କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିଲାନି ନିଜ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଟିକେଟ, ହାଉସଫୁଲ ବୋର୍ଡ ଧରି ବୁଲିଲେ ହିରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ପ୍ରଥମ ସପ୍ତାହରେ ହିଁ ମାତ୍ର ୩ ଦିନରେ ୫୪.୫୦ କୋଟି ଆୟ କରିସାରିଲାଣି। ଏହି ଫିଲ୍ମ ୨୦୨୨ର ବଲିଉଡର ସବୁଠାରୁ ସଫଳ ଫିଲ୍ମ ମଧ୍ୟରେ ସାମିଲ ହୋଇଛି।…

ଫିଲ୍ଡିଂ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ହେଲା, ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

ଶ୍ରୀଲଙ୍କା ଏବଂ ବାଲାଂଦେଶ ମଧ୍ୟରେ ମୀରପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶ୍ରୀଲଙ୍କାର ଖେଳାଳି କୁସଲ ମଣ୍ଡିସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୭ ବର୍ଷୀୟ କ୍ରିକେଟର କୁସଲ ମଇଦାନ ଛାଡି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲଞ୍ଚର…

ରିଲିଜ ହେଲା ‘ପୃଥ୍ଵୀରାଜ’ର ଗୀତ ‘ମଖମଲ୍ଲୀ’ର ଟିଜର, ଦେଖିବାକୁ ମିଳିଲା ଅକ୍ଷୟ ଓ ମାନୁଷୀଙ୍କ କେମେଷ୍ଟ୍ରୀ

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ପୃଥ୍ଵୀରାଜ’ ରିଲିଜ ଅପେକ୍ଷାରେ ରହିଛି। ଫିଲ୍ମର ଗୀତ ‘ମଖମଲ୍ଲୀ’ର ଟିଜର ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଗୀତ ରୋମାଣ୍ଟିକ ଗୀତ। ଗୀତ ଟିଜର ରିଲିଜ ହେବା ପରେ ଲୋକେ ବହୁତ ପସନ୍ଦ କରୁଛନ୍ତି ମଧ୍ୟ। ଅକ୍ଷୟ କୁମାର ଏହି ଗୀତରେ ଟିଜର ସେୟାର କରିଛନ୍ତି।…

ବିନା ପରୀକ୍ଷାରେ ମିଳିବ ଡାକ ବିଭାଗରେ ଚାକିରି, ୧୦ମ୍‌ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଡାକ ବିଭାଗରେ ଚାକିରି କରିବା ପାଇଁ ଚାହୁଁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନୋଟିଫିକେସନ ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ ଜୁନ ୫ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀ…

ଆଇପିଏଲରୁ ଟିମ୍ ବିଦା ହେଲା ପରେ ବି ଖୁସି ଅଛନ୍ତି କେନ ଓ୍ଵିଲିୟମସନ, କାହିଁକି ଟିକେ ପଢନ୍ତୁ

ଆଇପିଏଲ ୨୦୨୨ ମ୍ୟାଚରୁ ବାଦ୍‌ ପଡିଲାଣି ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ। କିନ୍ତୁ ଟିମର ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ଓ୍ଵିଲିୟମସନଙ୍କ ପାଇଁ ଆସିଛି ଖୁସି ଖବର। କେନ ଓ୍ଵିଲିୟମସନ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। କେନଙ୍କ ପତ୍ନୀ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

ମେଷ ରାଶିରେ ହେଉଛନ୍ତି ଶୁକ୍ର ଗୋଚର, ଏହି ୫ଟି ରାଶିର ବ୍ୟକ୍ତିତ୍ୱ ରୁହନ୍ତୁ ସାବଧାନ

ରାହୁ ଗତମାସରୁ ରାଶି ବଦଳାଇ ମେଷ ରାଶିରେ ପ୍ରବେଶ କରିଛନ୍ତି। ୨୩ ମଇ ଅର୍ଥାତ୍‌ ଆଜିଠାରୁ ଶୁକ୍ର ଗୋଚର ମେଷ ରାଶିରେ ହେଉଛି। ମେଷ ରାଶିରେ ରାହୁ ଶୁକ୍ର ମିଶି କ୍ରୋଧ ଯୋଗ ରହିଛି। ରାହୁ ଶୁକ୍ର ମେଷ ରାଶିରେ ଏକାଠି ହେବା କିଛି ରାଶି ପାଇଁ ଅଶୁଭ ହୋଇପାରେ। ଏହି ରାଶିର ବ୍ୟକ୍ତି ବିଶେଷ ସାବଦାନ…

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ନଜର ଆସିଲେ ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଅଦିତି, ଫଟୋ ଦେଖି ଫ୍ୟାନ୍ସ ହେଲେ ପାଗଳ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଣି ଜଣେ ମିଷ୍ଟ୍ରି ଗାର୍ଲ। ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଦେଖିବାକୁ ଆସିଥିବା ମିଷ୍ଟ୍ରି ଗାର୍ଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ…

ନିୟନ୍ତ୍ରଣ ହରାଇ ଓଲଟିଲା ଲୁହା ପାଇପ ବୋଝେଇ ଟ୍ରକ, ଚାଲିଗଲା ୮ ଶ୍ରମିକଙ୍କ ଜୀବନ

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲୁହା ପାଇପ ବୋଝେଇ ଟ୍ରକ ଓଲଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଈଶ୍ୱର ଲାଲ, ବସୁ…

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, କେଏଲ୍‌ ରାହୁଲ ହେଲେ ଅଧିନାୟକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ବିସିସିଆଇ ଟିମ୍‌ ଘୋଷଣା କରିସାରିଛି। ଏଥିରେ ଟିମର ଅଧିନାୟକ ଦାୟିତ୍ୱ କେଏଲ ରାହୁଲଙ୍କୁ ଦିଆଯାଇଛି। T20 ସିରିଜରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଟିମକୁ ଫେରିଛନ୍ତି…

ଆଜିଠାରୁ ୧୩ ତମ କିଟ୍ ଇଣ୍ଟରନ୍ୟାସନାଲ୍ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ, ୨୯ ତାରିଖ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ

(କେନ୍ୟୁଜ୍): ଆଜିଠାରୁ କିଟରେ ଆରମ୍ଭ ହୋଇଛି ୧୩ ତମ କିଟ୍ ଇଣ୍ଟରନ୍ୟାସନାଲ୍ ଚେସ୍ ଫେଷ୍ଟିଭାଲ ୨୦୨୨। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୯ ତାରିଖ ଯାଏଁ ଚାଲିବ। କିଟ୍ ଅଡିଟୋରିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ସିନିୟର…

୯ ବର୍ଷ ପରେ ଅଭିନୟ ଜଗତକୁ ଫେରୁଛନ୍ତି ସୋନାଲୀ ବେନ୍ଦ୍ରେ, ୱେବ୍ ସିରିଜରେ କରିବେ ଡେବ୍ୟୁ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଖୁବଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରୁଛନ୍ତି। ଅନେକ ଦିନ ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି ସୋନାଲୀ। ସୋନାଲୀ ୱେବ୍ ସିରିଜ ଦ ବ୍ରୋକନ ନ୍ୟୁଜ ଜରିଆରେ ଆକ୍ଟିଂ ଦୁନିଆକୁ ଫେରୁଛନ୍ତି। ଏହି ସିରିଜର ଟିଜର ରିଲିଜ ହୋଇଛି। ଯେଉଁଥିରେ ସୋନାଲୀ…

ରବିବାର ଦିନ କରନ୍ତୁ ଏହି ୧୦ଟି କାମ, ମା’ ଲକ୍ଷ୍ମୀ କରିବେ ଧନବର୍ଷା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ବାର କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ରହିଥାଏ। ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରାଯାଏ। ଏହାଛଡା ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଏ। ମାନ୍ୟତା ରହିଛି କି, କିଛି ଉପାୟ ରବିବାର ଦିନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ…