Below header

ଭୁଲ୍‌ରେ ବି କରନ୍ତୁନି ଏମିତି, ବନ୍ଦ ହୋଇପାରେ WhatsApp ଆକାଉଣ୍ଟ

କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ନମାନିବାରୁ WhatsApp ବନ୍ଦ କରୁଛି ଆକାଉଣ୍ଟ। ଫଳରେ ବ୍ୟବହାରକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତୃତୀୟ ପକ୍ଷ ଆପ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ WhatsApp ଏଭଳି କଠୋର ନିୟମ ଲାଗୁ କରିଛି। କିଛି ୟୁଜର ଥାର୍ଡ ପାର୍ଟି ଆପ୍‌ ଭାବେ…

ଆମେରିକାର ଟେକ୍ସାସ୍‌ରେ ଗୁଳିକାଣ୍ଡ; ୫ ମୃତ, ୨୧ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ୨ ଅଜଣା ଆତତାୟୀର ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୧ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନାନୁଯାୟୀ, ଶନିବାର ଦୁଇ ବନ୍ଧୁକଧାରୀ ପ୍ରଥମେ ଏକ ଟ୍ରକକୁ ହାଇଜାକ୍‌ କରିଥିଲେ। ପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ମିଡଲ୍ୟାଣ୍ଡ…

ବାହାହେଲେ କି ଆଲିଆ, ବଧୂବେଶରେ ଫଟୋ ଭାଇରାଲ

ସବୁବେଳେ ଚର୍ଚ୍ଚାର ଶିରୋନାମାରେ ଥାଆନ୍ତି ବଲିଉଡ୍‌ର ନାୟକ ନାୟିକା। ସବୁଠାରୁ ଅଧିକ ଚର୍ଚ୍ଚାରେ ସେମାନଙ୍କ ଲାଇଫ୍‌ଷ୍ଟାଇଲ୍‌ ରହିଥାଏ। କେତେବେଳେ ରିଲେସନ୍‌ସିପ୍‌କୁ ନେଇ ତ ଆଉ କେତେବେଳେ ଡ୍ରେସିଂ ପାଇଁ ସେମାନେ ଆଲୋଚ୍ୟର ବିଷୟ ପାଲଟିଥାନ୍ତି। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।…

ଶରୀରର ଏସବୁ ସଙ୍କେତ ଦିଏ କିଡ୍‌ନୀ ଖରାପର ସୂଚନା

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଲୋକମାନେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ସମୟ ପାଇନଥାନ୍ତି। ଏଣୁ ଅସମୟରେ ବିଭିନ୍ନ ଦୁରାରୋଗରେ ପୀଡ଼ିତ ହୋଇଥାନ୍ତି। ଅସନ୍ତୁଳିତ ଖାଦ୍ୟପାନ ଯୋଗୁ ଲୋକେ କିଡନୀଜନିତ ସମସ୍ୟା ଭୋଗ କରିଥାନ୍ତି। ରକ୍ତକୁ ବିଶୋଧନ କରି ଶରୀରକୁ ସୁସ୍ଥ ରଖିବାରେ…

ଚନ୍ଦ୍ରଯାନର ଅବତରଣ ଦେଖିବେ ଓଡ଼ିଆ ପୁଅ, ଇସ୍ରୋ କଲା ମନୋନୀତ

ଝାରସୁଗୁଡା: ଆସନ୍ତା ୭ ତାରିଖରେ ଚନ୍ଦ୍ରଯାନ ୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ଅବତରଣ ମୁହୂର୍ତ୍ତର ପ୍ରସାରଣ ପାଇଁ ଇସ୍ରୋ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୃଶ୍ୟକୁ ଅବଲୋକନ କରିବେ। ଏହାସହ…

ସେପ୍ଟେମ୍ବର ପହିଲାରୁ ବ୍ୟାଙ୍କର ନୂଆ ନିୟମ, ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୯ ସେପ୍ଟେମ୍ବର ୧ରୁ ବ୍ୟାଙ୍କ ନିୟମରେ ବହୁ ପରିବର୍ତ୍ତନ ହେବ। କିଛି ନିୟମ ଗ୍ରାହକଙ୍କୁ ଫାଇଦା ଦେଉଥିବା ବେଳେ ଆଉ କିଛି କ୍ଷତି ମଧ୍ୟ ଦେବ। ନୂତନ ନିୟମ ମୁତାବକ କାଲିଠୁ ବ୍ୟାଙ୍କ ସକାଳ ୯ଟାରେ ଖୋଲିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନ ସମସ୍ତ ସରକାରୀ ଓ…

ପଞ୍ଚମାର ପ୍ରସିଦ୍ଧ ସିଦ୍ଧି ବିନାୟକ ପୀଠ

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ପଲ୍ଲୀଠୁ ସହର ଯାଏଁ ସବୁଠି ପ୍ରସ୍ତୁତି। ବିଦ୍ୟା, ବୁଦ୍ଧିଦାତା ଗଣେଶ ଚତୁର୍ଥୀରେ କରାଯାଉଥିବା ଯେକୌଣସି କାମକୁ ଶୁଭ ବୋଲି ଧରାଯାଏ।ଗଜାନନଙ୍କ ପ୍ରତିମୂର୍ତ୍ତିକୁ ଜାକଜକମରେ ପୂଜା କରାଯାଏ। ଓଡ଼ିଶାର ବିଭିନ୍ନ ଗଣେଶ ମନ୍ଦିର ମଧ୍ୟରେ ଗଂଜାମ…

ଏବେ ଜିଓ ରିଚାର୍ଜ କଲେ ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି

ମାଗଣାରେ ଗ୍ରାହକଙ୍କୁ ବହୁ ସୁବିଧା ଯୋଗାଉଛି ରିଲାଏନ୍ସ ଜିଓ। ମାଗଣା ଡାଟା ହେଉ ବା କଲ୍‌ ସବୁଠାରୁ ଅଧିକ ସୁବିଧା ଜିଓ ଦେଉଛି। ତେବେ କିଛି ଦିନ ହେବ ଜିଓକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ତୃତୀୟ ବ୍ୟକ୍ତି ଜିଓର ନାଁ ନେଇ ଗ୍ରାହକଙ୍କୁ ଲୁଟୁଛି। ଜିଓ ଅଫର ନାଁରେ ଫେକ୍‌…

ଅପଡେଟ୍‌ ଦେବାରେ ନୋକିଆ ପ୍ରଥମ, ଜାଣନ୍ତୁ ଅନ୍ୟ କମ୍ପାନୀଙ୍କ ସ୍ଥାନ

ସଫ୍ଟୱେୟାର କ୍ଷେତ୍ରରେ ଚୀନୀ କମ୍ପାନୀ ତୁଳନାରେ ବହୁ ଆଗରେ ରହିଛି ଫିନ୍‌ଲାଣ୍ଡର କମ୍ପାନୀ। ସୂଚନାନୁଯାୟୀ, ନୋକିଆ ଫୋନ୍‌ରେ ବହୁ ଶୀଘ୍ର ସଫ୍ଟୱେୟାର ଅପଡେଟ୍‌ ମିଳୁଛି। ଅପଡେଟ୍‌ କରିବା କ୍ଷେତ୍ରରେ ସାରା ଦୁନିଆରେ ପ୍ରଥମ ସ୍ଥାନରେ ରହିଛି ନୋକିଆ ମୋବାଇଲ୍‌। ସେହିପରି ସାମସଙ୍ଗ ଦ୍ୱିତୀୟ…

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ, ଏମିତି କରନ୍ତୁ ସମାଧାନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଏକ ସାଧାରଣ କଥା। ପ୍ରାୟ ସବୁ ଘରେ ଦମ୍ପତିଙ୍କ ମଧ୍ୟରେ କୌଣସି ନା କୌଣସି କଥାରେ କେବେ ନା କେବେ ଝଗଡ଼ା ହୋଇଥାଏ। ମାତ୍ର ତାହାକୁ ମନରେ ରଖି ସବୁଦିନ ଝଗଡ଼ା କରିବା ଦ୍ୱାରା ସମ୍ପର୍କ ଖରାପ ହୋଇଥାଏ। ପ୍ରାୟତଃ ସ୍ୱାମୀ-ସ୍ତ୍ରୀ ପରସ୍ପରର ମନ କଥା…

ଏଥର ଗଣେଶ ଚତୁର୍ଥୀରେ ଟ୍ରାଏ କରନ୍ତୁ ଲଙ୍ଗ୍‌ କୁର୍ତ୍ତି, ଦେଖନ୍ତୁ ଏହି ୪ଟି ଡିଜାଇନ୍‌

ପୁରୁଷଙ୍କ ତୁଳନାରେ ମହିଳାମାନେ ନିଜ ବେଶ ପୋଷାକକୁ ନେଇ ଅଧିକ ଯତ୍ନଶୀଳ ଥାନ୍ତି। କ’ଣ ପିନ୍ଧିଲେ ଅନ୍ୟମାନଙ୍କଠାରୁ ହଟ୍‌କେ ଲାଗିବେ ସେ ନେଇ ସବୁବେଳେ ସେମାନେ ଭିନ୍ନ ଭିନ୍ନ ଟ୍ରେଣ୍ଡର ଡ୍ରେସ୍‌ ଟ୍ରାଏ କରିଥାନ୍ତି। ତେବେ ଆଗକୁ ଗଣେଶ ଚତୁର୍ଥୀ ଆସୁଥିବାରୁ ପ୍ରାୟ ସମସ୍ତେ ସପିଂ ଆରମ୍ଭ…

ପାନାସୋନିକ୍‌ ଲଞ୍ଚ କଲା ଦୁନିଆର ପ୍ରଥମ ୬K ରେକଡିଂ କ୍ୟାମେରା, ଜାଣନ୍ତୁ କ’ଣ ରହିଛି ଫିଚର

ନୂଆଦିଲ୍ଲୀ: ପାନାସୋନିକ୍‌ ଲଞ୍ଚ କଲା ନୂଆ DC-S1H କ୍ୟାମେରା। ଏହା କମ୍ପାନୀର ଲାଟେଷ୍ଟ ଡିଜିଟାଲ ସିଙ୍ଗଲ ଲେନ୍ସ ଫୁଲ୍‌ ଫ୍ରେମ୍‌ ମିରର ଲେସ୍‌ କ୍ୟାମେରା। ଏଥିରେ ସିନେମା କ୍ୱାଲିଟିର ଭିଡିଓ ଆଉଟ୍‌ପୁଟ୍‌ ମିଳିବ। ଏହା ଲୁମିକ୍ସ DC-S1 ଏବଂ DC-S1R ସିରିଜର ଏକ ଅଂଶ। ଏହି କ୍ୟାମେରା…