ଘରେ ଏହି ସୁନ୍ଦର ଉପାୟରେ ବନାନ୍ତୁ ଆଳୁ ଚପ୍‌, ପାଟିରୁ ଛାଡିବନି ସ୍ୱାଦ

ବର୍ଷା ଦିନରେ ଗରମା ଗରମ ଚା ସହିତ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଏବେର କରୋନା ସମୟରେ ବଜାରର ଛଣାଛଣି ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଏମିତିରେ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଆଳୁ ଚପ୍‌। ଯାହାକୁ ଆପଣ ମାତ୍ର କେଇ ମିନିଟରେ ବନାଇ ଏହାର ସ୍ୱାଦ…

ଦୃତ ଗତିରେ ବ୍ୟକ୍ତିଙ୍କ ପଛରେ ମାଡି ଆସିଲା ଗାଡି, ତାପରେ ଡ୍ରାଇଭର ମାରିଲେ ବ୍ରେକ କିନ୍ତୁ ତାପରେ ହେଲା ଏମିତି…

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ ଯାହାଙ୍କ ଉପରେ ସ୍ୱୟଂ ଭଗବାନଙ୍କର ସାଥ୍‌ ଅଛି ତାର କିଏ କଣ କ୍ଷତି କରିପାରେ। ଟିକେ ଭଲ କରି ଦେଖନ୍ତୁ ଏ ବ୍ୟକ୍ତିଙ୍କୁ, ନିଶ୍ଚିତ ମୃତ୍ୟୁରୁ ପାଇଯାଉଛନ୍ତି ରକ୍ଷା। ୟାକୁ ଆପଣ ସୌଭାଗ୍ୟ କହିବେନି ତ ଆଉ କଣ କହିବେ। ଏ…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ ଅଛି ଦାମ୍‌

ଆଜି ପେଟ୍ରୋଲ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୨.୧୪ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୧.୦୧ ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ…

ଜାଣନ୍ତୁ ଆଜି କଣ କହୁଛି ଆପଣଙ୍କ ରାଶି

ମେଷ : ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି…

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ, ପ୍ରୟୋଗ କରି ଦେଖନ୍ତୁ

ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି। ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ। ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର…

ଦ୍ୱାଦଶ ପାସ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଅଏଲ ଇଣ୍ଡିଆ ଲିମିଟେଡରେ ଅପରେଟର ପଦ ପାଇଁ ନିଯୁକ୍ତି ଜାରି ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡରେ ଅପରେଟର ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଜରିଆରେ ଏହି ପଦ ପାଇଁ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ…

ପୁଣି ତୈଳ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ଅଛି ପେଟ୍ରୋଲ ଡିଜେଲ ଦାମ୍‌

ସରକାରୀ ତୈଳ କମ୍ପାନୀଙ୍କ ଦ୍ୱାରା ଆଜି ପେଟ୍ରୋଲ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୮୮ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୭୯.୮୮ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ…

ସୋସିଆଲ ମିଡିଆ ବ୍ଲାଷ୍ଟ କରୁଛି ସ୍ୱପ୍ନାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓ, ଆପଣ ବି ଦେଖନ୍ତୁ

ହରିୟାଣୀ ଡ୍ୟାନସର ସପନା ଚୌଧୁରୀ ରିୟଲିଟୀ ଟିଭି ଷ୍ଟାର ଏବଂ ବଲିଉଡ୍ ଅଭିନେତ୍ରୀ ହେବା ପରେ ମଧ୍ୟ ଡ୍ୟାନ୍ସ ଶୋ’ରେ ଆଜି ବି ନଜର ଆସୁଛନ୍ତି। ସାଲୱାର ସୁଟରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ସପନାଙ୍କ ଡ୍ୟାନ୍ସରେ କିଛି ଏମିତି ଖାସ ଅଛି ଯେ…

ନିଜ ପାର୍କିଙ୍ଗ୍‌ ସ୍ଥାନରେ ଆଉ କାହା ଗାଡି ଦେଖି କିଛି ଏମିତି କଲେ ବ୍ୟକ୍ତି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି…

ଆଜିର ସମୟରେ କାର ଧରିବା ଏକ ଫ୍ୟାସନ ହୋଇଗଲାଣି। କାର ଧରିବା ସମସ୍ତଙ୍କୁ ପସନ୍ଦ, କାହିଁକିନା କାର ଆବଶ୍ୟକତାକୁ ପୂରା କରିଥାଏ। କିନ୍ତୁ ସମସ୍ୟା ସେତେବେବେଳ ଆସିଥାଏ ଯେତେବେଳେ କାର ପାର୍କିଙ୍ଗ୍‌ ପାଇଁ ଯାଗା ନଥାଏ। ଆଜ୍ଞା ହଁ ଆଜିକାଲି ଗାଡି କିଣିବା ସହଜ କଥା କିନ୍ତୁ ଗାଡି ପାଇଁ…

ଆଜି ସିଲଭର ସିଟି କଟକରୁ ୧୨୭ ଜଣ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେତେ ଅଛି ମୋଟ ଆକ୍ରାନ୍ତ ସଂଖ୍ୟା

କଟକ (କେନ୍ୟୁଜ) : ଆଜି କଟକ ସହରରୁ ଆଜି ୧୨୭ ଜଣ ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଜଣାଯାଇଛି । ଆଜି ସକାଳ ସମୟରେ ଜିଲ୍ଲାରୁ ୧୪୯ ଜଣ ନୂଆ ଆକ୍ରାନ୍ତ ବାହାରୀ ଥିବା ବେଳେ ସେମଧ୍ୟରୁ ସହରରୁ ୧୨୭ ଜଣ ଅଛନ୍ତି । ଆଜିର ପଜିଟିଭକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୦୪କୁ ବୃଦ୍ଧି…

ପ୍ରକୃ‌ତି ପୂଜା-ଏକତାବଦ୍ଧ ଜୀବନ ଜାପନ ଏବଂ ସମର୍ପଣ ଭାବନାର ଶିକ୍ଷା ଦେଇଥାଏ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ହେଲେ ଏହି ପର୍ବ କେବେ ଆରମ୍ଭ ହେଲା, ତାହା ସମୟ ସହିତ…

ସାବଧାନ୍‌ ! ସାର୍ବଜନିକ ଶୌଚାଳୟରେ ବି ଜଗିଛି କରୋନା ଭାଇରସ, ଜାଣନ୍ତୁ ନିଜକୁ କେମିତି କରିବେ ରକ୍ଷା

କରୋନା ମହାମାରୀ ବିଶ୍ୱରେ ନିଜ କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟକ୍ତି ସଂକ୍ରମିତ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ହଜାରରୁ ବି ଅଧିକ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ କରୋନା ଭାଇରସ ବାୟୁ ମାଧ୍ୟମରେ ଜଣଙ୍କ ଠାରୁ ଅନ୍ୟ…