Below header

ସ୍ବାଧୀନତା ଦିବସ ପୂର୍ବରୁ ରାଜଧାନୀରେ ରାତି ଯାଞ୍ଚ ଜୋରଦାର, ବିଭିନ୍ନ ପ୍ରବେଶ ପଥରେ କରାଯାଇଥିଲା ବ୍ଲକିଂ

କେନ୍ୟୁଜ୍(ବ୍ୟୁରୋ):ସ୍ବାଧୀନତା ଦିବସ ପୂର୍ବରୁ ରାତି ଯାଞ୍ଚ ଜୋରଦାର। ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ ବ୍ଲକିଂ କରାଯାଇଥିଲା। କଟକ ରୋଡ଼, ନନ୍ଦନକାନନ ରୋଡ଼, ପୁରୀ ବାଇ ପାସ୍ ରୋଡ଼, ନୟାପଲ୍ଲୀ ଓ ଖଣ୍ଡିଗିର ଆଦି ଅଞ୍ଚଳରେ ବ୍ଲକିଂ କରାଯାଇଥିଲା। ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ଗାଡ଼ିକୁ…

୧୫ ତାରିଖ ପରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଦୂର୍ବଳ ରହିଛି ମୌସୁମୀ। ପ୍ରାୟ ସପ୍ତାହେ ଧରି କାଁଭାଁ କେଉଁଠି ଘଡ଼ଘଡ଼ି ସହ ବର୍ଷା ହେଉଛି। ୧୪ ତାରିଖ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଟ୍ରାପ୍ ଲାଇନ ଉତ୍ତର ମୁହାଁ ଥିବାରୁ ରାଜ୍ୟରେ କମିଛି ବର୍ଷା। ତେବେ ୧୫ ତାରିଖ ପରେ ବର୍ଷାର ପରିମାଣ ଓ ବିସ୍ତୃତି…

ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ, ବଣିଆ ସମେତ ୭ଜଣଙ୍କୁ ବାନ୍ଧିଛି ବାଲେଶ୍ବର ପୋଲିସ

ବାଲେଶ୍ବର(ବ୍ୟୁରୋ):ବାଲେଶ୍ବରରେ ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ । ମୁଖ୍ୟ କାର୍ପଟଦାର ସମେତ ବାଲେଶ୍ବର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ଧରାପଡ଼ିଲା ମୁଖ୍ୟ କାର୍ପଟଦାର । ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ୭ଜଣଙ୍କୁ…

କେନ୍ଦ୍ରାପଡା: କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଗୁରୁତର

ମର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର।ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଦୁଇ ଗୁରୁତର ପିଲାଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତରିତ କରାଯାଇଛି ।  ଛାତ୍ରଛାତ୍ରୀମାନେ କ୍ଲାସରେ ଖେଳୁଥିବା…

ଚାକିରି ଦେବା ନାରେ ଠକେଇ : ୩ ଜଣଙ୍କୁ ଗିରଫ କଲା ସାଇବର ଥାନା

ଭୁବନେଶ୍ବର(କେନ୍ୟୁଜ୍): ଚାକିରି ଦେବା ନାରେ ଠକେଇ ରାକେଟକୁ ବାନ୍ଧିଲା ସାଇବର ପୋଲିସ। ଏୟାରଫିଲ୍ଡ ଅଞ୍ଚଳରେ ଅଫିସ ଖୋଲି କରୁଥଲେ ଠକେଇ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁ ଅନେକ ଚାକିରି ଆଶୟୀଙ୍କୁ ଠକୁଥିଲେ। ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ରାଜ…

ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ବାପାପୁଅ ଗିରଫ

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ଅଭିଯୋଗରେ ବାପାପୁଅ ଗିରଫ । ଅଭିଯୁକ୍ତ ବାପା ବିଦ୍ୟାଳୟ ଶିକ୍ଷକ ଓ ପୁଅ ଡାକ ମାଷ୍ଟର । ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ସେମାନେ ବାସିନ୍ଦା ।ବାପା ସାପସିଲେଟ ସରକାରୀ…

ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ କରାଗଲା ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ): ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ। ଗୁଏତମାଲାର ରୁରାଲ ୟୁନିଭରସିଟି ଅଫ୍ ଗୁଏତମାଲା ଓ ମାୟା କାକ୍ଚିକେଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍…

ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ।  ଆଜି ଅର୍ଥାତ୍ ୧୧/୦୮/୨୦୨୩ରେ ଅନୁଗୁଳୁ ଉଠା ଜଳସେଚନର ବିଭାଗର ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ…

ଦୁର୍ଘଟଣାରେ ଗୁରୁତର ବଡ଼ଠାକୁର ବଳଭଦ୍ର ରଥର ଡାହୁକ: ଜିଲ୍ଲା ରେଡକ୍ରସ ପାଣ୍ଠି ସାହାଯ୍ୟର ହାତ ବଢାଇଲା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଡାହୁକ ସେଵକ ମାଧବ ପ୍ରଧାନ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଏହି ଖବର ପାଇବା ପରେ ତାଙ୍କର ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ଜିଲ୍ଲାପାଳ ସମର୍ଥ ବର୍ମା ୩୦ ହଜାର ଟଙ୍କା ମଞ୍ଜୁର କରିଥିଲେ।…

ଅଖଣ୍ଡତାକୁ ବିପଦରେ ପକାଇବା ଭଳି କାର୍ଯ୍ୟ କଲେ ଧାରା ଲାଗିବ ୧୫୦, ଜାଣନ୍ତୁ ଆଉ କାଣ ପରିବର୍ତ୍ତନ ହୋଇଛି

କେନ୍ୟୁଜ୍(ବ୍ୟୁରୋ): ଅପହରଣ, ଡକାୟତି ଭଳି ସଂଘଟିତ ଅପରାଧ ପାଇଁ ଲାଗିବ ଧାରା ୧୦୯ । ମିଳିତ ସଂଘଟିତ ଅପରାଧ କ୍ଷେତ୍ରରେ ଧାରା ୧୧୦ ଲାଗୁହେବ । ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ରହିଛି ଧାରା ୧୧୧। ନୂଆ ବ୍ୟବସ୍ଥାରେ ରାଜଦ୍ରୋହ ବଦଳରେ ଲାଗିବ ଦେଶଦ୍ରୋହ ଆଇନ। ଦେଶଦ୍ରୋହ ପାଇଁ ରହିଛି ଧାରା…