ଫୁଲୁଛି ମହାନଦୀ,ଦୁଇଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

କେନ୍ୟୁଜ୍(ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାର ଜଳସ୍ତର କ୍ରମାଗତ ବଢୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲିଥିଲା । ଦିନେ ପୂର୍ବରୁ ଖୋଲିଥିଲା ୧୦ଟି ଗେଟ୍ । ବର୍ତ୍ତମାନ…

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଜି ବି ଲାଗି ରହିଛି ଚାପା ଉତ୍ତେଜନା

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଅଧିକ ଖୋଳତାଡ ଜାରି । ଆଜି ବି ଚାପା ଉତ୍ତେଜନା ଲାଗି ରହିଛି । ଥାନା ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲେ ବି ବଳବତ୍ତର ରହିଛି ୧୪୪ ଧାରା । ୧୫ରୁ ଅଧିକ ଆନ୍ଦୋଳନକାରୀ ଅଟକ ରଖିଛି ପୋଲିସ । ଆକ୍ରମଣକାରୀ ଚିହ୍ନଟ…

କରଞ୍ଜିଆ: ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା, ୩ ବାଇକ ଆରୋହୀ ମୃତ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ଥାନା ଏନ୍‌ଏଚ୍‌-୪୯ ଦରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବାଇକ୍‌ ମୁହାଁମୁହିଁ ହେବା ଫଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ତିନି ଜଣଙ୍କ ଘର କାଠ କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର…

ଖରସ୍ରୋତା ଓ କାଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ ପରେ କୁମ୍ଭୀର ଆତଙ୍କ, ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି

ଆଳି(କେନ୍ୟୁଜ୍):  ବନ୍ୟାଜଳରେ କୁମ୍ଭୀର ଆତଙ୍କ। ଆଳି ଖରସ୍ରୋତା ଓ କାଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ ପରେ କୁମ୍ଭୀର ଆତଙ୍କ। ଆଳି ବ୍ଳକର ଧୋୟା ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବାରୁ ବନ୍ୟାଜଳରେ ଭାସୁଛି କୁମ୍ଭୀର। ଏଥିପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନଦୀକୁ ଲାଗିରହିଥିବା…

କଟକର ଖାଲଖମା ଚିନ୍ତା ଏହି ଦୁଇ କୁନି ଶିଶୁଙ୍କୁ, ସ୍କୁଲ ସରିଗଲେ ଦାଦା ସହିତ ଚାଲିଆସନ୍ତି ଗାତ ପୋତିବାକୁ

କଟକ(କେନ୍ୟୁଜ୍): କଟକ ସହରର ଖାଲ ଖମା ଭର୍ତ୍ତି କରି ସମତୁଲ କରୁଛନ୍ତି ପିଠାପୁରର ସମାଜସେବୀ ଓ ତାଙ୍କ ପୁଅ ପୁତୁରା। କଟକ ପିଠାପୁରର ସମାଜସେବୀ ପ୍ରଶାନ୍ତ ରାଉତ ବିଭିନ୍ନ ପ୍ରକାରର ସମାଜସେବା କରି ଆସୁଛନ୍ତି ଦୀର୍ଘ ଦିନ ଧରି। ଏବେ ବର୍ଷା ଦିନ ଆସିଥିବା ବେଳେ କଟକ ସହର ଖାଲ ଖମାରେ ଭର୍ତ୍ତି।…

ଭୁବନେଶ୍ବର: ପୁଣି ଲଜ୍ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଲକ୍ଷ୍ମୀସାଗର କଟକ ରୋଡ଼ରେ ଥିବା ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚିତଦନ୍ତ କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।  ଯୁବତୀଙ୍କ ନା ଶୁଭଲକ୍ଷ୍ମୀ ସାହୁ।…

କିଟରେ ୧୪ତମ ଜାତୀୟ ମାନବସମ୍ବଳ କନକ୍ଲେଭ, ବିଭିନ୍ନ ବିଷୟବସ୍ତୁ ନେଇ ୮ଟି କର୍ମଶାଳା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୪ତମ ଜାତୀୟ ମାନବ ସମ୍ବଳ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। କନକ୍ଲେଭକୁ ଉଦ୍‌ଘାଟନ କରି ଏହାର ବିଷୟବସ୍ତୁ ‘ବିଲଡିଂ ଏ ସଷ୍ଟନେବଲ୍‌ ଇନ୍‌କ୍ଲୁସିଭ ଫ୍ୟୁଚର- ଦ ରୋଲ ଅଫ୍‌ ବିଜିନେସ୍‌: ଲିଭରଜିଂ ଏଚଆର…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସର ସଂପୃକ୍ତି ନେଇ ଲଙ୍କାକାଣ୍ଡ, ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କନ୍ଧମାଳ(କେନ୍ୟୁଜ): ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସର ସଂପୃକ୍ତି ନେଇ ଲଙ୍କାକାଣ୍ଡ। ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ଆଜି ରାସ୍ତାରୋକ କରିଥିଲେ । ପରେ ଏହା ଉଗ୍ରରୂପ…

ବସ ରହଣିକୁ ନେଇ ଦ୍ୱନ୍ଦ୍ୱ, ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ

ଆନନ୍ଦପୁର(କେନ୍ୟୁଜ୍): ବସ ରହଣିକୁ ନେଇ ଦ୍ୱନ୍ଦ୍ୱ । ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ । ଆନନ୍ଦପୁରରୁ ଘଷିପୁରା ବସଷ୍ଟାଣ୍ଡ ଯିବାକୁ ବସ ଗୁଡିକୁ ମିଳିଛି ୭ ମିନିଟ୍‌ର ସମୟ । ନିୟମରେ ଖିଲାଫ ହେଲେ ପରିବହନ ବିଭାଗ ତରଫରୁ ପରିମିଟ ରଦ୍ଦ ଚେତାବନୀ ସହ ଫାଇନ୍‌ କଟୁଛି। ଏହି ସମସ୍ୟା ଯୋଗୁ ବସ…

ଭିଜିଲାନ୍ସ ଜାଲରେ ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା, ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେଉଥିଲେ…

ଝାରସୁଗୁଡା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସିଡିପିଓ । ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଲାଞ୍ଚ ନେଇ ପଳାଉଥିବାବେଳେ ଧରିଲା ଭିଜିଲାନ୍ସ । ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଖବରପାଇ ଚଢାଉ କରିଥିଲା ଭିଜିଲାନ୍ସ…

୨୦୨୪ ପାଇଁ ରାଜ୍ୟ ବିଜେପି ନେତାଙ୍କୁ ଅମିତ ଶାହଙ୍କ ଗୁରୁମନ୍ତ୍ର, ଚାଲିଛି ରୁଦ୍ଧ ଦ୍ୱାର ବୈଠକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ବିଜେପି ନେତାଙ୍କୁ ୨୦୨୪ ପାଇଁ ଅମିତ ଶାହଙ୍କ ଗୁରୁମନ୍ତ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧ ଦ୍ୱାର ବୈଠକ ବସିଛି । ଏଠାରେ ଅମିତ ଶାହ ରହିବେ ପ୍ରାୟ ତିନି ଘଣ୍ଟା । ତିନିଟି ପର୍ଯ୍ୟାୟରେ ବୈଠକ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପଦାଧିକାରୀଙ୍କ ବୈଠକରେ…

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଗିରଫ

ବାଲେଶ୍ବର(କେନ୍ୟୁଜ୍):   OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଗିରଫ । ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମାନଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ମାଷ୍ଟରମାଇଣ୍ଡ ସମେତ ୧୭ ଜଣ ଗିରଫ ହୋଇଥିଲେ। ପ୍ରଶ୍ନପତ୍ର ଲିକ୍‌ ମାମଲାରେ…