ଓଡିଶା ହାଇକୋର୍ଟର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ନାମ,…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଆଜି ଅଵସର ନେଇଛନ୍ତି। ଦୀର୍ଘ ୩୧ ମାସ ମଧ୍ୟରେ ଓଡିଶା ହାଇକୋର୍ଟରେ ସେ ଆଣିଥିବା ପରିବର୍ତ୍ତନ ପାଇଁ ଓଡିଶା ହାଇକୋର୍ଟର ଇତିହାସରେ ତାଙ୍କର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ କହିଥିଲେ,…

ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

କେନ୍ୟୁଜ୍(ବ୍ୟୁରୋ):  ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଜର ହୋଇଛନ୍ତି ସୌରିନ। ପୀଡିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର…

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ: ହାଇକୋର୍ଟରେ ସତ୍ୟପାଠ ଜରିଆରେ ଅବଗତ କଲା ପ୍ରତ୍ନତତ୍ୱ ବିଭାଗ

କଟକ(କେନ୍ୟୁଜ୍):  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି…

ରାୟଗଡ଼ା ପୋଲିସ ଅଢେଇ ବର୍ଷରେ ଆଦାୟ କରିଛି ୯ କୋଟି ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା, ୩୧ ମାତାଲ ଡ୍ରାଇଭର ଧରା…

ରାୟଗଡ଼ା(କେନ୍ୟୁଜ୍):ଅକ୍ସନ୍ ମୁଡରେ ରାୟଗଡ ଜିଲ୍ଲା ପୋଲିସ । ମାତାଲ ଅବସ୍ଥାରେ ଗାଡି ଚଳାଇବା ଘଟଣାରେ ଜିଲ୍ଳାରୁ ୩୧ ଧରା ପଡିବା ସହ  ୩୧ଗାଡି ଜବତ କରାଯାଇଛି। ଏହି ସବୁ ମାମଲାରେ ଅଢେଇ ବର୍ଷରେ ଜୋରିମାନା ଆଦାୟ ହୋଇଛି ୯ କୋଟି ୮ଲକ୍ଷ ୨୫ହଜାର ୩୫୨ଟଙ୍କା। ସଡକ ଦୁର୍ଘଟଣା ଜନୀତ ମୃତ୍ୟୁ ହେଉ…

ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ ବନ୍ଧୁର ସମ୍ପର୍କ, ଆଜି ସେହି ବନ୍ଧୁ ପାଇଁ ଦିନଟିଏ

କେନ୍ୟୁଜ୍(ବ୍ୟୁରୋ):  ଆଜି ଫ୍ରେଣ୍ଡସିପ୍ ଡେ। ବନ୍ଧୁ ପାଇଁ ଦିନିଟିଏ। ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼। ସୁଖ ଦୁଃଖର ସାଥୀ। ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେସନ କରାଯାଉଛି। ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା…

ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ଦେଲେ ନକଲି ସାର୍ଟିଫିକେଟ୍, ଅଧ୍ୟାପକ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍): ବଲାଙ୍ଗିର ପରେ ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ । ଜଣେ କଲେଜ ଅଧ୍ୟାପକ ଗିରଫ ପରେ ତନାଘନା ତଦନ୍ତ । କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଦଧିମାଛଗାଡ଼ିଆ…

ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର

କେନ୍ୟୁଜ୍(ବ୍ୟୁରୋ):  ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୦୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୫୮ ଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ସୁନା ଦରରେ ଆସିଛି ବଡ଼ ପରିବତ୍ତର୍ତ୍ତନ, କିଣିବା ପୂର୍ବରୁ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ସୁନା ଦର ଆଜି ପରିବର୍ତ୍ତନ ହୋଇଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା…

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ, ରାଷ୍ଟ୍ର ଗଠନ ସମ୍ପର୍କରେ ଦୀର୍ଘ ସମୟ ଧରି ହୋଇଥିଲା…

ପୁରୀ(କେନ୍ୟୁଜ୍):  ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ।  ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ…

ଫୁଲୁଛି ମହାନଦୀ,ଦୁଇଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

କେନ୍ୟୁଜ୍(ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାର ଜଳସ୍ତର କ୍ରମାଗତ ବଢୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲିଥିଲା । ଦିନେ ପୂର୍ବରୁ ଖୋଲିଥିଲା ୧୦ଟି ଗେଟ୍ । ବର୍ତ୍ତମାନ…

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଜି ବି ଲାଗି ରହିଛି ଚାପା ଉତ୍ତେଜନା

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଅଧିକ ଖୋଳତାଡ ଜାରି । ଆଜି ବି ଚାପା ଉତ୍ତେଜନା ଲାଗି ରହିଛି । ଥାନା ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲେ ବି ବଳବତ୍ତର ରହିଛି ୧୪୪ ଧାରା । ୧୫ରୁ ଅଧିକ ଆନ୍ଦୋଳନକାରୀ ଅଟକ ରଖିଛି ପୋଲିସ । ଆକ୍ରମଣକାରୀ ଚିହ୍ନଟ…