ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ମାମଲା ସମ୍ପର୍କରେ ବାହାରେ ପ୍ରତିକ୍ରିୟା ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

ମାମଲା ସମ୍ପର୍କରେ ବାହାରେ ପ୍ରତିକ୍ରିୟା ନ ରଖିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଜାମିନରେ ଗଲା ପରେ ତଦନ୍ତରେ ସହଯୋଗ କରିବେ ଅର୍ଚ୍ଚନା । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍‌ ଦେଇଥିଲେ ହାଇକୋର୍ଟ।

କେନ୍ୟୁଜ୍(ବ୍ୟୁରୋ):  ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ। ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ। ଭୁବନେଶ୍ୱର ଖଣ୍ଡଗିରି ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି। ମାମଲା ସମ୍ପର୍କରେ ବାହାରେ ପ୍ରତିକ୍ରିୟା ନ ରଖିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଜାମିନରେ ଗଲା ପରେ ତଦନ୍ତରେ ସହଯୋଗ କରିବେ ଅର୍ଚ୍ଚନା । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍‌ ଦେଇଥିଲେ ହାଇକୋର୍ଟ। ED ମାମଲାରେ ବେଲ୍‌ ମିଳିନଥିବାରୁ ଏବେ ଜେଲ୍‌ରୁ ବାହାରିବେନି ଅର୍ଚ୍ଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.