Below header

Whatsapp status ରେ କେମିତି ଲଗାଇବେ GIF, ଜାଣନ୍ତୁ ସଂପୂର୍ଣ୍ଣ ଷ୍ଟେପ୍‌

ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ୨୦୧୭ରେ ହ୍ଵାଟସଆପ୍‌ ଇନଷ୍ଟାଗ୍ରାମ ଷ୍ଟୋରିଜ ଭଳି ଷ୍ଟାଟସ ଅପଡେଟ୍‌ ପିଚର ଆଣିଥିଲା। ଏହି ଫିଚର ଅନ୍ୟ ୟୁଜର୍ସଙ୍କ ସହିତ ଟେକ୍ସଟ୍‌, ଫଟୋ, ଭିଡିଓ ସେୟାର କରିବାର ସୁବିଧା ଦେଇଥାଏ। ଅପଡେଟ୍‌ ଆଣ୍ଡ ଟୁ ଆଣ୍ଡ…

ଖରାଦିନେ ପ୍ରସ୍ତୁତ କରନ୍ତୁ ଭେଣ୍ଡି କାଲିମିରଚ୍‌, ଅତିଥି ପ୍ରଶଂସା କରି ଥକି ପଡିବେ

ଗରମ ଦିନରେ ପ୍ରବଳ ଖରା ଯୋଗୁଁ ଖାଇବାକୁ ଇଚ୍ଛା ନଥାଏ। ତେଣୁ ଘରେ ଘରେ ପଖାଳ କଂସାକୁ କ’ଣ ଟିକେ ଭଜା ହୋଇଗଲେ ଚଳିଯିବ। ଆଉ ଖରାଦିନରେ ଭେଣ୍ଡି ମଧ୍ୟ ଅଧିକ ମିଳିଥାଏ। ତେବେ ଭେଣ୍ଡିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି। ଫ୍ରାଏଡ ଭେଣ୍ଡି,…

୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, HCL ରେ ୯୬ ପଦବୀ ପଡିଛି ଖାଲି

ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୁସ୍ତାନ କପର ଲିମିଟେଡ୍‌ ଦ୍ୱାରା ଟ୍ରେଡ ଆପରଣ୍ଟିସରେ ଅନେକ ପଦବୀ ଖାଲିପଡିଛି। ଏହି ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାର…

ବାପାଙ୍କୁ ମନେ ପକାଇ ପ୍ରତିଦିନ ରାତିରେ କାନ୍ଦନ୍ତି ରଣବୀର, ନୀତୁ କହିଲେ ମନର କଥା

ବଲିଉଡର ଦିବଂଗତ ଅଭିନେତା ଋଷି କପୁର ଗତ ଦୁଇବର୍ଷ ହେଲାଣି ଆମକୁ ଛାଡିଚାଲିଗଲେଣି। କିନ୍ତୁ ତାଙ୍କ ସ୍ମୃତି, ଫିଲ୍ମ ଏବଂ ହସହସ ମୁହଁ ଆଜି ବି ଆଖି ଆଗରେ ନାଚିଉଠୁଛି। ଗତକାଲି ଋଷି କପୁରଙ୍କ ଶ୍ରାଦ୍ଧବାର୍ଷିକୀ ହୋଇଥିଲା। ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ପରିଜନଙ୍କ ମନର ସ୍ମୃତି ମନେ…

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରାହୁଲ, ହେଲେ ପନ୍ତ ମଧ୍ୟ ମ୍ୟାଚ୍‌ ହାତେଇବାକୁ ପ୍ରସ୍ତୁତ

ଆଜିର ଆଇପିଏଲ୍ର ୪୫ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସୁପରଜିଆଣ୍ଟସ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ। ନିକଟରେ ଦିଲ୍ଲୀ…

ରାସ୍ତାରେ ସାଙ୍ଗ ମରିପଡିଥିବା ଦେଖି ସହିପାରିଲାନି ଅନ୍ୟ ବନ୍ଧୁ, ଏମିତି ଦେଲା ଅନ୍ତିମ ବିଦାୟ : ଦେଖନ୍ତୁ ଭିଡିଓ

ଯେତେବେଳେ କିଏ ନିଜର ଆମକୁ ଛାଡି ଚାଲିଯାଏ, ତେବେ ମନକୁ କେତେ କଷ୍ଟ ଲାଗିଥାଏ, ତାହା ନିଜେ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିଛି। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କ ମଧ୍ୟ ଏମିତି ଅନୁଭବ କରିଥାନ୍ତି। ଆପଣ ହୁଏତ ଏହି ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ। ଏହି ଭିଡିଓରେ ପକ୍ଷୀ ମରିଯାଇଥିବା…

ସ୍ପିନର ହେବାକୁ ଥିଲା ଇଚ୍ଛା, କିନ୍ତୁ ଭଲ ଟ୍ରେନିଂ ମିଳୁଥିବା ସ୍କୁଲ ଫିସ୍‌ ଦେବାକୁ ରୋହିତଙ୍କ ପରିବାର ପାଖରେ ନଥିଲା…

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଅନେକ ଥର ଜବରଦସ୍ତ ପ୍ରଦର୍ଶନ କରି ଟିମ୍‌କୁ ଜିତାଇଛନ୍ତି। ଅଧିନାୟକ ହେବା ପୂର୍ବରୁ ଦମଦାର ପ୍ରଦର୍ଶନ କରିଥିଲେ ଏହା ପରେ ମଧ୍ୟ ବିନା କୌଣସି ଚାପରେ ଟିମର ଭଲ ଦାୟିତ୍ୱ ନେଇପାରନ୍ତି ରୋହିତ। କିନ୍ତୁ ଚଳିତଥର ଆଇପିଏଲରେ ବେଶ୍‌ କିଛି କମାଲ…

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୭କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି, ଠକ ସୁକେଶ ଦେଇଥିଲା ଏସବୁ ସମ୍ପତ୍ତି

ଫସିଗଲେ ଜ୍ୟାକଲିନ। ସିଜ୍ ହେଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମ୍ପତ୍ତି । ସୁକେଶ ଚନ୍ଦ୍ରଶେଖର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ୭ କୋଟି ୨୭ଲକ୍ଷ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ…

କାନପୁରରେ ରହିଛି ପାକିସ୍ତାନୀଙ୍କ କୋଟି କୋଟି ଟଙ୍କାର ଜମି, ଲୋକେ କରୁଛନ୍ତି କବ୍‌ଜା

ଭାରତ ଓ ପାକିସ୍ତାନ ଦୀର୍ଘ ୭୫ ବର୍ଷ ହେଲାଣି ଅଲଗା ହୋଇସାରିଲେଣି। ଦିନକୁ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପଡୋଶୀ ଦେଶ ହୋଇ ମଧ୍ୟ ପରସ୍ପରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି ୨ ଦେଶ। କିନ୍ତୁ ଆଜି ବି ଭାରତ ଛାଡି ପାକିସ୍ତାନ ଯାଇଥିବା ଲୋକଙ୍କ ସଂପତ୍ତି…

ଗରମ ଦିନରେ ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା ଅଳସୀ ରାଇତା, ଜାଣନ୍ତୁ କିପରି

ଅଳସୀରେ ପୋଟାସିୟମ, ଓମେଗା ୩, ଫାଇବର ଭରପୂର ମାତ୍ରାରେ ରହିଥାଏ। ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡିୟମକୁ ବାହାର କରିବାରେ କିଡନୀର ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ଅଳସୀରେ ୮୧୩ ମିଲିଗ୍ରାମ ପୋଟାସିୟମ ରହିଥାଏ। ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର। ଯାହା ରକ୍ତଚାପକୁ…

ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ୍‌, ସେମିଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

ଅଲିମ୍ପିକରେ ଦୁଇଥର ପଦକ ବିଜେତା ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ମହିଳା ସିଙ୍ଗିଲସ୍ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏକ ରୋମାଞ୍ଚକ ମ୍ୟାଚରେ ଚୀନର ବିଙ୍ଗ ଜିଆଓଙ୍କୁ ୨୧-୯,୧୩-୨୧,୨୧-୧୯ ସେଟରେ ପରାସ୍ତା କରିଛନ୍ତି। ଏହି ବିଜୟ ସହିତ ସିନ୍ଧୁ…

ବ୍ରେକଅପ୍‌କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପବ୍ଲିକ ଜାଗାରେ ଖସିଗଲା କିଆରାଙ୍କ ଡ୍ରେସ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀମାନେ ନିଜର ନୂଆ ଲୁକ୍ସ ନେଇ କଠିନ ପରିଶ୍ରମ କରନ୍ତି। ରେଡ କାର୍ପେଟରେ ସୁନ୍ଦର ଦେଖାଯିବା ପରେ ସବୁ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ବେଳେ ବେଳେ ଏହି ପରିଶ୍ରମ ବୃଥା ହୋଇଥାଏ। ସର୍ବସାଧାରଣ ସ୍ଥାନରେ ଅଭିନେତ୍ରୀ ଲଜ୍ୟା ଅନୁଭବ କରନ୍ତି। ଏମିତି ଲଜ୍ୟା ମୁହୂର୍ତ୍ତର ଶିକାର…