ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ

କେନ୍ୟୁଜ୍(ବ୍ୟୁରୋ): କୋର୍ଟରେ ଗୋପାଳ ଦାସ। ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ। କଡ଼ା ସୁରକ୍ଷା ମଧ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ଝାରସୁଗୁଡ଼ା ଅଣାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇନି। ଗୋପାଳ ପକ୍ଷରୁ ମାମଲା ପରିଚାଳନା କରିବେ ୩ ଓକିଲ…

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା: ସମ୍ପର୍କୀୟ ଅଙ୍କଲ କହିଲେ ୩ ଜଣଙ୍କୁ ଭଲ ପାଉଥିଲା ଝିଅ

ଭୁବନେଶ୍ବର(କେନ୍ୟୁଜ୍): ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା। ମୁହଁ ଖୋଲିଲେ ସମ୍ପର୍କୀୟ ଅଙ୍କଲ। କହିଲେ ତାଙ୍କ ପାଖରେ କୌଣସି ଫୋଟକି ଭଡ଼ିଓ ନାହିଁ। ମୁଁ ତାକୁ ବ୍ଲାକ ମେଲିଙ୍ଗ କରିନି। ୩ ମାସ ତଳୁ ଶୁଭଲକ୍ଷ୍ମୀଙ୍କୁ ଘରୁ ବିଦା କରିଦେଇଥିଲେ ଅଙ୍କଲ।  ୩ ମାସ ହେବ ଶୁଭଲକ୍ଷ୍ମୀଙ୍କ ସହ ଯୋଗାଯୋଗ…

ପୁରୀ ବେଳାଭୂମୀରୁ ଦୁଇ ବର୍ଷର ଝିଅ ଅପହରଣ ହେବାର ୧୫ଦିନ ବିତିଲାଣି, ବାପା ମା’ଙ୍କ ପେଟରେ ଦାନା ପଡୁନି

ପୁରୀ(କେନ୍ୟୁଜ୍): ଦୁଇ ବର୍ଷର ଝିଅ ଅପହରଣ ହେବାର ୧୫ଦିନ ବିତିଲାଣି। ଏଯାଏ ଝିଅର ପତ୍ତା ମିଳୁନି। କାନ୍ଦି କାନ୍ଦି ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି। ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଲାଇଟହାଉସ୍ ନିକଟ ବେଳାଭୂମିରୁ ଗତ ୨୬ ତାରିଖରେ ଅପହରଣ ହୋଇଥିଲା ଅଢେଇ ବର୍ଷର ଝିଅ ରାଧା। କଟକ ନିଆଳି…

କଂଗ୍ରେସରେ ମିଶିବେ ଶିଶିର ଗମାଙ୍ଗ, ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କୁ ଭେଟିଲେ

କେନ୍ୟୁଜ୍(ବ୍ୟୁରୋ):  ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଂକୁ ଭେଟିଲେ ଶିଶିର ଗମାଙ୍ଗ । ଆଜି ସକାଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସରେ ମିଶିବା ନେଇ କଥାବାର୍ତ୍ତା କରିଛନ୍ତି । ଏନେଇ ଶିଶିର ଗମାଙ୍ଗଙ୍କ ପ୍ରତିକ୍ରିୟାରେ କହିଛନ୍ତି,…

ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ । ଲକ୍ଷ୍ମୀସାଗର ଥାନାରେ ପଚରାଉଚରା ପରେ ମୁହଁ ଖୋଲିଲେ ପୁରୁଷ ବଂଧୁ ସଞ୍ଜୟ । ବ୍ରେକଅପ ପରେ ସେହି ଯୁବକଙ୍କ ସହ ସମ୍ପର୍କରେ ଥିଲେ ଶୁଭଲକ୍ଷ୍ମୀ ।…

ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ ପାରିତ, ସପକ୍ଷରେ ଭୋଟ ଦେଲେ ୧୩୧ ସାଂସଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସର୍ଭିସ ବିଲ । ବିଲ୍ ସପକ୍ଷରେ ଭୋଟ ଦେଲେ ୧୩୧ ସାଂସଦ। ବିଲ୍ ବିପକ୍ଷରେ ଭୋଟ ଦେଲେ ୧୦୨ ସାଂସଦ । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା ଦିଲ୍ଲୀ ସର୍ଭିସ ବିଲ । ଆଜି ଦିନ ତମାମ ରାଜ୍ୟସଭାରେ ବିତର୍କ ପରେ ଭୋଟିଂ ହୋଇଥିଲା। ବିଲକୁ…

ଖୋର୍ଦ୍ଧା ନକଲି ସାର୍ଟିଫିକେଟ ମାମଲାରେ ଅଧ୍ୟାପକ ଗିରଫ ଘଟଣା, NIOSର ନକଲି ଦସ୍ତାବିଜ ତିଆରି କରି ବିପୁଳ ରୋଜଗାର…

ଖୋର୍ଦ୍ଧା(କେନ୍ୟୁଜ୍): ନକଲି ସାର୍ଟିଫିକେଟ ମାମଲାରେ ଖୋର୍ଦ୍ଧା କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗିରଫ ପରେ ଏବେ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ…

ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ଖର୍ଚ୍ଚ ହେବ ୧୫.୫୮ କୋଟି ଟଙ୍କା 

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର…

ମାଓ ଶିବିରରୁ ମିଳିଲା ଦେଶୀ ରକେଟ ଲଞ୍ଚର, ମାଟିରେ ପୋତି ରଖିଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ବଡ଼ ଧରଣର ମାଓ କ୍ୟାମ୍ପ ଠାବ। ମାଓ ଶିବିରରୁ ମିଳିଲା ଦେଶୀ ରକେଟ ଲଞ୍ଚର। କାଲିମେଳା ଥାନାର ଭେଜିଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ବିଏସଏଫର ଅପରେସନରେ ବେଳେ ମିଳିଛି ସଫଳତା। ବିଶ୍ବସ୍ତ ସୂଚନା ମିଳିବା ପରେ ଆମପଦର- ଏଲକାନୁର ଓ ବୋଦିଲୁଗୁଡା-…

ବୃଦ୍ଧି ପାଇଲା ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନର ସମୟ ସୀମା

କେନ୍ୟୁଜ୍(ବ୍ୟୁରୋ):  ବୃଦ୍ଧି ପାଇଲା  ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମୟ ସୀମା। ସୂଚନା ମିଳିଛି ଯେ ଶେଷ ତାରିଖ  ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି ପାଇଛି। ପୂର୍ବରୁ ଏହା  ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଯାଇଛି।…

ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡକୁ ଥାନାରେ ପଚରାଉଚରା । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ବୟଫ୍ରେଣ୍ଡକୁ ଜେରା । ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରିଛି ପୋଲିସ ।ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ…

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରେ): ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…