Below header

କୌଣସି ପରୀଠାରୁ ମଧ୍ୟ କମ୍‌ ନୁହଁନ୍ତି ଏହି ସାଉଥ୍‌ଷ୍ଟାରଙ୍କ ପତ୍ନୀ,ଥରେ ପକାନ୍ତୁ ନଜର

ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାରଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି। ଫ୍ୟାନ୍‌ମାନେ ସେମାନଙ୍କ ଆକ୍ଟିଂ ଷ୍ଟାଇଲ୍‌କୁ ଏତେ ପସନ୍ଦ କରନ୍ତି ଯେ, ଭଗବାନଙ୍କ ଭଳି ପୂଜା କରିଥାନ୍ତି। ବଲିଉଡ଼ ଆକ୍ଟରଙ୍କୁ ବି କେତେକ ସାଉଥ୍‌ ଷ୍ଟାର ମାତ୍‌ ଦେଇଥିବା ନଜିର ରହିଛି। ତେବେ ଆଜି ଆମେ…

ଶିକ୍ଷକଙ୍କ ବଦଳି ବାତିଲ ଦାବି, ସ୍କୁଲ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଯାଜପୁର: ଶିକ୍ଷକଙ୍କ ବଦଳି ବାତିଲ ଦାବି କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଗୁରୁକୁଳ ନୋଡ଼ାଲ ସ୍କୁଲରେ। ଶିକ୍ଷକଙ୍କୁ ବଦଳି ନ କରିବାକୁ ଛାତ୍ରଛାତ୍ରୀ ସ୍କୁଲ ଗେଟ୍‌ ସାମ୍ନାରେ ଧାରଣାରେ…

ଭାରତରେ ଲଞ୍ଚ ହେଲା ୩ଟି ସବୁଠୁ ଶସ୍ତା ସ୍ମାର୍ଟ ଟିଭି, ଜାଣନ୍ତୁ ଦାମ୍‌ ଓ ଫିଚର

ଭାରତରେ KODAK ବ୍ରାଣ୍ଡ ଲାଇସେସି ସୁପର ପ୍ଲଷ୍ଟ୍ରାନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (SPPL) ତିନୋଟି ନୂଆ ସ୍ମାର୍ଟ ଟିଭି ଲଞ୍ଚ କରିଛି। ତିନୋଟି ଯାକ ଟିଭି 4K ସ୍ମାର୍ଟ ଟିଭି ମଡେଲର। ଏହି ମଡେଲ ଗୁଡିକର ନାଁ Kodak 43 4KXPRO, Kodak 50 4KXPRO, Kodak 55 4KXPRO ଥିବା ବେଳେ ଦାମ୍‌…

ଏବେ ମୋବାଇଲ୍‌ ଦେବ ସୁରକ୍ଷା, ଜାଣନ୍ତୁ କେମିତି

ସ୍ମାର୍ଟଫୋନ୍‌ ଏବେ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉନାହିଁ ବରଂ ସବୁ କାମ ଏବେ ସ୍ମାର୍ଟଫୋନ୍‌ ଦ୍ୱାରା କରାଯାଇପାରୁଛି। କୁଆଡ଼େ ବୁଲିବାକୁ ଯିବାକୁ ଗାଡ଼ି ବୁକ୍‌ କରିବା ହେଉ ବା ଖାଇବା ପାଇଁ ଭଲ ରେସ୍ତୋରାଁ ଖୋଜିବାକୁ, ସବୁକାମ ସ୍ମାର୍ଟଫୋନ୍‌ରେ ମାତ୍ର କିଛି ମିନିଟ୍‌ ମଧ୍ୟରେ…

୮ ଥର ଛୁରୀ ଭୁସିବା ପରେ ବି ମନ ବୁଝିଲାନି, ଜାଣନ୍ତୁ କେମିତି କଲେ ହତ୍ୟା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ମୃତ୍ୟୁ ପରେ ବି ତାକୁ ଆଉ ଥରେ ଗୁଳି କରାଯାଇଛି। ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବା ମିଳିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ଜେଜେ କ୍ୟାମ୍ପ ତିଗଡ଼ିର ଜଣେ ବ୍ୟକ୍ତିଙ୍କୁ ଏକ ମାମୁଲି କାରଣ ପାଇଁ ନିଜ ଜୀବନ ହରାଇବାକୁ ପଡ଼ିଛି। ଏକ ସାମାନ୍ୟ ବଚସାକୁ କେନ୍ଦ୍ର କରି…

ବଡ଼ମ୍ବାରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼: ଆଠଗଡ଼ ବନ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଆଠଗଡ଼ ଅଞ୍ଚଳ ବଡ଼ମ୍ବା ରେଞ୍ଜର ଖରୋଡ଼ ଗ୍ରାମ ନିକଟସ୍ଥ ତାଳଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଏହି ବିରଳ ପ୍ରାଣୀକୁ ଉଦ୍ଧାର କରାଯାଇଛି। ଏଥିସହ ପଢ଼ନ୍ତୁ: ସୂଚନା କମିଶନର ଭାବେ ଦାୟିତ୍ୱ ନେଲେ ଜଷ୍ଟିସ୍‌…

ଆଇଟିଆର୍‌ର ଷ୍ଟାଟସ୍‌ ଜାଣିବାକୁ ଚାହୁଁଛନ୍ତି କି, ତେବେ ଫଲୋ କରନ୍ତୁ ଏହି ଷ୍ଟେପ୍‌ସ

ନୂଆଦିଲ୍ଲୀ: ଆର୍ଥିକ ବର୍ଷର ଶେଷରେ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ପରେ ପ୍ରାୟ ଲୋକମାନେ ଏହାର ଷ୍ଟାଟର୍ସ ନେଇ ଚିନ୍ତାରେ ରହିଥାନ୍ତି। ଆଇଟିଆର୍‌ ଠିକଭାବେ ଡିପୋଜିଟ୍‌ ହୋଇଛି କି ନାହିଁ ବୋଲି ସେମାନେ ଦ୍ୱନ୍ଦ୍ୱରେ ଥାନ୍ତି। ତେବେ ଆଉ ଚିନ୍ତା କରିବାର କିଛି କାରଣ ନାହିଁ। ଏବେ…

ନିଜ ଭୁଲ୍‌ ମାନିଲା ଜୋମାଟୋ, କହିଲା ଏମିତି କଥା

ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ଓ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଏବଂ ରେସ୍ତୋରାଁ ମାଲିକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଜୋମାଟୋ ଗୋଲ୍ଡକୁ ନେଇ ରେସ୍ତୋରାଁର ମାଲିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୋମାଟୋ ଗୋଲ୍ଡ ପ୍ରୋଗ୍ରାମ ମାଧ୍ୟମରେ କମ୍ପାନୀ ୨୮ଠଠ କୋଟି ଟଙ୍କାର ବେପାର…

କ୍ୟାନ୍‌ସର ସହ ଏସବୁ ରୋଗକୁ ମାତ୍‌ ଦେବ ପାନମଧୁରୀ

ପାନମଧୁରୀରେ ବହୁ ଔଷଧୀୟ ଗୁଣ ରହିଛି, ଏଣୁ ପ୍ରାୟତଃ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିଛି ଲୋକ ଖାଇବା ପରେ ମାଉଥ୍‌ ଫ୍ରେସନର୍‌ ଭାବେ ମଧ୍ୟ ପାନମଧୁରୀ ଖାଇଥାନ୍ତି। ଯାହା ପାଟିର ଦୁର୍ଗନ୍ଧ କରିଥାଏ। ପାନରେ ମଧ୍ୟ ଏକ ପ୍ରମୁଖ ମସଲା ଭାବେ ପାନମଧୁରୀର ବ୍ୟବହାର କରାଯାଏ।…

ଏବେ ହାତ ନଥିବା ଲୋକ ବି କରିପାରିବେ କାମ, ଜାଣନ୍ତୁ କେମିତି

କାନପୁର: ଦିବ୍ୟାଙ୍ଗ ବା ହାତ ନଥିବା ଲୋକଙ୍କ ପାଇଁ ଖୁସି ଖବର। ଅନ୍ୟ ସାଧାରଣ ଲୋକଙ୍କ ଭଳି ଏବେ ସେମାନେ ମଧ୍ୟ ନିଜ କାମ ନିଜେ କରିପାରିବେ। ଅନ୍ୟ ଉପରେ ଆଉ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିବନି। ବୈଜ୍ଞାନିକମାନେ ହାତ ନଥିବା ଲୋକଙ୍କ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏବେ ଏକ ରବର ଓ…

ଚୁଟିରୁ ଉଡ଼ିଯାଉଛି କି ରଙ୍ଗ, ଏମିତି ନିଅନ୍ତୁ ଯତ୍ନ

କେଶକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗେଇବା ଏବେ ପାଲଟିଛି ନୂଆ ଫ୍ୟାସନ୍‌। କିଏ ଚୁଟିକୁ ଧଳା କଲାଣି ତ ଆଉ କିଏ ନାଲି। ମାତ୍ର ଏହି ରଙ୍ଗୀନ କେଶର ରଙ୍ଗ ଖୁବ୍‌ କମ୍‌ ଦିନରେ ଫିକା ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଖାସ୍‌ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ପ୍ରଖର ସୂର୍ଯ୍ୟକିରଣ…

ସୁନାଠୁ ବି ମହଙ୍ଗା ଏହି ଗଛର ତେଲ, ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ

କୌଣସି ତେଲ ସୁନାଠୁ ମହଙ୍ଗା ହୋଇପାରେ, ଏହା କେହି ଭାବି ନଥିବେ। ମାତ୍ର ଏହା ସତ। କୌଣସି ଅସାଧାରଣ ଗଛ ନୁହେଁ, ସାଧାରଣ ଅଗୁରୁ ଗଛର ତେଲ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ୍‌। ଏଣୁ ଏହାକୁ ତରଳ ସୁନା ମଧ୍ୟ କୁହାଯାଏ। ଅଗୁରୁ ଏକ ସୁଗନ୍ଧ କାଠ ଯାହାର ବ୍ୟବହାର ଧୂପବତୀ, ଅତର ଆଦିରେ…