Below header

ଟ୍ରେନରେ ଝାଲ ମୁଢି ବିକୁଥିଲେ ବୋଲି ମୁଢି ବିକାଳିଙ୍କୁ ଆରପିଏଫ ଯବାନ ମାଡ଼ ମାରିଥିବା ଅଭିଯୋଗ

ସମ୍ବଲପୁର(କେନ୍ୟୁଜ୍): ମୁଢି ବିକାଳିଙ୍କୁଆରପିଏଫଙ୍କ ମାଡ଼ ଅଭିଯୋଗ।  ଘଟଣା ଘଟିଛି ସମ୍ବଲପୁରରେ।  ଗତକାଲି ଅପରାହ୍ନ ୧ ସମୟରେ ଝାରସୁଗୁଡ଼ା ରୋଡ ରେଲ ଷ୍ଟେସନରେ ବ୍ରଜରାଜନଗରର  ଜୟ ସିଂ ଯାଦବ ଟ୍ରେନରେ ଚଢି ମୁଢି ବିକୁଥିଲେ। ଜୟ ସିଂ ଏକପ୍ରେସ ଟ୍ରେନରେ ଚଢି ଝାଲ ମୁଢି ବିକୁଥିବା ସମୟରେ…

ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ମହାନତା ଦେଖାଇଲେ ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ । ସତ୍ୟବାଦୀରେ ତାଙ୍କ ଉପରେ କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ । ଫାଇଭ ଟି ସଚିବଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଅଭିଯୁକ୍ତ ଭାସ୍କରକୁ ଛଡ଼ାଯାଇଛି । ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ବେଳେ…

ଦେଶରେ ଅପରିବର୍ତ୍ତିତ କିନ୍ତୁ ରାଜ୍ୟରେ ବଢିଲା ତେଲ ଦର

କେନ୍ୟୁଜ୍(ବ୍ୟୁରୋ): ଆଜି କେତେ ଅଛି ତେଲ ଦର? ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି…

ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର, ଆତଙ୍କିତ ଗାଁ ଲୋକ

ତାଳଚେର(କେନ୍ୟୁଜ୍): ନଦୀରେ କୁମ୍ଭୀର, ଆତଙ୍କିତ ଗାଁ ଲୋକ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗଡ଼ା ଗାଁ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି । ଏହାପରେ ଆତଙ୍କିତ ହୋଇପଡଛନ୍ତି ଗାଁ ଲୋକ । ଗାଁର ୨ଜଣ ଯୁବକ ନଦୀ କୂଳରେ ବସି ମାଛ ମାରୁଥିଲେ ।…

୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ, ଆରମ୍ଭ ହୋଇ ସାରିଛି…

କେନ୍ୟୁଜ୍(ବ୍ୟୁରୋ): ମୁନ୍ ମିଶନକୁ ନେଇ ସାରା ଦେଶ ଉତ୍କଣ୍ଠିତ ହୋଇ ରହିଛି । ଲ୍ୟାଣ୍ଡିଂ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍ । ମଝିରେ ରହିଲା ଆଉ ମାତ୍ର ୨ ଦିନ । ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ । ଏବେ ଚନ୍ଦ୍ରପୃଷ୍ଠକୁ ଆଉ…

ଅପରବର୍ତ୍ତିତ ରହିଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୦୨୦…

ଭୁବନେଶ୍ବର ପ୍ରାଚୀବିହାରରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, SBI ଫାଇନାନ୍ସରେ କାମ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍): ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳର ଏକ ଘରୁ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ବର ଥାନା ପୋଲିସ। ମୃତ ଯୁବକଙ୍କ ନା ଦୀପକ ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହି SBI ଫାଇନାନ୍ସରେ…

କୁନାକାଳକାରଙ୍କ ଗୁହାରି ଶୁଣିଲା ପ୍ରଶାସନ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି

କୋରାପୁଟ(କେନ୍ୟୁଜ୍): କୁନି କଳାକାରଙ୍କ କଥା ଶୁଣିଲା ପ୍ରଶାସନ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପଦୁଗୁଡ଼ା ଗାଁକୁ ଗସ୍ତ କରି ସ୍ଥିତି ପରଖିଲେ ବ୍ଲକ ପ୍ରଶାସନ । ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି । ଅଗଷ୍ଟ ୧୫ ତାରିଖରେ ଜଣେ କୁନି କଳାକାର ଗାଁର ସମସ୍ୟା ନେଇ ମନ୍ତ୍ରୀ ଏବଂ…

ଲଦାଖରେ ଭାରତୀୟ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ JCOଙ୍କ ସମେତ ୯ ଯବାନ ସହିଦ

କେନ୍ୟୁଜ୍(ବ୍ୟୁରୋ):  ଲଦାଖରେ ଭାରତୀୟ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ JCOଙ୍କ ସମେତ ୯ ଯବାନ ସହିଦ। ଦକ୍ଷିଣ ଲଦାଖର କ୍ୟାରି ସହରର ଖାଇକୁ ସେନାର ଗାଡି ଖସିପଡିବାରୁ ସମସ୍ତଙ୍କ ଜୀବନ ଯାଇଛି । ଘଟଣାର ଜଣେ ଆହତ ହୋଇଛନ୍ତି। ଯବାନଙ୍କ ଏକ ଗାଡି କାରୁ…

ବେଲଗୁଣ୍ଠା ଗଡିଶାପଲ୍ଲୀ ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ, ପରିବା କ୍ଷେତକୁ ଯାଇ ବିଦ୍ୟୁତ…

ଭଞ୍ଜନଗର (କେନ୍ୟୁଜ୍): ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗଡିଶାପଲ୍ଲୀ ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଧୋବା ବିଷୋୟୀ । ପରିବା କ୍ଷେତକୁ ଯାଇଥିବା ବେଳେ ସେଠାରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ…

ଝାରସୁଗୁଡା: ଜୟବୁଡିଆ ଗାଁ ଜଙ୍ଗଲ ନିକଟରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଝାରସୁଗୁଡା(କେନ୍ୟୁଜ୍): ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୟବୁଡିଆ ଗାଁ ଜଙ୍ଗଲ ନିକଟରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ପ୍ରଥମେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଲଖନପୁର ପୋଲିସ ଘଟଣାସ୍ଥଳରୁ…