ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ, ୧୦ ଘଣ୍ଟା ପରେ ଉଦ୍ଧାର କଲା ଓଡ୍ରାଫ ଟିମ୍‌

ଆନନ୍ଦପୁର(କେନ୍ୟୁଜ୍): ୧୦ ଘଣ୍ଟା ପରେ ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ ଉଦ୍ଧାର। ମନ୍ଦିର ଉପରେ ଚଢି ପାଣିଘେରରେ ରହିଥିବା ୭ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍‌। ଆଜି ସକାଳୁ ହାଟଡିହି ବ୍ଲକ୍‌ର ବୈତରଣୀ ନଦୀ କୁଳିଆ ଗାଁ ବାହାରିପୁରର କିଛିଲୋକ ନଦୀ ପଠାକୁ ଛତୁ ତୋଳିବାକୁ ଯାଇଥିଲେ।…

ଶ୍ରାବଣୀର ସବୁଜିମା ଓଢଣୀରେ ସୁନ୍ଦର ହୋଇଛି ପ୍ରକୃତିରାଣୀ, ବର୍ଷାରେ ଆହୁରି ମନୋରମ ଲାଗୁଚି ଗୁଣ୍ଡିଚାଘାଗୀ

ଘଟଗାଁ(କେନ୍ୟୁଜ୍): ଜିଲ୍ଲା ଲଗାଣ ବର୍ଷାଯୋଗୁ କେଉଁଠି ନଦୀ ଜଳସ୍ତର ବଢ଼ିଲାଣି ତ ଆଉକେଉଠି ପୋଲ ଉପରେ ପାଣି ଚାଲୁଥିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିନ୍ତୁ ଏହି ବର୍ଷାରେ ଆହୁରି ସୁନ୍ଦର ଲାଗୁଚି ଗୁଣ୍ଡିଚାଘାଗୀ ଜଳପ୍ରପାତ। ମୁଷଳ ନଦୀରେ ବଢ଼ିପାଣି ଆସୁଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟ…

ମୋଟ ୧୪ଟି ସମ୍ବେଦନଶୀଳ ଡ୍ରେନ ଉପରେ ବିଏମସି ନଜର,ଘଟଣାସ୍ଥଳ ବୁଲି ଦେଖିଛନ୍ତି ବିଏମସି ମେୟର

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ସ୍ଥିତି ବେହାଲ ହୋଇପଡ଼ିଛି । ମୁଖ୍ୟତଃ ସୌଭାଗ୍ୟ ନଗର, କସମପଲ୍ଲୀ, ସୁବାସ ନଗରବାସୀ, ଭୀମଟଙ୍ଗୀ, ଜଗମୋହନ ନଗର, ପ୍ରଚୀ ବିହାର, ପୋଖରୀପୁଟ୍‌, ନୟାପଲ୍ଲୀ ଭଳି ଅଞ୍ଚଳରେ ଘରେ ପାଣି ପଶିବା ଯୋଗୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି…

ବାଙ୍ଗିରିପୋଷିରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା: ଦୁଇ ମୃତ ଦୁଇ ଗୁରୁତର

ବାଙ୍ଗିରିପୋଷି(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ରାଜାଲୋକ ଛକ ନିକଟରେ ଟ୍ରକ ପଛରେ ବାଇକ ଓ ଟ୍ରଲର ପଛରେ କାର ଧକ୍କା ହେବାବାରୁ ଦୁଇ ମୃତ ଦୁଇ ଗୁରୁତର । ମୃତ କାର ଚାଳକ ଜଣକ ହେଉଛନ୍ତି ଝାଡ଼ଗ୍ରାମ ଜିଲ୍ଲା ଗୋପିବଲ୍ଲଭପୁର ଥାନା ଥାନା ଅଞ୍ଚଳର ମଣି ଶଙ୍କର ସାହୁ ଏବଂ ବାଇକ…

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ମାମଲା ସମ୍ପର୍କରେ ବାହାରେ ପ୍ରତିକ୍ରିୟା ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି…

କେନ୍ୟୁଜ୍(ବ୍ୟୁରୋ):  ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ। ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ଭୁବନେଶ୍ୱର ଖଣ୍ଡଗିରି ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି। ମାମଲା ସମ୍ପର୍କରେ ବାହାରେ ପ୍ରତିକ୍ରିୟା ନ ରଖିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ।…

ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ବଡ ବର୍ଷା। ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା । କାଲି ଠୁ ବଦଳିବ ପାଗ ,କମିବ ବର୍ଷା ବଢିବ ଗୁଳୁଗୁଳି । ଗଭୀର ଅବପାତ ପ୍ରଭାବରେ ବିଗତ ୨୪ ଘଣ୍ଟାରେ ସାରା ରାଜ୍ୟ ରେ ବିସ୍ତୃତ ବର୍ଷା ଦେଖିବକୁ ମିଳିଛି l ଆଭ୍ୟନ୍ତରୀଣ ଓଡିଶା ସମେତ…

ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଟାଙ୍ଗୀ(କେନ୍ୟୁଜ୍):ଏମିତି ବି ଆସେ ମୃତ୍ୟୁ । ମଝି ଚିଲିକାରେ ବଜ୍ରପାତ ହେବାରୁ ଡଙ୍ଗା ଉପରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଗତକାଲି ରାତିରେ ସନ୍ୟାସୀ ନଗରର ବାପା ପୁଅ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଉଭୟ ସେହି ଡଙ୍ଗା ଉପରେ ହିଁ ପ୍ରାଣ ହରାଇଥିଲେ। ଘର ଲୋକ ବାରମ୍ବାର…

ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ, ୫ ଲକ୍ଷ ୫୪ ହଜାର ଟଙ୍କା ଜବତ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଟ୍ରାଇବାଲ ଡେଭଲପମେଣ୍ଟ କର୍ପୋରେସନ କର୍ମଚାରୀ। ରୋହିତ ପରିଡ଼ାଙ୍କ ଠାରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଓଡିଶା ଭିଜିଲାନ୍‌ସ। ଜବତ ଟଙ୍କା ଲାଞ୍ଚ କାରବାରର ହୋଇଥିବା ସନ୍ଦେହ କରୁଛି ଭିଜିଲାନ୍ସ। ରୋହିତ ହେଉଛନ୍ତି ଟ୍ରାଇବାଲ ଡେଭଲପମେଣ୍ଟ…

ବରଗଡ଼ରେ ଜବରଦଖଲ ଉଚ୍ଛେଦ ପ୍ରତିବାଦ, ରାସ୍ତା କଡ଼ ଦୋକାନୀଙ୍କ ବିରୋଧ ଓ ଧାରଣା

ବରଗଡ଼(କେନ୍ୟୁଜ୍): ବରଗଡ଼ରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଧାରଣାରେ ବସିଲେ ବ୍ୟବସାୟୀ । ବରଗଡ଼ ସହର ସ୍ଥିତ ଲେଙ୍କୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଜବର ଦଖଲ ଉଛେଦକୁ ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ୪୮ ଘଣ୍ଟା ସମୟ ସୀମା ଆଜି ସରୁଛି । ଏହା…

ASO ନିଯୁକ୍ତି ମାମଲା: ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତି ପରୀକ୍ଷା ମାମଲାରେ ହାଇକୋର୍ଟରେ ଦାୟର ରିଭ୍ଯୁ ପିଟିସନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କିଛି ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ରିଭ୍ଯୁ ପିଟିସନକୁ ଖାରଜ…

ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ, ୪ ଶିଶୁଙ୍କ ଜୀବନ ଯାଇଛି

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଉପରସଜା ନିକଟରେ ଅଘଟଣ। ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ। ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ନିର୍ମାଣକାମ ଚାଲିଥିଲା ବ୍ରିଜ୍। କଲଭଟ ତଳେ ଗାଧୋଇଥିଲେ କିଛି ଲୋକ। ଏହି ସମୟରେ କଲଭଟଟି ଭୁଶୁଡ଼ି ପଡିଲା। କଲଭଟ ତଳେ ଗାଧୋଉଥିବା…

ପୁଣି ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଲୋକେ

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଥମୁନି ବାଘ ଆତଙ୍କ । ପୁଣି ବାଛୁରୀ ମାରି ଖାଇଲା ବାଘ। ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ତରିଆମହୁଆଭଟା ଗାଁରେ ଏହି ଘଟଣା ଘଟିଛି । ଗାଁର ହୁମନ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ…