ଇରାନ ଉପରେ ଆମେରିକା କଲା ସାଇବର ଆଟାକ୍, ଖୁବଶୀଘ୍ର ଦୁଇ ଦେଶ ହୋଇପାରନ୍ତି ଯୁଦ୍ଧ ମୁହାଁ

ଆମେରିକା: କିଛିଦିନ ତଳେ ଇରାନ ସେନା ତରଫରୁ ଆମେରିକାର ମାନବ ବିହୀନ ଗୁଇନ୍ଦା ଡ୍ରୋନ ଖସାଇବା ପରେ ଆକ୍ରମଣାତ୍ମକ ହୋଇପଡିଛି ଆମେରିକା ଓ ପ୍ରତିବଦଳରେ ଇରାନର ମିସାଇଲ ନିୟନ୍ତ୍ରଣ ପ୍ରଣାଳୀ ଓ ଏକ ଗୁଇନ୍ଦା ନେଟୱର୍କକୁ ସାଇବର ଆଟାକ୍ କରିଛି। ଆମେରିକାର ଖବର କାଗଜ ୱାସିଂଟନ ପୋଷ୍ଟ ଏହି ଖବର…

ମାଗିଥିଲେ ଇଚ୍ଛାମୃତ୍ୟୁ, କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦେଲା ୩୦ ଲକ୍ଷ ଟଙ୍କାର ସହାୟତା, ଜାଣନ୍ତୁ କାହିଁକି

ଆଗ୍ରା: ନିଜ ରୋଗିଣା ଝିଅର ଚିକିତ୍ସା କରାଇପାରୁନଥିବାରୁ ବାପା ଓ ପୁରା ପରିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଚ୍ଛାମୃତ୍ୟୁର ଆବେଦନ କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁକମ୍ପା ମୂଳକ ୩୦ ଲକ୍ଷଟଙ୍କା ସହାୟତା ରାଶି ପରିବାରକୁ ମିଳିଛି। ପିଏମ କାର୍ଯ୍ୟାଳୟ ଏହି…

ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନର ସ୍ଥିତ ବେହାଲ, ଆଣ୍ଠୁଏ ପାଣିରେ ବୁଡୁଛି ସମଗ୍ର ପରିବେଶ

ବାଲେଶ୍ବର: ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନାର ପରିବେଶ ସମ୍ପୁର୍ଣ୍ଣ ବେହାଲ ହେଉଛି। ପ୍ରକ୍ ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେତୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମା ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ମେଡିକାଲର ବାହାର ନୁହେଁ ଭିତର…