Below header

ଚନ୍ଦ୍ରପୃଷ୍ଠରେ ପାଦ ଥାପୁଛି ଚନ୍ଦ୍ରଯାନ-୩, ଦେଖନ୍ତୁ ସିଧାପ୍ରସାରଣ

କେନ୍ୟୁଜ୍(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ହେବାକୁ ଲାଗିଛି । ଚନ୍ଦ୍ରପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୩ । ସେହି ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ। ସଂଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା । ଏଥିପାଇଁ ଅଟୋମେଟିକ୍ ଲ୍ୟାଣ୍ଡିଂ ସିକ୍ବେନ୍ସ ବା…

5T ସଚିବଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ, କ୍ରାଇମ୍ ବ୍ରାଞ୍ଚ ଆଇଜିଙ୍କୁ ଜଣାଯାଇଛି

କେନ୍ୟୁଜ୍(ବ୍ୟୁରୋ):  5T ସଚିବଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ। ସୋସିଆଲ ମିଡିଆର କେବଳ ଗୋଟିଏ ପ୍ଲାଟଫର୍ମ ଇନ୍ ଷ୍ଟାଗ୍ରାମରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କର ଭେରିଫାଏଡ୍ ଆକାଉଣ୍ଟ ଅଛି। ତାଙ୍କର ଏକ୍ସ ପ୍ଳାଟଫର୍ମ ବା ଟ୍ୱିଟରରେ କୌଣସି ଭେରିଫାଏଡ୍ ଆକାଉଣ୍ଟ ନାହିଁ। କିଛି…

ଆଇରନ ଟ୍ରକ୍ ଧାଡ଼ି ଭଙ୍ଗାକୁ ନେଇ ତୁମୁଳକାଣ୍ଡ, ଡ୍ରାଇଭରଙ୍କୁ ଉଲଗ୍ନ କରି ପିଟିଲେ

ପାରାଦ୍ଵୀପ(କେନ୍ୟୁଜ୍): ଆଇରନ ଟ୍ରକ୍ ଧାଡ଼ି ଭଙ୍ଗାକୁ ନେଇ ତୁମୁଳକାଣ୍ଡ। ଦୁଇଟି ଟ୍ରକର ଡ୍ରାଇଭରଙ୍କୁ ଉଲଗ୍ନ କରି ପିଟିଲେ ଅନ୍ୟ ଟ୍ରକ୍ ର ଡ୍ରାଇଭର। ଏଭଳି ଘଟଣା ଘଟିଛି ମାର୍ଶାଘାଇ ଥାନା ଅଧିନ ନୂଆ ଗାଁ ନିକଟରେ। ଦୁଇଟି ଆଇରନ ବୋଝେଇ ଟ୍ରକ୍ ଧାଡ଼ି ଭାଙ୍ଗି ପାରାଦ୍ଵୀପ ଆଡ଼କୁ ଯାଉଥିବା…

ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ

କେନ୍ୟୁଜ୍(ବ୍ୟୁରୋ): ଅଗଷ୍ଟ ୨୩ରେ ନ ହେଲେ ୨୭ରେ ହେବ ଚନ୍ଦ୍ରଯାନ-୩ର ସଫଟ ଲ୍ୟାଣ୍ଡିଂ । ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ନେଇ ସମୟ ଧାର୍ଯ୍ୟ ହୋଇଛି । ଏହାର ୨ ଘଣ୍ଟା…

କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର: ୩ ମୃତ ୩ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳର ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଖୁରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

କଣ୍ଟାବାଞ୍ଜି ଜେଲରଙ୍କ ଅଡ଼ିଓ ଭାଇରାଲ ଘଟଣାର ତଦନ୍ତ କରିବେ ସମ୍ବଲପୁର ଜେଲ DIG

ବଲାଙ୍ଗିର(କେନ୍ୟୁଜ୍): ଜୀବିତ ହେଉ କି ମୃତ ହେଉ ମତେ ତାର ମୁଣ୍ଡ ଦରକାର । ତାକୁ ଜେଲ ଧରିକି ଆସ ମୁଁ ଦେଖିବି । ଏଭଳି ଏକ ଅଡିଓ  ଭାଇରାଲ ହେଲା । ଅଡିଓରେ  କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଏବଂ କଣ୍ଟାବାଞ୍ଜିର ଜଣେ ୱେବ ପୋର୍ଟାଲ ସାମ୍ବାଦିକ କଥାବାର୍ତ୍ତା ହେଉଥିବା ଅଡିଓ  ଭାଇରାଲ ହେବ…

ଦେଶରେ ଆସୁଛି ନୂଆ ସିଆରପିସି ଆଇନ, କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ

କଟକ(କେନ୍ୟୁଜ୍): ଦେଶରେ ଆସୁଛି ନୂଆ ସିଆରପିସି ଆଇନ। କ୍ରିମିନାଲ ପ୍ରୋସିଡ଼ିଅର କୋଡ଼ ବଦଳରେ ଆସୁଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା।ଏହାଦ୍ବାରା କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ। ନୂଆ ଆଇନ ବଳରେ ଫେରିବ ହ୍ୟାଣ୍ଡକଫ। ଅପରାଧୀଙ୍କୁ ପୋଲିସ ହାଣ୍ଡକଫ୍ ପକାଇ…

ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି।  ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ 5T ସଚିବ, ଦେଲେ ୯ଟି ଟିପ୍ସ

କେନ୍ୟୁଜ୍(ବ୍ୟୁରୋ): 5Tରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ । ଆଜି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଭୁବନେଶ୍ବର ଜନତା ମଇଦାନରେ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ପଚାରି…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣା: ଆଣ୍ଟି ରାଗିଂ କମିଟି ପକ୍ଷରୁ…

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କରାଯାଉଛି । ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦୁଇତିନି ଦିନ ମଧ୍ୟରେ ତଦନ୍ତ କମିଟି ରିପୋର୍ଟ ଦେବ । ତଦନ୍ତ…