ପରିବା ହାଟରେ ଲୋକଙ୍କ ଉପରେ ମାଡିଗଲା ବିଳାସପୂର୍ଣ୍ଣ କାର, ୭ ମୃତ

ଉତ୍ତରପ୍ରଦେଶ ନୋଏଡାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେକ୍ଟର ୧୧୩, ଥାନା ଅଞ୍ଚଳରେ ଥିବା ପରିବା ହାଟ ନିକଟରେ ଏକ ବିଳାସପୂର୍ଣ୍ଣ କାର ୭ ଜଣ ଲୋକଙ୍କ ଉପରେ ଚଢିଯାଇଛି। ଏହି ଘଟଣା ଘଟିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ନେଇ ପୋଲି…

ଆଲିଆଙ୍କୁ ବିବାହ ଦିନ ସ୍ପେଶାଲ ଉପହାର ଦେବେ ରଣବୀର, ଖାସ୍‌ ଅର୍ଡର ଦେଇ ବିଦେଶରୁ ମଗାଇଛନ୍ତି

ରଣବୀର କପୁର ଏବଂ ଆଲିଆଙ୍କ ବାହାଘର ପାଇଁ ଉତ୍ସବ ଆରମ୍ଭ ହୋଇଗଲାଣି। ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ ରଣବୀର ଆଲିଆଙ୍କ ପାଇଁ ବିଦେଶରୁ ଉପହାର ଅର୍ଡର କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳିଛି। ଖବର ଅନୁଯାୟୀ,…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଜି କର ବା ମର ସ୍ଥିତି, ପଞ୍ଜାବକୁ ଟକ୍କର ଦେବାକୁ ପ୍ରସ୍ତୁତ ରୋହିତଙ୍କ ଟିମ୍‌

ଆଜି ଆଇପିଏଲରେ ୨୩ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଟକ୍କର ଦେବେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚେନ୍ନାଇ ସୁପରକିଙ୍ଗସ ଭଳି ୫ଥର ଚାମ୍ପିଅନ୍ ହୋଇଥିବା ଟିମ୍‌ ପ୍ରଥମ ୪ଟି ମ୍ୟାଚ୍ ହାରି ସାରିଛି। ମାତ୍ର ଆଉ…

ରିଲିଜ ହେଲା ‘ଧାକଡ଼’ର ଟିଜର, ଫିଲ୍ମରେ ୭ଟି ଅଲଗା ଅଲଗା ଲୁକ୍ସରେ ନଜର ଆସିବେ କଙ୍ଗନା

କଙ୍ଗନା ରଣାଓ୍ଵତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଛି। ଅନେକ ଦିନ ଥରି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଟ୍ରେଲର ଆରମ୍ଭରେ କଙ୍ଗନାଙ୍କର ବୋଲ୍ଡ ଲୁକ୍‌ ନଜର ଆସିଛି। କଙ୍ଗନା ବିକିନୀ ପିନ୍ଧି ଡ୍ରିଙ୍କ କରୁଥିବାର ନଜର ଆସିଛନ୍ତି। ଏହା ପରେ ବାଥଟବ୍‌ରେ…

ବୁଚାରେ ନାବାଳିକାଙ୍କୁ ବନ୍ଦୀ ରଖି ପ୍ରତିଦିନ ଦୁଷ୍କର୍ମ କରିଥିଲା ରୁଷ ସେନା, ଏବେ ସବୁ ଗର୍ଭବତୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି। ରୁଷ ହେଉ କିମ୍ବା ୟୁକ୍ରେନ କେହି ବି ପଛକୁ ହଟିବା ପାଇଁ ଚାହୁଁନାହାନ୍ତି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନର କେତେକ ସହର ଛାରଖାର ହୋଇଯାଇଛି। ବୁଚା, ମାରିୟୁପୋଲ ଏବଂ ଲିଭରେ ସବୁକିଛି ଧ୍ୱଂସ ହୋଇଯାଇଛି। ବୁଚାରେ ହୋଇଥିବା ନରସଂହାର ଫଟୋ ସାମ୍ନାକୁ…

ରୋପ୍‌ ୱେ ଦୁର୍ଘଟଣା: ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ଶେଷ, ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଝାରଖଣ୍ଡର ଦେଓଘର ତ୍ରିକୁଟ ପାହାଡ ଉପରେ ହୋଇଥିବା ରୋପ୍‌ ୱେ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୪୭ ଜଣ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଅଧିକ ଉଚ୍ଚ ଏବଂ ଦୁର୍ଗମ ଅଞ୍ଚଳ ଯୋଗୁଁ ଉଦ୍ଧା କାର୍ଯ୍ୟରେ ଅନେକ ଅସୁବିଧା ସାମ୍ନା କରିବାକୁ…

ଦୀପକ ଚହର ପୁଣି ଆହତ, ଏଥର ଆଇପିଏଲ୍‌ ସିଜିନରୁ ପଡିପାରନ୍ତି ବାଦ୍‌

ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସର ଅବସ୍ଥା ଶୋଚନୀୟ ହୋଇପଡିଛି। ଚେନ୍ନାଇ ଚଳିତ ଆଇପିଏଲ ସିଜିନରେ ୪ଟି ମ୍ୟାଚ ଖେଳି ୪ଟି ଯାକ ମ୍ୟାଚ ହାରିଯାଇଛି। ସୁପରକିଙ୍ଗସର ବୋଲରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଟିମ୍‌ ଖରାପ ପ୍ରଦର୍ଶନ କରୁଛି। ଟିମର ଦମଦାର ବୋଲର ଦୀପକ ଚହରଙ୍କ…

SBI ରେ ଖାଲିପଡିଛି ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଖାଲିପଡିଛି ସ୍ପେଶାଲିଷ୍ଟ କ୍ୟାଡର ଅଫିସର (SCO) ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରିଛି ଷ୍ଟେଟ ବ୍ୟାଙ୍କ। ନୋଟିଫିକେସନ ଅନୁଯାୟୀ, ଷ୍ଟେଟ୍‌ ବ୍ୟାଙ୍କରେ ୮ଟି ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ…

ଏବେ ଉବେର କ୍ୟାବ୍‌ରେ ଯାତ୍ରା କରିବା ପଡିବ ମହଙ୍ଗା, ୧୨ ପ୍ରତିଶତ ବଢିଲା ଭଡ଼ା

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ନିଆଁ ଲାଗିଛି। ଫଳରେ ଗାଡିରେ ଯିବାଆସିବା କରିବା ପାଇଁ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପଡୁଛି। ଆଉ ଯେଉଁମାନେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ବ୍ୟବହାର କରୁନାହାନ୍ତି, ସେମାନେ କ୍ୟାବ୍ରେ ଯିବା ଆସିବା କରୁଛନ୍ତି। ତେଣୁ କ୍ୟାବ୍ ଦାମ୍‌ ବଢାଇବାକୁ…

ଦେଶର ପ୍ରଥମ ବଡ ଘଟଣା, ରାସ୍ତାରେ ଏକାଥରକେ ୨୦ ଇଲେକ୍ଟ୍ରିକ ସ୍କୁଟରରେ ଲାଗିଲା ନିଆଁ

ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି । କିନ୍ତୁ କିଛିଦିନ ହେଲାଣି ନିକଟରେ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗୁଥିବା ଘଟଣା…

ଆଉ ଗୋଟେ ମ୍ୟାଚ ହାରିଲେ ମଉଳିଯିବ ଚେନ୍ନାଇ ସୁପରକିଙ୍ଗସର ଟାଇଟଲ ଆଶା, ବାଙ୍ଗାଲୋରକୁ ଚ୍ୟାଲେଞ୍ଜ ଦେବ ଚେନ୍ନାଇ

ଆଜିର ଆଇପିଏଲରେ ୨୨ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଲଗାତାର ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ଜରୁରୀ ରହିଛି। ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ…

ଆଇପିଏଲରେ ମିଷ୍ଟ୍ରୀ ଗାର୍ଲ, ଦିଲ୍ଲୀ-କୋଲକତା ମ୍ୟାଚରେ ଫ୍ୟାନ୍ସଙ୍କ ମନ ଜିଣିଲେ ଯୁବତୀ

ଆଇପିଏଲ୍‌ ଆରମ୍ଭ ହେଲେ ଖେଳାଳି ତ ଖେଳାଳି ଫ୍ୟାନ୍ସ ପୁରା ପାଗଳ ହୋଇପଡନ୍ତି। ରୋମାଞ୍ଚ ଭରା ମ୍ୟାଚରେ କେବଳ ଖେଳାଳି ନୁହେଁ କିଛି ଦର୍ଶକ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କ୍ରିକେଟ ମ୍ୟାଚ୍‌ ଚାଲୁଥିବା ବେଳେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ ଭିତରୁ ମଜାଦାର ଲୋକ ହେଉ ଅବା…