ନଅ ଜଣ ସ୍ତ୍ରୀ ଥାଇ ମଧ୍ୟ ବୁଝୁନି ମନ, ଏବେ ଆଉ ୨ ଜଣଙ୍କୁ ବିବାହ କରିବେ ଏହି ଯୁବକ

ଆପଣମାନେ କିଛିଦିନ ତଳେ ବ୍ରାଜିଲର ଜଣେ ଯୁବକଙ୍କ ବିଷୟରେ ଖବର ନିଶ୍ଚିତ ପଢିଥିବେ କିମ୍ବା ଶୁଣିଥିବେ। ଯୁବକ ଜଣକ ୯ ଜଣ ପତ୍ନୀଙ୍କ ସହିତ ରହୁଥିବା ବେଳେ ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ପୁଣି ଥରେ ଆଉ ଏକ ଖବର ଯୋଗୁଁ ଚର୍ଚ୍ଚାରେ…

ଚାରିଦିନର ପୁଅକୁ ନେଇ ହସପିଟାଲରୁ ଫେରିଲେ କମେଡି କୁଇନ ଭାରତୀ, ସାମ୍ନାକୁ ଆସିଲା ଫଟୋ

କେମଡି କୁଇନ ଭାରତୀ ଏବଂ ହର୍ଷ ଲିମ୍ବାଚିଆ ୪ ଦିନ ପୂର୍ବରୁ ବାପା ମା ହୋଇଛନ୍ତି। ଭାରତୀ ଏପ୍ରିଲ ୩ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପିଲା ଜନ୍ମ ହେବାର ୩ ଦିନ ପରେ ଭାରତୀ ଏବଂ ହର୍ଷଙ୍କ ପ୍ରଥମ ଫ୍ୟାମିଲି ଫଟୋ ସାମ୍ନାକୁ ଆସିଛି। ଏହି କମେଡି ଦମ୍ପତି ନବଜାତ ପୁତ୍ରକୁ ଧରି…

ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣ ଘଟଣା, ଅଭିଯୁକ୍ତ ଠାରୁ ଦୁବାଇ ପାସପୋର୍ଟ ଜବତ କଲା ATS

ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣରେ ଗିରଫ ହୋଇଥିବା ଅହମଦ ମୁର୍ତଜା ଅବ୍ଦାସୀଙ୍କୁ ନେଇ ନୂଆ ନୂଆ ଖୁଲାସା ହେଉଛି। ଏବେ ଅହମଦ ମୁର୍ତଜା ଠାରୁ ପାସପୋର୍ଟ ଜବତ କରାଯାଇଛି। ଯେଉଁଥିରେ ସେ ଗତ ୬ ମାସ ତଳେ ଦୁବାଇ ଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ମୁର୍ଜତାଙ୍କ ପାସପୋର୍ଟ ମୁମ୍ବାଇ…

ପୁଷ୍ପା ପରେ ପିଲାଙ୍କ ମୁଣ୍ଡରେ ଚଢିଲା ମମତାଙ୍କ ଭୂତ, ୧୦ମ ଶ୍ରେଣୀ ପରୀକ୍ଷା ଖାତାରେ ଲେଖିଲେଣି ‘ଖେଲା ହୋବେ’

ଅଲ୍ଲୁ  ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦେଖିବା ପରେ ଆବାଳ ବୃଦ୍ଧ ବନିତା ସମସ୍ତେ ପୁଷ୍ପା ଡାଇଲଗ କରିବାରେ ବ୍ୟସ୍ତ। ଯିଏ ନାହିଁ ସିଏ ପୁଷ୍ପାର ଲୋକପ୍ରିୟ ଡାଇଲଗ ‘ଝୁକେଗା ନେହଁ ସାଲା’ କହିବାରେ ବ୍ୟସ୍ତ। ତେବେ ପରୀକ୍ଷାରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଏହି ଡାଇଲଗ ଲେଖି ଚର୍ଚ୍ଚାକୁ ଆସିଥିବା…

ଚେନ୍ନାଇ ଏବଂ ହାଇଦ୍ରାବାଦକୁ ହରାଇ ମନୋବଳକୁ ବଢାଇସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ, ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଦେବ…

ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ପରସ୍ପରକୁ ଟକ୍କର ଦେବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି। ସୁପରଜିଆଣ୍ଟସ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୨…

ନବରାତ୍ରିର ଷଷ୍ଠଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା, ବିବାହ ଜନିତ ସମସ୍ୟା ହେବ ଦୂର

ଆଜି ନବରାତ୍ରିର ଷଷ୍ଠ ଦିନ। କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ…

ଭାଇରଲ ହେଉଛି ନୀତୁ କପୁର ଏବଂ ରିଷ କପୁରଙ୍କ ୱେଡିଂ କାର୍ଡ, ଏମିତି ହୋଇପାରେ ରଣବୀର ଓ ଆଲିଆଙ୍କ ବିବାହ କାର୍ଡ!

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ରଣବୀର ଏବଂ ଆଲିଆଙ୍କର ରହିଛି। ଫ୍ୟାନ୍ସ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟ୍‌ ପର୍ଯ୍ୟନ୍ତ ସମସ୍ତେ ବିବାହକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ଦୁହିଁଙ୍କ ବିବାହ ତାରିଖ ଏବଂ ଅତିଥି ତାଲିକା ସାମ୍ନାକୁ ଆସିଥିବା ବେଳେ ଏବେ ଉଭୟଙ୍କ ୱେଡିଂ କାର୍ଡକୁ ନେଇ…

ଭାରତକୁ ସହାୟତା ମାଗିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ସଙ୍କଟରେ ଶ୍ରୀଲଙ୍କା। ଦେବାଳିଆ ହୋଇଆସୁଛି ଶ୍ରୀଲଙ୍କାର ସ୍ଥିତି। ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଖରାପ ହୋଇ ଚାଲିଛି। ଏପରି ସ୍ଥଳେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଭାରତକୁ ସହାୟତା ମାଗିଛନ୍ତି। ଭାରତକୁ ଏକ ବଡ ଭାଇ ବୋଲି କହି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ…

ଗ୍ଲେନ ମ୍ୟାକ୍ସୱେଲଙ୍କ ବଡି ମସାଜ କରୁଥିବା ନଜର ଆସିଲେ ବିରାଟ କୋହଲି, ଭିଡିଓ ଭାଇରଲ

ମଙ୍ଗଳବାର ଆଇପିଏଲ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ୪ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ସମୟରେ ବିରାଟ କୋହଲି ଡ୍ରେସିଂ ରୁମରେ…

ଲୋକଙ୍କୁ ଆଶ୍ରୟ ଦେବା ପାଇଁ କୋଟିଏ ଟଙ୍କାର ଘର କିଣିଲେ ଏହି ବ୍ୟକ୍ତି, ୟୁକ୍ରେନ ଶରଣାର୍ଥୀଙ୍କୁ କରୁଛନ୍ତି ସାହାଯ୍ୟ

ଆଜିକାଲି ମାଗଣାରେ କେହି କିଛି ବି କାହାକୁ ଦେଉନାହାନ୍ତି। ସବୁ ଜିନିଷର ଉଚିତ ମୂଲ୍ୟ ଦେବାକୁ ପଡୁଛି। କିନ୍ତୁ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଘର କିଣିଛନ୍ତି। କିନ୍ତୁ ନିଜେ ରହିବା ପାଇଁ ନୁହେଁ ବରଂ ୟୁକ୍ରେନ ଶରଣାର୍ଥୀ ପରିବାର ରହିବା ପାଇଁ ଏହି ଘର…

ସାମ୍ନାକୁ ଆସିଲା ଗୁରମିତ ଓ ଦେବିନାଙ୍କ କୁନି ପରୀର ପ୍ରଥମ ଝଲକ, ଦେବିନାଙ୍କ ସାଙ୍ଗ ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କପଲ ଦେବିନା ବାନାର୍ଜୀ ଏବଂ ଗୁରମିତ ଚୌଧୁରୀ ବାପା ମା ହୋଇସାରିଛନ୍ତି। ଯୋଡି କିଛି ଦିନ ପୂର୍ବରୁ ନିଜ ପ୍ରେଗେନ୍ସୀ ଖବର ସମସ୍ତଙ୍କ ସହିତ ସେୟାର କରିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ…

ପିଲାଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ପିଠିରେ ଠିକଣା ଲେଖୁଛନ୍ତି ୟୁକ୍ରେନ ମା’, ଫଟୋ ଦେଖି ଆପଣଙ୍କ ହୃଦୟ ନିଶ୍ଚିତ…

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୪୦ ଦିନରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି। କିନ୍ତୁ ଏପର୍ଯ୍ୟନ୍ତ ଯୁଦ୍ଧ ବନ୍ଧ ହେବା ନାଁ ନେଇନାହିଁ। ୟୁକ୍ରେନ୍ ଉପରେ ରୁଷ ଲଗାତର ଆକ୍ରମଣ କରିଚାଲିଛି। ଏହି ଆକ୍ରମଣରେ କିବ୍, ଖାରକିବ୍, ବୁଚା, ଆଦି ସହର ଧ୍ବଂସ ପାଇଗଲାଣି। ଏହି ଆକ୍ରମଣରେ ହଜାର…