କେନ୍ଦ୍ରାପଡା: କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଗୁରୁତର

ଛାତ୍ରଛାତ୍ରୀମାନେ କ୍ଲାସରେ ଖେଳୁଥିବା ଏବଂ ବସିଥିବା ସମୟରେ ବଜ୍ରପାତରେ ସ୍କୁଲ ଘରର ଫ୍ୟାନ ଫାଟି ପିଲାଙ୍କ ଉପରେ ପଡିବାରୁ ଗୁରୁତର ହୋଇ ବେହୋସ ହୋଇପଡିଲେ ସମସ୍ତ ଛାତ୍ରଛାତ୍ରୀ।

ମର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର।ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଦୁଇ ଗୁରୁତର ପିଲାଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତରିତ କରାଯାଇଛି ।  ଛାତ୍ରଛାତ୍ରୀମାନେ କ୍ଲାସରେ ଖେଳୁଥିବା ଏବଂ ବସିଥିବା ସମୟରେ ବଜ୍ରପାତରେ ସ୍କୁଲ ଘରର ଫ୍ୟାନ ଫାଟି ପିଲାଙ୍କ ଉପରେ ପଡିବାରୁ ଗୁରୁତର ହୋଇ ବେହୋସ ହୋଇପଡିଲେ ସମସ୍ତ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.