ଗଣପତି ଚତୁର୍ଥୀରେ ଗଣପତିଙ୍କୁ ଲଗାନ୍ତୁ ପନୀର ଲଡୁ ଭୋଗ, ହୋଇଯିବେ ଏକଦମ୍‌ ପ୍ରସନ୍ନ

ଆଜି ଅଗ୍ରପୂଜ୍ୟ ଗଣପତିଙ୍କର ଜନ୍ମୋତ୍ସବକୁ ସାରା ଦେଶ ପାଳନ କରୁଛି। କରୋନା କଟକଣାକୁ ମାନି ଆଜି ଦେଶ ପାଳୁଛି ଗଣେଶ ପୂଜା। ଆଜି ଗଣପତିଙ୍କୁ ପ୍ରସାଦ ଚଢ଼ାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପନୀର ଲଡୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ…

ଦୋଷୀଙ୍କୁ ମଝି ରାସ୍ତାରେ ଉଠ ବସ୍‌ କରାଇଲା ପୋଲିସ୍‌, ଦୃଶ୍ୟ ଦେଖି ତାଳି ମାରିଲେ ଲୋକେ ଦେଖନ୍ତୁ ଭିଡିଓ

ପୁଣି ଚର୍ଚ୍ଚାରେ ଇନ୍ଦୋର ପୁଲିସ । ଆମ ଦେଶରେ ଅନେକ ଯାଗରେ ଅପରାଧି ମାନଙ୍କୁ ଦଣ୍ଡ ମିଳିବା ତ ଦୂରର କଥା ସେମାନେ ଓଲଟା ଖୋଲା ଆକାଶ ତଳେ ଆରାମରେ ବୁଲୁଛନ୍ତି ଏହି ସମୟରେ ମଧ୍ୟପ୍ରଦେଶରେ ଇନ୍ଦୋର ପୁଲିସ ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ଅନେକ ପ୍ରଶଂସା ମିଳୁଛି ।…

ମୃତ୍ୟୁ ଦେଖେନି ତିଥି, ନକ୍ଷତ୍ର କି ବାର ! ଗଣେଶ ପୂଜା ପାଇଁ ଲାଇଟ୍ ଲଗାଇବା ବେଳେ ଚାଲିଗଲା ପୃଥ୍ଵୀରାଜର ଜୀବନ

ଭୁବନେଶ୍ୱର (କେନ୍ୟୁଜ) : ମୃତ୍ୟୁ ଦେଖେନି ଦିନ ବାର କି ତିଥି ନକ୍ଷତ୍ର, ଅବା ବୟସ କି ସମୟ । ଯାହାକୁ ନେବା କଥା ନେଇଯାଏ । ଛଡ଼େଇ ନିଏ ପରିବାର ଠାରୁ । ଏମିତି ତ କରୋନା ଲକ୍‌ଡାଉନ୍ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ହୋଇଯାଇଛି ଗଣେଶ ପୂଜା । ସେଥିଲାଗି ଯୁବ ପିଢ଼ିଙ୍କ ମନରେ ଆଗ୍ରହ ନାହିଁ…

ମା କୋଳରେ ସାରା ଦୁନିଆ, ଦେଖନ୍ତୁ ମାଆ ମମତାର ଏକ ସୁନ୍ଦର ଦୃଶ୍ୟ

ମାଆ ତା ନାଁ ଯେମିତି ତାର ସ୍ନେହ ବି ସେମିତି। କଥାରେ ଅଛି ମାଆ ଯାହାର ଅଛି ସାହା ତାର ଅଛି। ମା ନାମଟି ଯେତିକି ମଧୁର ତାର ମମତା ମଧ୍ୟ ତା ଠାରୁ ଅଧିକ ମଧୁର। କଷ୍ଟ ହେଲେ ଯିଏ ଆହା ବୋଲି କହି କୋଳେଇ ନିଏ ସେ ହେଉଛି ମାଆ। ମାର ମମତା ବିଷୟରେ ଯେତେ କହିଲେ ବି ସରିବନାହିଁ। ଆଜି ଆମେ ଆପଣଙ୍କ…

ଗଣେଶଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ଘରେ ବନାନ୍ତୁ ଗଜାନନଙ୍କ ପ୍ରିୟ ମୋଦକ

ଭଗବାନ ଗଣେଶଙ୍କର ପ୍ରିୟ ହେଉଛି ମୋଦକ। ଏବେର କରୋନା ମହାମାରୀ ସମୟରେ ଆପଣ ବଜାରରୁ ମିଠା କିଣିବା ଅପେକ୍ଷା ଘରେ ବଜାର ଭଳି ମିଠା ବନାଇପାରିବେ। ଆପଣ ଗଣେଶଙ୍କ ପ୍ରିୟ ପାତ୍ର ହେବାକୁ ଚାହୁଁଥିଲେ ମୋଦକ ଭୋଗ ଲଗାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ…

ଯାଜପୁରର କୁନି ପ୍ରତିଭା ଉଦୟ, ହିନ୍ଦିରେ ଲିଖିତ ମହାଭାରତକୁ ଓଡିଆରେ କଲେ ଅନୁବାଦ

ଯାଜପୁର (କେନ୍ୟୁଜ) : କରୋନା ମହାମାରୀ ଯୋଗୁ ସମସ୍ତ ବିଦ୍ୟାଳୟ ବନ୍ଦ । ଗୃହବନ୍ଦୀ ହୋଇ ରହିଛନ୍ତି ଛାତ୍ରଛାତ୍ରୀ । ତେବେ ଏହା ଭିତରେ କିଛି ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ଶକ୍ତିର ବିକାଶ ଘଟିଛି । ନିଜ ଭିତରେ ଥିବା ସୃଜନଶୀଳତାର ପରିପ୍ରକାଶ ହୋଇଛି । ହଁ ଆମେ କହୁଛୁ ଯାଜପୁରର କୁନି…

ବିଧାୟକଙ୍କୁ କରୋନା, ଭଦ୍ରକ MLA ସଞ୍ଜୀବ ମଲ୍ଲିକ କରୋନା ପଜିଟିଭ୍‌

ଭଦ୍ରକ ( କେନ୍ୟୁଜ ) : କରୋନା ଜାଲରେ ଜନପ୍ରତିନିଧି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ଵିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ଵିଟରେ ଲେଖିଛନ୍ତି ଯେ, ଆଜି ମୋର କରୋନା ଟେଷ୍ଟ ହୋଇଥିଲା ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କ…

ଦୋକାନୀ ଦେଲେ ଅଜବ ଅଫର, କରୋନା ପଜିଟିଭ ହେଲେ ୫୦,୦୦୦ ଟଙ୍କା ମିଳିବ କ୍ୟାସବ୍ୟାକ୍‌

ସମସ୍ତେ ଚାହାନ୍ତି ନିଜ ବେପାରରେ ଲାଭ ପାଇବାକୁ। ଏହି କରୋନା ମହାମାରୀ ସମୟରେ କ୍ଷତି ସହିଥିବା ଦୋକାନୀ ଏବେ ବିଭିନ୍ନ ପ୍ରକାର ଅଫର ଦେଉଛନ୍ତି। ଯାହାଦ୍ୱାରା ଗ୍ରାହକ ଆକର୍ଷିତ ହୋଇପାରିବେ। ଏମିତି ହିଁ ଏକ ଅନୋଖା ତରିକା କେରଳର ଏକ ଦୋକାନୀ ଆପଣେଇଛନ୍ତି। ଦୋକାନୀ ନିଜ ଗ୍ରାହକଙ୍କୁ ଏକ ଏମିତି…

ଗଣେଶ ପୂଜା ଅବସରରେ ଘରେ ଏମିତି ବନାନ୍ତୁ ମିଠା ବୁନ୍ଦି, ମାତ୍ର କେଇ ମିନିଟରେ ହେବ ପ୍ରସ୍ତୁତ

ବୁନ୍ଦି ଏକ ଏମିତି ମିଠା ଯାହାକୁ ଆପଣ ଖାଇବି ପାରିବେ ଏବଂ ଲଡୁ ବି ବନାଇପାରିବେ। ଆମେ ଆପଣଙ୍କୁ କହୁଛୁ ମିଠା ବୁନ୍ଦି ବନାଇବାର ଉପାୟ ବିଷୟରେ। ଗଣେଶ ପୂଜା ଥିବାରୁ ଆପଣ ଘରେ କେମିତି ବୁନ୍ଦି ବନାଇବେ ତାହା ଆପଣଙ୍କୁ ଆଜି ଶିଖାଇବୁ। ଆବଶ୍ୟକ ସାମଗ୍ରୀ ୨ କପ୍‌ ବେସନ, ୩ କପ୍‌ ଚିନି,…

ମଣିଷଙ୍କ ଗାଧୋଇବା ଷ୍ଟାଇଲକୁ ଫଲୋ କଲେ ଦୁଇ ଓରାଙ୍ଗଓଟାନ, ଭିଡିଓ ଦେଖିଲେ ହସକୁ ରୋକିପାରିବେନି ଆପଣ

ଆପଣ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ଭିଡିଓ ଦେଖୁଥିବେ। କିନ୍ତୁ ସେଥି ମଧ୍ୟରୁ ଏମିତି କିଛି ଖାସ୍‌ ଏବଂ ମଜାଦାର ଭିଡିଓ ରହିଛି ଯାହାକୁ ଆଜି ଆମେ ଆପଣଙ୍କ ସହିତ ସେୟାର କରିବାକୁ ଯାଉଛୁ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ବିଶ୍ୱାସ କରନ୍ତୁ…

କରୋନା ସମୟରେ ଏମିତି କରନ୍ତୁ ଗଣପତିଙ୍କୁ ପ୍ରସନ୍ନ, ଜାଣନ୍ତୁ ପୂଜା ବିଦ୍ଧି

ଗଣେଶ ଚତୁର୍ଥୀ ଦିନ ଗଣେଶ ମହୋତ୍ସବର ଶୁଭାରମ୍ଭ ହୋଇଯାଏ। ଯାହା ୧୦ ଦିନ ପଯ୍ୟର୍ନ୍ତ ଚାଲିଥାଏ। ଚଳିତ ବର୍ଷ ଗଣେଶ ଚତୁର୍ଥୀ ଶନିବାରରେ ପଡୁଛି। ତେବେ ଏହି ସମୟରେ ଗଣପତି ସ୍ଥାପନା କରି ତାଙ୍କର ଆଶିର୍ବାଦ ପ୍ରାପ୍ତ କରିପାରିବେ। ପ୍ରତି ବର୍ଷ ଏହି ପବିତ୍ର ପର୍ବ ବହୁତ ଧୂମଧାମରେ ପାଳନ କରାଯାଏ…

ସାଧାରଣ ଜନତାଙ୍କୁ ଲାଗିଲା ଝଟକା, ଦିଲ୍ଲୀରେ ୮୧ ଟଙ୍କା ପହଁଚିଲା ପେଟ୍ରୋଲ ଦର

ତୈଳ କମ୍ପାନୀ ପୁଣି ଥରେ ସାଧାରଣ ଜନତାଙ୍କୁ ଝଟକା ଦେଇଛି। ଗୁରୁବାର ତେଲ କମ୍ପାନୀ ପୁଣି ଥରେ ପେଟ୍ରୋଲ ଦାମକୁ ବୃଦ୍ଧି କରିଦେଇଛି। ସେହିପରି ଲଗାତର ୧୯ ଦିନ ଧରି ଡିଜେଲର ଦର ସ୍ଥିର ରହିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦ ଟଙ୍କା ମହଙ୍ଗା ହୋଇ ୮୧ ଟଙ୍କାରେ ପହଁଚିଛି। ପ୍ରାୟ ଗୋଟେ ସପ୍ତାହ…