ଜାତକ ଚନ୍ଦ୍ରମା ଦୁର୍ବଳ ଥିଲେ ଦେଖାଦିଏ ଏହି ସବୁ ଲକ୍ଷଣ, ମଜବୁତ କରିବା ପାଇଁ କରନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। କୌଣସି ଗ୍ରହ କୌଣସି ବ୍ୟକ୍ତିର କୁଣ୍ଡଳୀରେ ଦୁର୍ବଳ ଥିଲେ, ସେହି ବ୍ୟକ୍ତିର ଜୀବନ ଉପରେ ତା’ର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥାଏ। ଚନ୍ଦ୍ର ଗ୍ରହର ସଂପର୍କ ବ୍ୟକ୍ତିର ମସ୍ତିଷ୍କ ସହିତ ରହିଥାଏ। ଯଦି କାହା…

ଦେଓଘର ରୋପ୍‌ ୱେ ଦୁର୍ଘଟଣା: ୨ ମୃତ, ୨୦୦୦ ଫୁଟ ଉପରେ ଝୁଲିଛନ୍ତି ୫୦ରୁ ଅଧିକ ଯାତ୍ରୀ

ଝାରଖଣ୍ଡ ଦେଓଘର ନିକଟରେ ଥିବା ତ୍ରିକୁଟ ପାହାଡ ଶିଖରରେ ଥିବା ରୋପ୍‌ ୱେରେ ବଡ ଦୁର୍ଘଟଣା ଘଟିଛି। ଫଳରେ ୨ ମହିଳା ଯାତ୍ରୀ ମୃତ୍ୟୁବରଣ କରିଥିବ ବେଳେ ୫୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ୨୦୦୦ ଫୁଟ ଉପରେ ଝୁଲି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଟ୍ରଲିରୁ ୧୧ ଜଣକୁ ଉଦ୍ଧାର କରିଯାଇଛି।…

ଡିଗ୍ରୀ କରିଥିଲେ ଇନକମ୍‌ ଟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ

ଇନକମ୍‌ ଟାକ୍ସରେ ଚାକିରି କରିବାକୁ ଇଚ୍ଛୁକ କି ? ଇନକମ୍‌ ଟାକ୍ସ ବିଭାଗରେ ଖାଲିପଡିଛି ଟାକ୍ସ ଇନ୍ସପେକ୍ଟର ସହିତ ଅନ୍ୟ ପଦବୀ। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୮ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌…

ଚାଣକ୍ୟ ନୀତି : ପରିବାର ଓ ସ୍ୱାମୀ ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି ଏହି ସ୍ୱଭାବର ଝିଅ

ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ର, କୁଟନୀତି, ରାଜନୀତି ଛଡା ଘର ପରିବାର ସହିତ ଜଡିତ ଅନେକ କଥା ମଧ୍ୟ କହିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଘର ପରିବାର ଚଳିଲେ, ଘର ସ୍ୱର୍ଗ ହୋଇଯାଏ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ସୁଦୃଢ ହୋଇଥାଏ। ତେବେ ମହିଳାମାନଙ୍କର ଏପରି ଏକ ଖାସ୍‌ ଅଭ୍ୟାସ…

ଗୁଜରାଟର ଅର୍ଗାନିକ କମ୍ପାନୀରେ ବଡ ଧରଣର ବିସ୍ଫୋରଣ, ୬ ମୃତ

ଗୁଜରାଟର ଭରୁଚରେ ବଡ ଧରଣର ବିସ୍ଫୋରଣ। ଏକ ଅର୍ଗାନିକ କମ୍ପାନୀରେ ନିଆଁ ଲାଗିବା କାରଣରୁ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅର୍ଗାନିକ କମ୍ପାନୀରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା…

ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପୁଣି ବାଜି ମାରିପାରେ ଗୁଜରାଟ ଟାଇଟନ୍ସ

ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ ।…

ଲୋକପ୍ରିୟ କଳାକାର ତଥା ସ୍କ୍ରିନ୍‌ ରାଇଟର ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ, ମୃତ୍ୟୁର କାରଣ ଅସ୍ପଷ୍ଟ

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖଦ ଖବର। ଲୋକପ୍ରିୟ ବଲିଉଡ ଅଭିନେତା ତଥା ସ୍କ୍ରିନ ରାଇଟର ଶିବ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି। ଏହି ଅଭିନେତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି। କେମିତି ଆଉ କିପରି ତାଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ।…

ଗାଡି ଟାଙ୍କିରେ ଫୁଲ୍‌ ତେଲ ପକାଇବେ କି ନାହିଁ, ଭାଇରଲ ହେଉଥିବା ମେସେଜ ଗୁଜବ ବୋଲି କହିଲା ଇଣ୍ଡିଆନ ଅଏଲ୍‌

ଗାଡିର ଟାଙ୍କିରେ ତେଲ ଫୁଲ କରି ରଖିବା କିଛି ଲୋକଙ୍କର ଅଭ୍ୟାସ। ସେମାନେ ପେଟ୍ରୋଲ ପମ୍ପ ଲାଇନରେ ଠିଆ ହେବାକୁ ଭଲ ପାଆନ୍ତି ନାହିଁ। ତେଣୁ ଟାଙ୍କିକୁ ଫୁଲ କରି ରଖନ୍ତି। ଗରମ ଦିନରେ ଗାଡି ଟାଙ୍କି ଫୁଲ୍‌ କରିବା ବିପଦଜନକ ହୋଇପାରେ। ଯଦି ଆପଣଙ୍କ ପାଖକୁ ଏମିତି କିଛି ମେସେଜ ଆସୁଛି, ତେବେ…

ସ୍ୱାସ୍ଥ୍ୟ ପାଇଁ ଭଲ ଆଉ ଖାଇବାକୁ ଟେଷ୍ଟି ସୋୟା କଟଲେଟ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପ୍ରତିଦିନ ସକାଳୁ ବ୍ରେକଫାଷ୍ଟରେ କ’ଣ କରିବେ, ତାହାକୁ ନେଇ ଚିନ୍ତାରେ ରୁହନ୍ତି ପ୍ରତ୍ୟେକ ଘରର ମହିଳା। ନିଜ ଦିନର ଆରମ୍ଭ ସ୍ୱାସ୍ଥ୍ୟକର ଖାଦ୍ୟରୁ ହେଉ, ତାହା ସମସ୍ତେ ଚାହାନ୍ତି। ସେଥିପାଇଁ ସକାଳୁ ସ୍ୱାସ୍ଥ୍ୟକର ଖାଇବାକୁ ଚାହାନ୍ତି। ତେବେ ଆପଣ ସକାଳୁ ସୋୟା କଟଲେଟ୍‌ ପ୍ରସ୍ତୁତ କରି…

ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା୯୦ ହଜାରରୁ ଊର୍ଦ୍ଧ୍ୱ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌(BEL) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। BEL ରେ ବାଙ୍ଗାଲୁରୁ କମ୍ପ୍ଲେକ୍ସ ପାଇଁ ସ୍ଥାନୀୟ ଭାବେ ୯୧ ଜଣ ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି, ଟେକ୍ନିସିଆନ୍‌ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ belindia.in…

ଆଜି କେଏଲ୍‌ ରାହୁଲଙ୍କ ଟକ୍କର ଦେବାକୁ ପ୍ରସ୍ତୁତ ସଞ୍ଜୁ ସାମସନ, ଉଭୟ ଟିମର ବଡ ସ୍କୋର ସମ୍ଭାବନା

ଆଇପିଏଲ୍‌ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ। ଦୁଇଟି ଯାକ ଟିମ୍‌ ଏବେ ପଏଣ୍ଟ ତାଲିକାରେ ଉପରେ ରହିଛନ୍ତି। ଆଉ ଆଜିର ମ୍ୟାଚ ଜିତି ନିଜର ସ୍ଥିତିକୁ ମଜବୁତ ରଖିବା ପାଇଁ ଉଭୟ ଟିମ୍‌ ଚେଷ୍ଟା କରିବେ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆଜିର…

ତଳେ ଶୋଇଲେ ଦୂର ହୁଏ ମେରୁଦଣ୍ଡ ଯନ୍ତ୍ରଣା ଓ ଷ୍ଟ୍ରେସ, ତଳେ ଶୁଅନ୍ତୁ ସୁସ୍ଥ ରୁହନ୍ତୁ

ଦିନଯାକର କାମ ଓ ଥକ୍କାପଣ ପରେ ଯେଉଁ ନିଦ ହୁଏ, ତାହାର ମଜା ନିଶ୍ଚିତ ଭାବେ ଅଲଗା। ଆଉ ଆଜିକାଲିର ଲୋକମାନେ କାମକାର୍ଯ୍ୟ ସାରି ଥକ୍କାପଣ ଦୂର କରିବା ପାଇଁ ଗଦିରେ ଶୋଉଛନ୍ତି। ଆଉ କିଛି ଲୋକ ନିଜ ନିଜ ଆରାମ ଅନୁଯାୟୀ ଶେଯ ପାରି ଶୁଅନ୍ତି। କିଏ ପତଳା ଗଦିରେ ଶୋଇବାକୁ ପସନ୍ଦ କରେ ତ ଆଉ କିଏ…