ଓ୍ୱାର୍ଡ କାଉନସିଲରରୁ ରାଷ୍ଟ୍ରପତି: ଜନ୍ମଦିନରେ ଜାଣନ୍ତୁ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନର କିଛି ଅନାଲୋଚିତ କଥା

ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ହେଉଛନ୍ତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁ। ସେ ମାଟିର ଝିଅ, ମାଆ ମାଟିର ବାସ୍ନାରେ ବଢ଼ିଛନ୍ତି। ସମସ୍ୟା ଓ ସଂଘର୍ଷର ଜୀବନୀ ଭିତରେ ବି ସେ ଛାତ୍ରଜୀବନରୁ ସମାଜସେବା ପ୍ରତି ବ୍ରତୀ ହୋଇଛନ୍ତି। ଶିକ୍ଷାଦାନ ଭଳି ଗୁରୁଦାୟିତ୍ୱକୁ ବି ନିର୍ବାହ…

କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍‌ ପେନ୍‌; ଜାଣନ୍ତୁ ଘରୋଇ ଚିକିତ୍ସା

ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ ବୟସ୍କ ନୁହେଁ, ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ଯୋଗୁ ବ୍ୟାକ୍‌ ପେନ୍‌ ହେଉଛି । ଏଥିସହ କମ୍ପ୍ୟୁଟର ସାମ୍ନାରେ ବସି ରହିବା ଯୋଗୁ…

କାମ କରୁ କରୁ ଦୂରେଇ ନ ଯାଉ ପ୍ରେମ! ଜାଣନ୍ତୁ, ଅଫିସ୍‌ ଓ ଜୀବନସାଥୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଟିପ୍ସ

କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଉଭୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । କେବଳ ଆପଣ ନିଜେ ହିଁ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କ୍ୟାରିୟର ଓ…

ଟିକିଲି ଲଗାଇବା ଦ୍ୱାରା କୁଣ୍ଡାଇ ହେଉଛି କି ! ଆପଣାନ୍ତୁ ଘରୋଇ ଉପଚାର

ଝିଅ ହୁଅନ୍ତୁ କି ମହିଳା, ସମସ୍ତେ ମଥାରେ ଟିକିିଲି ବା ବିନ୍ଦି ଲଗାଇଥାନ୍ତି । ଏହା ମୁହଁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ସଧବା ନାରୀର ସବୁଠୁ ବଡ଼ ଅଳଙ୍କାର ହେଉଛି ତା’ ନାଲି ବିନ୍ଦି । ସ୍ୱାମୀର ମଙ୍ଗଳ ମନାସି ସେ ମଥାରେ ଟିକିଲି ନାଇଥାଏ । ସେହିଭଳି ଛୋଟ ପିଲାମାନେ ନଜର ଦୋଷରୁ…

ଦାଗମୁକ୍ତ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଗିଲୋୟ ଫେସ୍‌ଓ୍ଵାସ୍‌

ସୁନ୍ଦର ଦିଶିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ଦାମୀ ପ୍ରଡକ୍ଟ ବି ବ୍ୟବହାର କରନ୍ତି । କିଛି ପ୍ରଡକ୍ଟ ତ୍ୱଚାରେ କାମ କରୁଥିବା ବେଳେ ଆଉ କିଛି କାମ କରିବା ତ ଦୂରର କଥା, ବରଂ ସ୍କିନ୍‌କୁ ଆହୁରି ଖରାପ କରିଦିଏ । ତେବେ କେତେକ ପ୍ରାକୃତିକ ଜିନିଷ ବ୍ୟବହାର କରି…

ଶୀଘ୍ର ଓଜନ କମାଇବାକୁ କରନ୍ତୁ ମିଲିଟାରୀ ଏକ୍ସରସାଇଜ୍‌, ଜାଣନ୍ତୁ ‘ରକିଂ’ର ଫାଇଦା

ପିଲାଠୁ ବୟସ୍କଙ୍କ ଯାଏଁ, ବର୍ତ୍ତମାନ ସମସ୍ତେ ଫିଟ୍‌ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଲୋକେ ବିିଭିନ୍ନ ପ୍ରକାରର ଏକ୍ସରସାଇଜ୍‌ ମଧ୍ୟ କରୁଛନ୍ତି । କିନ୍ତୁ ସାଧାରଣ ଏକ୍ସରସାଇଜ୍‌ ଅପେକ୍ଷା ମିଲିଟାରୀ ଟ୍ରେନିଂ ଏକ୍ସରସାଇଜ୍‌ ଅଧିକ ଲାଭଦାୟକ ହୋଇଥାଏ, ଯାହା ଏବେ…

ମାତ୍ର ୫ ମିନିଟ୍‌ରେ ଚମକିବ ବାଥ୍‌ରୁମ୍‌ର ପ୍ଲାଷ୍ଟିକ୍‌ କବାଟ, ଆପଣାନ୍ତୁ ସହଜ ଉପାୟ

ଆଜି କାଲି ଅଧିକାଂଶ ଲୋକଙ୍କ ଘରେ କାଠ ସହ ପ୍ଲାଷ୍ଟିକ୍‌ କବାଟ ମଧ୍ୟ ଦେଖିବାକୁ ମିଳୁଛି । ଏହା ଓ୍ଵାଟରପ୍ରୁଫ୍‌ ହୋଇଥିବାରୁ କାଠ ଭଳି ଫୁଲିବାର ଭୟ ନଥାଏ । ଏଣୁ ଖାସ୍‌ କରି ବାଥ୍‌ରୁମ୍‌ରେ ପ୍ଲାଷ୍ଟିକ୍‌ ବା ଫାଇଭର କବାଟ ଲଗାଯାଉଛି । ଏହି କବାଟ ଶସ୍ତା, ସୁନ୍ଦର ଓ ହାଲ୍କା ହୋଇଥିବାରୁ ଲୋକେ…

ପୁରୁଷଙ୍କ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବା ଜମା ସାଧାରଣ ନୁହେଁ, ହୋଇପାରେ ବଡ଼ ରୋଗ

ମହିଳା ହୁଅନ୍ତୁ କି ପୁରୁଷ ଖରାଦିନେ ପ୍ରାଇଭେଟ୍‌ ପାର୍ଟ କୁଣ୍ଡାଇ ହେବା, ପୋଡ଼ିବା ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳେ । ଏହି ସମସ୍ୟା ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳୁଥିଲେ ବି କିଛି ପୁରୁଷ ମଧ୍ୟ ଏହି କୁଣ୍ଡିଆର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଲାଜରେ ଏହି କଥା…

ଅନେକ ରୋଗକୁ ଡାକିପାରେ ଦୁର୍ବଳ ମାଂସପେଶୀ, ଜାଣନ୍ତୁ ମସଲ୍ସକୁ ମଜଭୁତ କରିବାର ସହଜ ଉପାୟ

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ପାଇଁ ଲୋକମାନେ ବୟସ ପୂର୍ବରୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଫଳରେ ବୟସ ବଢ଼ିବା ସହ ଭିତରର ଅଙ୍ଗ ପ୍ରତ୍ୟଙ୍ଗ ଦୁର୍ବଳ ହେବାରେ ଲାଗିଛି । ଅଧିକାଂଶ ଲୋକଙ୍କର ମାଂସପେଶୀରେ ସମସ୍ୟା ଦେଖାଦେଉଛି । ମାଂସପେଶୀରେ ସମସ୍ୟା ବଢ଼ିଲେ, ଲୋକମାନେ କ୍ରମଶଃ ଦୁର୍ବଳ…

ଅଧିକ ମିଠା ଖାଇବାକୁ ଇଚ୍ଛା ହେବା ବି ଗୋଟେ ରୋଗ, ଜାଣନ୍ତୁ ସୁସ୍ଥ ରହିବା ଉପାୟ

ଖାଦ୍ୟ ଖାଇ ସାରିବା ପରେ ପ୍ରାୟତଃ ସମସ୍ତଙ୍କର ମିଠା ଖାଇବାକୁ ଇଚ୍ଛା ହୋଇଥାଏ । ଏହା ମଧ୍ୟ ଅତି ସ୍ୱାଭାବିକ କଥା । କିନ୍ତୁ ବେଳେ ବେଳେ କିଛି ଲୋକଙ୍କର ମଝିରେ ମଝିରେ ବି ମିଠା ଖାଇବାକୁ ହଠାତ୍‌ ଇଚ୍ଛା ହୁଏ । ଯଦି ଆପଣଙ୍କର ମଧ୍ୟ ଏଭଳି ମିଠା ପ୍ରତି ଲୋଭ ହେଉଥାଏ କିମ୍ବା ମିଠା ଖାଇବାକୁ…

ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ, ମିଳିବ ଝିଅ ପରି ଆଦର

ବିବାହ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ପୁଅ ତୁଳନାରେ ଝିଅ ଜୀବନରେ ବାହାଘର ପରେ ଅଧିକ ପରିବର୍ତ୍ତନ ଆସେ । ଝିଅକୁ ନିଜ ଘର ଛାଡ଼ି ଏକ ନୂଆ ଘରକୁ ଯିବାକୁ ପଡ଼େ । ସେଠାକାର ଅଜଣା ଲୋକଙ୍କୁ ନିଜର କରି ପରିବାରରୁ ଆଗକୁ ବଢ଼ାଇବାକୁ ପଡ଼େ । ଏଥିସହ ଯଦି ବୋହୂ ଚାକିରିଆ ହୋଇଥିବ ତେବେ ଘର ଓ…

ଆରମ୍ଭ ହେଉଛି ଚୈତ୍ର ନବରାତ୍ର: ଜାଣନ୍ତୁ କ’ଣ ଶିକ୍ଷା ଦିଅନ୍ତି ମା’ଦୁର୍ଗାଙ୍କ ୯ ଅବତାର

ଚୈତ୍ର ନବରାତ୍ରି ୯ ଦିନ ପାଇଁ ପାଳନ କରାଯାଏ । ଏହି ୯ ଦିନର ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ଅବତାରକୁ ସମର୍ପିତ । ମାନ୍ୟତା ରହିଛି, ଏହି ନଅ ଦିନ ଯାକ ମା’ ଦୁର୍ଗା ଭକ୍ତଙ୍କ ସହ ରହିବା ପାଇଁ ସ୍ୱର୍ଗରୁ ପୃଥିବୀକୁ ଆସିଥାନ୍ତି । ଏଣୁ ଏହାକୁ ଶୁଭ ସମୟ ବୋଲି କୁହାଯାଏ ।…