Below header

ଫିରିଙ୍ଗିଆ ଥାନାର ବିଦାୟୀ IIC ନିଲମ୍ବିତ, ହିଂସାକାଣ୍ଡବେଳେ ଥାନା ଛାଡ଼ି ଚାଲିଯାଇଥିଲେ

କନ୍ଧମାଳ(କେନ୍ୟୁଜ୍): ଫିରିଙ୍ଗିଆ ଥାନା ଲଙ୍କାକାଣ୍ଡ ଘଟଣାରେ ତତ୍କାଳୀନ IIC ତପନ କୁମାର ନାହାକ ନିଲମ୍ବିତ । ଥାନାରେ ଅନୁପସ୍ଥିତ ଓ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହୋଇଛନ୍ତି । ତତ୍କାଳୀନ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ସୁନୀଲ ବଂଶଲ । ହିଂସାକାଣ୍ଡବେଳେ ଥାନା…

ଗାଁ ଗାଁରେ 5G ସୁବିଧା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା, ୫ ଶହ କୋଟି ଟଙ୍କା ଖର୍ଚ୍ଚ

କେନ୍ୟୁଜ(ବ୍ୟୁରୋ):  ମିଶନ ଗାଁ। ଗାଁ ଗାଁରେ 5G ସୁବିଧା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା। ଏହା ସହ ବ୍ୟାଙ୍କିଙ୍ଗ ସୁବିଧା ନଥିବା ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୬୭୯୮ ପଞ୍ଚାୟତ ମଧ୍ୟରୁ ଏଯାଏଁ ୪୩୭୩…

ମୌସୁମୀ ଦୁର୍ବଳ: ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର

କେନ୍ୟୁଜ୍(ବ୍ୟୁରୋ):  ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି । ୧୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ । ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ…

ନକ୍ସଲ ଆକ୍ରମଣରେ ସହିଦ ହେଲେ CRPF-60 ବାଟାଲିଆନର ଯବାନ, ଦୁଇମାସ ତଳେ ବିବାହ କରିଥିଲେ

ଆନନ୍ଦପୁର(କେନ୍ୟୁଜ୍):  ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ । ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବା ବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ରାଞ୍ଚି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ଆଖି ବୁଝିଛନ୍ତି । ସୁଶାନ୍ତଙ୍କ ଘର କେଂଦୁଝର ଜିଲ୍ଲାର…

ଶୁଭଲକ୍ଷ୍ମୀଙ୍କୁ କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଚାଲିଛି ସିଡିଆର ଯାଞ୍ଚ

ଭୁବନେଶ୍ବର(କେନ୍ୟୁଜ୍): ଶୁଭଲକ୍ଷ୍ମୀ ଡେଥ୍ ମିଷ୍ଟ୍ରିରୁ ଏଯାଏ ହଟିନି ପରଦା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି।ଆତ୍ମହତ୍ୟା ପଛର କଣ କାରଣ ? କିଏ…

ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବ, ଖର୍ଚ୍ଚ ହେବ ୩୮୫ କୋଟି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । 'ନୂଆ' ଓଡ଼ିଶା ଯୋଜନାକୁ ଅନୁମୋଦନ ମିଳିଛି । ନୂତନ ଉନ୍ନତ ଅଭିଳାଷ (NUA) ଓଡ଼ିଶା ଯୋଜନାରେ ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫ କୋଟି ଖର୍ଚ୍ଚ ହେବ…

୩୦ ବର୍ଷ ପରେ ନୂଆ ରୂପ ପାଇବ ଚୌଦ୍ବାରର OTM, ଗଢି ଉଠିବ ଦୁଇଟି ଶିଳ୍ପ ସଂସ୍ଥା

କଟକ(କେନ୍ୟୁଜ୍):  ୩୦ ବର୍ଷ ପରେ ନୂଆ ରୂପ ପାଇବ ଚୌଦ୍ବାରର ଓଡ଼ିଶା ଟେକ୍ସଟାଇଲ ମିଲ୍ସ-OTM । ଓଟିଏମରେ ଦୁଇଟି ଶିଳ୍ପ ସଂସ୍ଥା ଗଢି ଉଠିବ । ନୂଆ ଶିଳ୍ପ ପାଇଁ ୨ କମ୍ପାନୀ ରାଜି ହୋଇଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନୂତନ କାରଖାନାର ଶିଳାନ୍ୟାସ କରିବେ ବୋଲି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ…

ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ବଳଭଦ୍ରଙ୍କ ରଥର ଡାହୁକ, ପରିବାର ଲୋକ ଲୋଡୁଛନ୍ତି ସାହାଯ୍ୟ

ପୁରୀ(କେନ୍ୟୁଜ୍): ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ବଡ଼ଠାକୁରଙ୍କ ଡାହୁକ। ଆର୍ଥିକ ସାହାଯ୍ୟ ଲୋଡିଛନ୍ତି ପରିବାର ଲୋକେ। ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଡ଼ଠାକୁର ବଳଭଦ୍ରଙ୍କ ରଥର ଡାହୁକ ମାଧବ ପ୍ରଧାନ । ଏବେ ସେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।…

କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ଦେହାନ୍ତ

କଟକ(କେନ୍ୟୁଜ୍):  ସଭିଙ୍କ ପ୍ରିୟ କୁନି ଅପା ଆଉ ନାହାନ୍ତି, ଓଡ଼ିଶାର ବରିଷ୍ଠ ବିଜେପି ନେତ୍ରୀ ପୂର୍ବତନ ବିଧାୟିକା ତଥା କଟକର ପ୍ରଥମ ମେୟର ସୁଶ୍ରୀ ନିବେଦିତା ପ୍ରଧାନଙ୍କର ଆଜି ଅପରାହ୍ନରେ ସ୍ବର୍ଗବାସ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ…

ଆମ୍ବୁଲାନ୍ସକୁ ଧକ୍କାଦେଲା ତପସ୍ବିନୀ ଏକ୍ସପ୍ରେସ, କାହାର କିଛି କ୍ଷତି ହୋଇନାହିଁ

ରାୟଗଡ଼ା(କେନ୍ୟୁଜ୍): ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ କିନ୍ତୁ କାହାର କିଛି କ୍ଷିତ ହେଲା ନାହିଁ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଟ୍ରେନ ପିଟିବ, ଅଥଚ କାହାର କେମିତି କିଛି କ୍ଷତି ହେଲାନାହିଁ?  ବାସ୍ତବରେ କିନ୍ତୁ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣା ଘଟିଲା…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । 5T ଉପକ୍ରମରେ ରାଜ୍ୟରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ । ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଂକୁ ସରକାରୀ ବିଦ୍ୟାଳୟର…

ଇନଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର ଉଦଘାଟିତ, ଯୁବପୀଢିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରରେ ଇନଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର ଉଦ୍ଘାଟିତ। ପଟିଆ ଠାରେ ଏହି ନୂତନ ବିପଏମ ଶାଖାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ ଓ ସ୍ଥିର ଗତିରେ…