ମାତ୍ର ୬୯୯୯ ଟଙ୍କାରେ ପାଆନ୍ତୁ ତିନିଟି କ୍ୟାମେରା ଥିବା ସ୍ମାର୍ଟଫୋନ୍‌

ସ୍ମାର୍ଟଫୋନ୍‌ କମ୍ପାନୀ Infinix ଭାରତରେ ଏକ ଶସ୍ତାଫୋନ୍‌ ଲଞ୍ଚ୍‌ କରିଛି। Infinix Hot 8 ନାମକ ଏହି ଫୋନ୍‌ର ଦାମ୍‌ ୬,୯୯୯ଟଙ୍କା ଥିବା ବେଳେ ଏଥିରେ ବହୁ ଅତ୍ୟାଧୁନିକ ଫିଚର ରହିଛି। ଏବେ ଫ୍ଲିପକାର୍ଟରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। Infinix Hot 8 ର ସ୍ପେସିଫିକେସନ୍‌…

ଏବେ ମଶାଙ୍କ ଗୁଣୁଗୁଣୁ ଶବ୍ଦକୁ ବ୍ୟବହାର କରି ମରାଯିବ ମଶା, ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ

ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗର ବାହକ ମଶା ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଖାସ୍‌ କରି ଆଫ୍ରିକୀୟ ଦେଶରେ ମଶାଙ୍କ କାରଣରୁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ୨୦୧୭ ମସିହାରେ ୨୦ କୋଟି ଲୋକ ମ୍ୟାଲେରିଆରେ ପୀଡ଼ିତ…

ଏବେ ଫେସ୍‌ବୁକ୍‌ ସମସ୍ତଙ୍କ ପାଇଁ ଜାରି କଲା ଫେସ୍‌ ରେକଗ୍ନିସନ୍‌, କିନ୍ତୁ ହଟାଇଲା ଏହି ଫିଚର

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଫେସିଆଲ ରେକଗ୍ନିସନ୍‌ ଫିଚରକୁ ସମସ୍ତ ୟୁଜର୍ସଙ୍କ ଲାଗି ଜାରି କରିଛି। ମାତ୍ର କମ୍ପାନୀ ଏଥିରୁ ଟ୍ୟାଗିଙ୍ଗ୍‌ ଫିଚରକୁ ହଟାଇ ଦେଇଛି। ଫେସ୍‌ ରେକଗ୍ନିସନ୍‌ ଫିଚରକୁ ଫେସବୁକ୍‌ ଗତବର୍ଷ ଲଞ୍ଚ କରିଥିଲା। ଫଟୋ ରିଭିୟୁ ନାମରେ…

ରୂପି ସମସ୍ୟା ଯୋଗୁ ଚିନ୍ତିତ କି, ଏହି ୪ଟି ଘରୋଇ ଉପାୟରେ କରନ୍ତୁ ଚିକିତ୍ସା

କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି। ରୂପି ଯୋଗୁ କେବଳ ମୁଣ୍ଡ କୁଣ୍ଡେଇ ହୁଏ ନାହିଁ ଚୁଟି ମଧ୍ୟ ଉପୁଡ଼ିଥାଏ। ମାର୍କେଟରେ ରୂପି ସମସ୍ୟା ଦୂର କରିବା ପାଇଁ ଅନେକ ପ୍ରକାରର ସାମ୍ପୋ ମିଳୁଛି। କିନ୍ତୁ ଏହି ସାମ୍ପୋ ରୂପି ସମସ୍ୟା ଦୂର କରିବା ବଦଳରେ କେଶକୁ ରୁକ୍ଷ କରିଦେଇଥାଏ। ତେବେ କେବଳ…

ମୋବାଇଲ୍‌ରେ ନିଶ୍ଚୟ ଇନ୍‌ଷ୍ଟଲ୍‌ କରନ୍ତୁ ଏହି ଆପ୍‌, ଦେବାକୁ ପଡ଼ିବନି ଫାଇନ୍‌

ସେପ୍ଟେମ୍ବର ୧ରୁ ସରକାର ଟ୍ରାଫିକ ନିୟମରେ ବହୁ ପରିବର୍ତ୍ତନ କରିଛନ୍ତି। ନିୟମ ଭାଙ୍ଗୁଥିବା ଏବଂ ହେଲ୍‌ମେଟ୍‌ ପିନ୍ଧୁନଥିବା ଚାଳକଙ୍କ ଉପରେ ନିଆଯିବ ଏବେ କଡ଼ା ପଦକ୍ଷେପ। ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ ରାଶିକୁ ବହୁତ ବଢ଼ାଇ ଦିଆଯାଇଛି। ତେବେ ସଫ୍ଟୱେୟାର ଅପ୍‌ଡେଟ୍‌…

ବିବାଦ ଘେରରେ ପ୍ରଭାସଙ୍କ ଫିଲ୍ମ‘‘ସାହୋ’’, ଫିଲ୍ମ ଚୋରି କରିଥିବା ନେଇ ଆରୋପ

‘‘ବାହୁବଳୀ’’ ପରେ ପ୍ରଭାସଙ୍କ ଫିଲ୍ମ ‘‘ସାହୋ’’ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ଲାଗିଛି। ଗତ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଇତି ମଧ୍ୟରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିସାରିଲାଣି। ତେବେ ଏବେ ଫିଲ୍ମକୁ ନେଇ ଏକ ବିବାଦ ଦେଖାଦେଇଛି। ଜଣେ ଫରାସୀ ଚଳଚ୍ଚିତ୍ର…

ଆଧାର କାର୍ଡ ଜରିଆରେ ITR ଫାଇଲ୍ କରୁଛନ୍ତି କି ,ଏବେ ଘରେ ବସି ପାଇପାରିବେ ପାନ୍ କାର୍ଡ

ଯଦି ଆପଣ କେବଳ ଆଧାର ଜରିଆରେ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ କରୁଛନ୍ତି ତେବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ନିଜେ ଆପଣଙ୍କୁ ପାନ୍ କାର୍ଡ ବଣ୍ଟନ କରିବ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ୍ (CBDT) ଚେୟାରମ୍ୟାନ ଏହି ସୂଚନା ଦେଇଛନ୍ତି। ଏନେଇ ସୋମବାର ଇନ୍‌କମ୍‌ ଟ୍ୟାକ୍ସ…

ପ୍ରତିଦିନ ପିଅନ୍ତୁ ଏକ କପ୍‌ ଗ୍ରୀନ୍‌ ଟି, ଦୂର ହେବ ଏହି ୭ ସମସ୍ୟା

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଲୋକମାନେ ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ଫଳସ୍ୱରୂପ ଅସମୟରେ ମୋଟାପଣ, ହୃଦ୍‌ରୋଗ, ଡାଇବେଟିସ୍‌ ପରି ରୋଗରେ ପୀଡ଼ିତ ହେଉଛନ୍ତି। ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କଲେ ଏସବୁ ସମସ୍ୟାରୁ ମୁକ୍ତି ପାଇହେବ। ତେବେ ପ୍ରତିଦିନ କପେ ଗ୍ରୀନ୍‌ ଟି…

ଗଣେଶ ପୂଜାରେ ବଲିଉଡ୍‌ ଷ୍ଟାରଙ୍କ ଟ୍ରାଡିସ୍‌ନାଲ ଲୁକ୍‌, ଦେଖନ୍ତୁ କିଏ କ’ଣ ପିନ୍ଧିଛନ୍ତି

ଅମ୍ବାନୀ ପରିବାର ଦ୍ୱାରା କରାଯାଉଥିବା ସମସ୍ତ ପ୍ରୋଗ୍ରାମ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିବାହ ହେଉ ବା କୌଣସି ଉତ୍ସବ ଅମ୍ବାନୀ ପରିବାରର ସବୁ ଇଭେଣ୍ଟରେ ବଲିଉଡର ଆକ୍ଟରଙ୍କୁ ଦେଖିବାକୁ ମିଳେ। ଏବେ ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ଅମ୍ବାନୀ ପରିବାର ତରଫରୁ ବିରାଟ ଉତ୍ସବର ଆୟୋଜନ…

ଫେସ୍‌ବୁକ୍‌ ଆଣୁଛି ନୂଆ ଫିଚର, ଆଉ ଦିଶିବନି ଲାଇକ୍‌ ସଂଖ୍ୟା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ଲୋକପ୍ରିୟତା ଦିନକୁ ଆକାଶ ଛୁଆଁ ହେବାରେ ଲାଗିଲାଣି। ଦେଶରେ ଏବେ ପ୍ରାୟ ୨୪ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀ ଅଛନ୍ତି। ଆଜିକାଲି ଲୋକମାନେ ପ୍ରତ୍ୟେକ ମୁହୂର୍ତ୍ତର ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରି ସାଙ୍ଗମାନଙ୍କୁ ନିଜ ବିଷୟରେ ଅପଡେଟ୍‌ ଦେବାକୁ ପସନ୍ଦ…

ଫଟାଫଟ୍‌ ବନାନ୍ତୁ ବେରି ଓଟ୍ସ ମିକ୍ସ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଛୁଆଙ୍କ ଖାଦ୍ୟପେୟକୁ ନେଇ ମା’ମାନେ ଅଧିକ ଚିନ୍ତିତ ରହିଥାନ୍ତି। କେଉଁ ଖାଦ୍ୟ ପିଲାଙ୍କୁ ଟେଷ୍ଟି ବି ଲାଗିବ ଆଉ ସ୍ୱାସ୍ଥ୍ୟପ୍ରଦ ହେବ ତାହା ଭାବି ଭାବି ମା’ମାନେ ବହୁ ଫାଷ୍ଟଫୁଡ଼୍‌ ବି ପିଲାଙ୍କୁ ଦେଇଥାନ୍ତି। ଯାହା ପୁଷ୍ଟି ଯୋଗାଇବା ବଦଳରେ ଓଲଟା ଛୁଆଙ୍କ ସ୍ୱାସ୍ଥ୍ୟହାନି କରିଥାଏ। ଛୁଆଙ୍କୁ…

ଏହି ୫ ନୂଆ ଟେକ୍ନୋଲୋଜି ବଦଳାଇ ପାରେ ମନୁଷ୍ୟର ଭବିଷ୍ୟତ

ଆଜିର ଆଧୁନିକ ଯୁଗରେ ପ୍ରତି ମୁହୂର୍ତ୍ତରେ ଟେକ୍ନୋଲୋଜିରେ କିଛି ନା କିଛି ପରିବର୍ତ୍ତନ ଘଟୁଛି। ଟେକ୍ନୋଲୋଜି ଏତେ ଉନ୍ନତମାନର ହୋଇଗଲାଣି ଯେ ହଜାର ହଜାର କିଲୋମିଟର ଦୂରରେ ଥିବା ଲୋକଙ୍କୁ ଆମେ ମାତ୍ର କେଇ ମିନିଟ୍‌ରେ ଦେଖିପାରୁଛୁ। ଆମ ଭାବନାକୁ ବାଣ୍ଟିପାରୁଛୁ। ଡାକ୍ତରମାନେ ମଧ୍ୟ ଦୂରରେ…